ଚିନ୍ତାରେ ଭାରତୀୟ ରେଲୱେ, ଟ୍ରେନରୁ ୫୫ ଲକ୍ଷ ଟଙ୍କାର କମ୍ବଳ, ତକିଆ ଓ ଚାଦର ଲୁଟିନେଲେ ଏସି କୋଚ ଯାତ୍ରୀ
ଟ୍ରେନରେ ପ୍ରତିଦିନ ଲକ୍ଷାଧିକ ଲୋକ ଯାତ୍ରା କରନ୍ତି । ଏବଂ ଆପଣ ପ୍ରାୟତଃ ଦେଖିଥିବେ ଯେ ଲୋକମାନେ ଟ୍ରେନରେ ମିଳୁଥିବା ଚାଦର, ଟାୱେଲ ଏବଂ ତକିଆକୁ ଗାୟବ କରିଦିଅନ୍ତି । ରେଲୱେ ପକ୍ଷରୁ ଜାରି ହେଉଥିବା ଚାଦର ଏବଂ ଟାୱେଲ ଏବଂ ତକିଆକୁ ସେମାନେ ନିଜ ଘରକୁ ନେଇଯାନ୍ତି । କିନ୍ତୁ ଏବେ ଠାରୁ ଯଦି…