‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୪’ ଜିତିଲେ ବୈଭବ ଗୁପ୍ତା,୨୫ ଲକ୍ଷ ଟଙ୍କା ସହ ମିଳିଲା ମାରୁତି କାର
ଟିଭି ଦୁନିଆର ଲୋକପ୍ରିୟ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୪’ ଚାରି ମାସରୁ ଅଧିକ ସମୟ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛି । ତେବେ ବର୍ତ୍ତମାନ ଏତେ ଦିନ ଧରି ଚାଲିଆସୁଥିବା ଏହି ସୋ ଶେଷ ହୋଇଛି ଏବଂ ସୋ କୁ ଏହାର ବିଜେତା ମିଳିଛି । ବୈଭବ ଗୁପ୍ତା ଏହି ସୋ ର ବିଜେତା ହେବା ସହ ୨୫…