Below header
Browsing Tag

india win

ଇଂଲଣ୍ଡକୁ ୭ ଉଇକେଟରେ ହରାଇ ଦ୍ଵିତୀୟ ଟି ଟ୍ୱେଣ୍ଟି ଜିତିଲା ଭାରତ

ଅହମଦାବାଦ : ଆଜି ଦ୍ଵିତୀୟ ଟି ଟ୍ୱେଣ୍ଟିରେ ଇଂଲଣ୍ଡକୁ ୭ ଉଇକେଟ ଉଇକେଟରେ ହରାଇ ଦ୍ଵିତୀୟ ଟି ଟ୍ୱେଣ୍ଟି ଜିତିଲା ଭାରତ । ଫଳରେ 1-1ସିରିଜ଼ ସ୍ଥିତିରେ ରହିଛି । ଅଧିନାୟକ କୋହଲି ଏବଂ ଈଶାନ କିଷାନ ଅର୍ଦ୍ଧଶତକ କରିଛନ୍ତି ।

ଦୁଇ ଦିନରେ ତୃତୀୟ ମ୍ୟାଚ୍‌ ଜିତି ଟେଷ୍ଟ ସିରିଜ୍‌ରେ ଭାରତ ଆଗୁଆ

ଅହମଦାବାଦ : ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍‌ରେ ହରାଇ ମ୍ୟାଚ୍‌ ଜିତିଲା ଟିମ୍‌ ଇଣ୍ଡିଆ । ଏହା ସହିତ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ବିରାଟ ବାହିନୀ । ସ୍ପିନରଙ୍କୁ ସହାୟତା ଦେଉଥିବା ମୋଟେରାର ପିଚ୍‌ରେ ମାତ୍ର ଦୁଇ ଦିନରୁ କମ୍‌…

ଶେଷ ଭାଗରେ ପାଣ୍ଡ୍ୟାଙ୍କ ସୁପର ସୋ, ଦ୍ୱିତୀୟ ମ୍ୟାଚ୍‌ ଜିତି ଟି୨୦ ସିରିଜ୍‌ ଦଖଲ କଲା ଭାରତ

ସିଡନୀ : ଦ୍ୱିତୀୟ ଟି୨୦ ଉତ୍କଣ୍ଠାର ଚରମ ସୀମାରେ ପହଞ୍ଚିଥିଲା । ଶେଷ ଓଭର୍‌ର ଦ୍ୱିତୀୟ ବଲ୍‌ରେ ଏବଂ ପୁଣି ଚତୁର୍ଥ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଦଳକୁ ଜିତାଇ ଦେଲେ । ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍‌ରେ ୬ ଓ୍ଵିକେଟ୍‌ରେ ହରାଇ ଭାରତ ୨-୦ରେ ଆଗୁଆ ରହି ଟି୨୦ ସିରିଜ୍‌ ଜିତି ନେଇଛି…

ଭାରତୀୟ ବୋଲରଙ୍କ କମାଲ, ୨୩୫ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍‌

ଖ୍ରୀଷ୍ଟଚର୍ଚ୍ଚ : ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବୋଲରମାନେ କମାଲ ଦେଖାଇଛନ୍ତି। ମାତ୍ର ୨୩୫ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ୍‌ କରି ପ୍ରଥମ ପାଳିରେ ଭାରତୀୟ ଦଳ ଅଗ୍ରଣୀ ରହିଛି। ଭାରତ ପ୍ରଥମ ଇନିଂସରେ ୨୪୨ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍‌…

ନ୍ୟୁଜିଲାଣ୍ଡରେ ଇତିହାସ ରଚିଲା ଭାରତ, ସବୁ ମ୍ୟାଚ୍‌ ଜିତି ଦଖଲ କଲା ଟି-୨୦ ସିରିଜ୍‌

ମାଉଣ୍ଟ ମୌଙ୍ଗାନୁଇ : ବିଦେଶ ମାଟିରେ ଟିମ୍‌ ଇଣ୍ଡିଆର ଆଉ ଏକ ବଡ଼ ସଫଳତା । ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍‌ ଦଳର ଐତିହାସିକ ବିଜୟ । ୫-୦ରେ ପୋଛି ନେଲା ଟି-୨୦ ସିରିଜ୍‌ । ବୁମରା, ସାଇନି ଓ ଠାକୁର ନିଜ ଭିତରେ ୭ଟି ଓ୍ଵିକେଟ୍‌ ବାଣ୍ଟି ନେଲେ ଏବଂ ଏଠରେ ଆଜି ଖେଳା ଯାଇଥିବା ପଞ୍ଚମ…

ଐତିହାସିକ ମ୍ୟାଚ୍‌ରେ ଐତିହାସିକ ବିଜୟ : ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତ ଏକ ଇନିଂସ୍‌ ଓ ୪୬ ରନ୍‌ରେ ବିଜୟୀ

କୋଲକାତା : ଭାରତୀୟ କ୍ରିକେଟ୍‌ ଦଳ ଆଜି ପିଙ୍କ୍‌ବଲ୍‌ ଟେଷ୍ଟରେ ବାଂଲାଦେଶକୁ ଏକ ଇନିଂସ୍‌ ଓ ୪୬ ରନ୍‌ରେ ପରାସ୍ତ କରି ଦୁଇଟିକଆ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି । ଘରୋଇ ମାଟିରେ ଇଏ ହେଉଛି ଭାରତର କ୍ରମାଗତ ଦ୍ୱାଦଶ (୧୨) ସିରିଜ୍‌ ବିଜୟ । ଏହା ସହିତ ବିଶ୍ୱ ରେକର୍ଡ଼ କରିଛି ବିରାଟ…

ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୀପାବଳି ଭେଟି, ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ କ୍ଲିନ୍‌ ସ୍ୱିପ କଲା ଭାରତ

ରାଞ୍ଚି: ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୀପାବଳି ଭେଟି । ରାଞ୍ଚିରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ୨୦୨ ରନ୍‌ରେ ହରାଇ ସିରିଜ କ୍ଲିନସ୍ୱିପ କରିଛି ବାରଟ ଆଣ୍ଡ କୋ । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ପ୍ରଥମ ଥର ପାଇଁ  ୩-୦ରେ ସିରିଜ କବଜା କରିଛି । ଗତକାଲିର…

ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୁର୍ଗା ପୂଜା ଭେଟି, ବିଶାଖାପାଟଣା ଟେଷ୍ଟରେ ଭାରତର ଦମଦାର ବିଜୟ

ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୁର୍ଗା ପୂଜା ଭେଟି । ବିଶାଖାପାଟଣା ଟେଷ୍ଟରେ ଭାରତର ଦମଦାର ବିଜୟ । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରଛି ବିରାଟ ଆଣ୍ଡ କୋ । ୩୯୫ ରନ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣଆଫ୍ରିକା ଟିମ ୧୯୧ ରନ କରି ଅଲ ଆଉଟ ହୋଇଛି । ଭାରତ ପକ୍ଷରୁ ମହମ୍ମଦ…

ରଗବି ମହିଳା ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ, ସିଙ୍ଗାପୁରକୁ ହରାଇ ଜିତିଲା ବ୍ରୋଞ୍ଜ ପଦକ

ଏସୀୟ ରଗବି ମହିଳା ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ । ଫିଲିଫାଇନ୍ସର ମାନିଲାରେ ସିଙ୍ଗାପୁରକୁ ୨୧-୧୯ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ମହିଳା ରଗବୀ ଟିମ୍‌ । କିସ ଛାତ୍ରୀ ସୁମିତ୍ରା ନାୟକଙ୍କ ପେନାଲ୍ଟି ବଳରେ ଭାରତ ଏହି ସଫଳତା ହାସଲ କରିଛି । ଏଥିସହ ଟୁର୍ଣ୍ଣାମେଣ୍ଟରେ…