Browsing Tag

indian national anthem

ପାକିସ୍ତାନ କଲା ବଡ଼ ଭୁଲ୍, ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ବଦଳରେ ବଜାଇଲା ଭାରତର ଜାତୀୟ ସଂଗୀତ : ଭିଡିଓ ଭାଇରଲ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଲାହୋର ଗଦାଫି ଷ୍ଟାଡିୟମରେ ଖେଳ ଚାଲିଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।…

ଶ୍ରୀନଗର: ଜାତୀୟ ସଙ୍ଗୀତ ବାଜିବା ବେଳେ ଛିଡ଼ା ହୋଇ ନ ଥିଲେ ୧୪ ଲୋକ, ଗିରଫ କରି ଜେଲ୍‌ ପଠାଇଲା ଜମ୍ମୁ-କାଶ୍ମୀର ପୋଲିସ

ଭାରତର ଜାତୀୟ ସଙ୍ଗୀତ ବାଜିବା ବେଳେ ଛିଡ଼ା ହୋଇ ନ ଥିଲେ ୧୪ ଜଣ ଲୋକ। ଏହି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୧୪ ଜଣଙ୍କୁ ଗିରଫ କରିଛି ଜମ୍ମୁ-କାଶ୍ମୀର ପୋଲିସ। ଘଟଣା ଘଟିଛି ଶ୍ରୀନଗରରେ। ଖବରରୁ ଜଣାପଡ଼ିଛି, ଶ୍ରୀନଗରରେ ଗତ ଜୁନ୍ ମାସରେ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ…

ଏହି ସହରରେ ପ୍ରତିଦିନ ବାଜେ ରାଷ୍ଟ୍ରଗୀତ, ୫୨ସେକେଣ୍ଡ ପାଇଁ ନିସ୍ତବ୍ଧ ହୋଇଯାଏ ପୁରା ସହର

ବିଶ୍ବରେ ପ୍ରତିଟି ଦେଶର ଭିନ୍ନ ଭିନ୍ନ ରାଷ୍ଟ୍ରଗୀତ ଅଛି । ଠିକ ସେମିତି ହିଁ ଆମ ଦେଶ ଭାରତର ରାଷ୍ଟ୍ରଗୀତ ହେଉଛି "ଜନ ଗଣ ମନ" । କେବେ ଅନୁଭବ କରିଛନ୍ତି ରାଷ୍ଟ୍ରଗୀତ ଯେବେ ଯେବେ ବାଜିଥାଏ ଜଣେ ଭାରତୀୟ ହେବାର ଗର୍ବ ଓ ଗୌରବ ଅନେକ ଗୁଣା ବଢିଯାଏ । ରାଷ୍ଟ୍ରଗୀତ ଗାଇବାକୁ ସମୁଦାୟ ୫୨…

ଇରାନୀ ଝିଅ ସନ୍ତୁରରେ ବଜାଇଲେ ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’, ଭିଡିଓ ସେୟାର କରି କ୍ୟାପସନରେ ଲେଖିଲେ ଏମିତି କିଛି

ଭାରତର ପ୍ରତ୍ୟେକ ନାଗରିକ ଦେଶଭକ୍ତି ଭାବନା ସହ ଜଡ଼ିତ। ଚଳିତବର୍ଷ ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛି। ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ରେ ଜାତୀୟ ପତାକା ଉତ୍ତୋଳନ ବେଳେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଏ। ଏହା ବାଜିବା ମାତ୍ରେ ପ୍ରତ୍ୟେକ ଭାରତୀୟ ସମ୍ମାନର ସହିତ…

ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଭୁଲିଗଲେ ସାଂସଦ, ହସନ୍‌ଙ୍କ ଭିଡିଓ ଭାଇରାଲ

ଅଗଷ୍ଟ ୧୫ ଅବସରରେ ରବିବାର ସାରା ଦେଶରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଛି। ଏ ଅବସରରେ ଲୋକମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। କିନ୍ତୁ ମୁରାଦାବାଦର ସପାର ଜଣେ ସାଂସଦ ପତାକା ଉତ୍ତୋଳନ କରିବା ବେଳେ ଜାତୀୟ ସଙ୍ଗୀତକୁ ଭୁଲ ଗାଇଥିବା ଜଣାଯାଇଛି। ସାଂସଦ ଏସ୍‌ଟି ହସନ୍‌ ପତାକା…

କଣ ଆପଣଙ୍କୁ ଜଣାଅଛି ଜାତୀୟ ଗୀତ ଏବଂ ଜାତୀୟ ସଂଗୀତ ମଧ୍ୟରେ ଥିବା ପାର୍ଥକ୍ୟ

ଗୋଟେ ଦେଶ ପାଇଁ ତାର ଜାତୀୟ ଗୀତ ବା ଜାତୀୟ ସଙ୍ଗୀତର ମହତ୍ତ୍ୱ କେତେ ଯେ ଅଧିକ ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ପ୍ରତ୍ୟେକ ଦେଶ ପ୍ରେମୀଙ୍କର ହୃଦୟରେ ନିଜ ଦେଶର ଜାତୀୟ ଗୀତ ବା ସଙ୍ଗୀତ ପ୍ରତି ଯଥେଷ୍ଟ ସମ୍ମାନ ରହିଥାଏ । ଆଜି ବି ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ହୃଦୟରେ ଦେଶ…

ଏସିଆ କପରେ ଦୁର୍ଲଭ ଦୃଶ୍ୟ , ଭାରତର ଜାତୀୟସଙ୍ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ ପାକିସ୍ତାନୀ ପ୍ରଶଂସକ

ଘୃଣାକୁ ଯଦି ହରାଇବାର ଅଛି ତେବେ ପ୍ରେମକୁ ଅଧିକ ମଜଭୂତ କରିବାକୁ ହେବ । ଯେତେବେଳେ ଦୁଇଟି ଦେଶ ମୈଦାନରେ ସାମ୍ନାସାମ୍ନି ଥାନ୍ତି ସେତେବେଳେ ସେମାନଙ୍କ ମନରେ ବାସ୍ ଗୋଟିଏ କଥା ଚାଲିଥାଏ ଯେମିତି ହେଉ ମୁକାବିଲାରେ ବିଜୟ ଲାଭ କରି ନିଜ ଦେଶକୁ କରିବେ ଗୌରବାନ୍ବିତ । ଆଉ ଯେତେବେଳେ କଥା ଭାରତ…