ଆଣ୍ଡାମାନ: ଭାରତୀୟ ତଟରକ୍ଷୀ ବାହିନୀ ମାଛଧରା ଡଙ୍ଗାରୁ ଜବତ କଲା ୫ ଟନ୍ ଡ୍ରଗ୍ସ
ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଆଣ୍ଡାମାନରେ ଏକ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ କରିଛି । ନିଷିଦ୍ଧ ମେଥାମଫେଟାମାଇନ୍ ନେଇ ଯାଉଥିବା ବେଳେ ଡଙ୍ଗାକୁ ଜବତ କରାଯାଇଛି । ଏଥିରେ ଥିଲେ ମିଆଁମାରର ୬ ଜଣ କ୍ରୁ ସଦସ୍ୟ ।
ଜଣେ ପ୍ରତିରକ୍ଷା ଅଧିକାରୀ ସୋମବାର ସୂଚନା ଦେଇ କହିଛନ୍ତି ଯେ…