ରେଲୱେ ଆରମ୍ଭ କଲା ନୂଆ ସୁବିଧା, ନିଜ ସିଟ୍ ପସନ୍ଦ ନ ଆସିଲେ ଯାତ୍ରା ମଝିରେ ଚେଞ୍ଜ୍ କରିପାରିବେ ଯାତ୍ରୀ
ଯାତ୍ରୀମାନଙ୍କ ସୁବିଧା ଏବଂ ଆରାମଦାୟକ ଯାତ୍ରାକୁ ଧ୍ୟାନରେ ରଖି ଭାରତୀୟ ରେଲୱେ ଦ୍ୱାରା ସମୟ ସମୟରେ ଅନେକ ପରିବର୍ତ୍ତନ କରାଯାଇଥାଏ। ବର୍ତ୍ତମାନ ଯଦି ଆପଣଙ୍କ ସିଟ୍ ଆପଣଙ୍କୁ ପସନ୍ଦ ଆସୁନାହିଁ ତାହେଲେ ଏହାକୁ ଆପଣ ଯାତ୍ରା ମଝିରେ ଅପଗ୍ରେଡ୍ କରିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ସ୍ଲିପର…