ଇଣ୍ଡିଆ ପୋଷ୍ଟରେ କାର୍ ଡ୍ରାଇଭର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟ (ଡାକ ବିଭାଗ) ତରଫରୁ ଷ୍ଟାଫ କାର୍ ଡ୍ରାଇଭର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଇଣ୍ଡିଆ ପୋଷ୍ଟର ଅଲଗା ଅଲଗା ରିଜନ ପାଇଁ ୨୫ ପୋଷ୍ଟରେ ହେବ । ଆବେଦନ କରିବାର ଶେଷ…