Browsing Tag

injection

ରୋଗୀଙ୍କୁ ମୁଣ୍ଡବିନ୍ଧା ଇଞ୍ଜେକସନ୍‌ ବଦଳରେ ଦେଇଦେଲେ କୁୁକୁର କାମୁଡ଼ା ଇଞ୍ଜେକସନ୍‌

ମୁଣ୍ଡ ବିନ୍ଧୁଥିଲା, ଦେହ ହାତ ବି ଜୋରେ ବିନ୍ଧୁଥିଲା ଶରୀରରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଥିଲା । ଯାହାକୁ ସହ୍ୟ କରିନପାରି ମେଡିକାଲ ଯାଇଥିଲେ ରୋଗୀ ଜଣକ । ହେଲେ ମେଡିକାଲରେ ତାଙ୍କ ସହ ଯାହା ଘଟିଗଲା ତାହା କେହି କେବେ ସ୍ୱପ୍ନରେ ଭାବିନଥିଲେ । ରୋଗୀଙ୍କ ମୁହଁରୁ ଯନ୍ତ୍ରଣା ବିଷୟରେ ଶୁଣି…

ଉଚ୍ଚ ରକ୍ତଚାପରେ ଖାଇବାକୁ ପଡ଼ିବନି ମେଡିସିନ୍‌, ବର୍ଷରେ ଦୁଇଥର ଏହି ଇଞ୍ଜେକ୍ସନ ନେଇ ରହି ପାରିବେ ସୁସ୍ଥ

WHO ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ୧.୨୮ ବିଲିୟନ ଲୋକ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଏଥିମଧ୍ୟରୁ ୭୦ କୋଟି ଲୋକ ଜାଣି ନାହାନ୍ତି ଯେ ସେମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି । ଯେତେବେଳେ ଅନ୍ୟ କୌଣସି ସମସ୍ୟା ପାଇଁ ସେମାନେ ଡାକ୍ତରଙ୍କ ନିକଟକୁ ଯାଆନ୍ତି…

ଓଜେମ୍ପିକ୍ କଣ? ଜାଣନ୍ତୁ ଏହା ଲୋକଙ୍କୁ କାହିଁକି ଆକର୍ଷଣ କରୁଛି

ଆମର ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାରର ଇଞ୍ଜେକ୍ସନ ବ୍ୟବହାର କରିଥାଉ । ପ୍ରତ୍ୟେକ ଇଞ୍ଜେକ୍ସନର ଭିନ୍ନ ଭିନ୍ନ କାର୍ଯ୍ୟକରିତା ଗୁଣ ଥାଏ । ଅନ୍ୟପଟେ ଏପରି ଅନେକ ଇଞ୍ଜେକ୍ସନ ଅଛି ଯାହା ଲୋକଙ୍କର ବହୁତ ପସନ୍ଦ କାରଣ ଏହି ଇଞ୍ଜେକ୍ସନ ଦ୍ୱାରା ମଣିଷ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ ।…

ବାଲିଗୁଡା: ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବି

ବାଲିଗୁଡା(କେନ୍ଯୁଜ୍): ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବିରେ ବାଲିଗୁଡା ମେଡିକାଲରେ ଆଜି ମଧ୍ୟ ଉତ୍ତେଜନା ଦେଖାଦେଇଛି। ସଂପୃକ୍ତ ଡାକ୍ତରଙ୍କୁ ଗିରଫ ସହ ମୃତ ରବି ଚନ୍ଦ୍ର ଦିଗାଲଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ…

ମେଡିକାଲ୍ କର୍ମଚାରୀ ନୁହେଁ ବରଂ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌, ଭାଇରାଲ୍ ହେଉଛି ଭିଡିଓ

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମେଡିକାଲରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଥିଲେ। କିଭଳି ଭାବେ ଜଣେ ସୁରକ୍ଷା କର୍ମୀ ଇଞ୍ଜେକ୍ସନ ଦେଲେ ସେ ନେଇ ଉଠିଛି…

୩ ବର୍ଷର ପୁଅର ଜୀବନ ବଞ୍ଚାଇବାକୁ ଦରକାର ଥିଲା ୧୬ କୋଟିର ଇଂଜେକସନ, ୬୨ ହଜାର ଲୋକଙ୍କ ସାହାଯ୍ୟରେ ବଞ୍ଚିଗଲା ଜୀବନ

ଲୋକଙ୍କ ଜୀବନ ବଞ୍ଚାଇବାରେ ଏବେ କ୍ରାଉଡ୍ ଫଣ୍ଡିଂ ବେଶ ସାହାଯ୍ୟ କରୁଛି। ଏହା ଲୋକଙ୍କୁ ମୃତ୍ୟୁ ମୁହଁରୁ ମଧ୍ୟ ଟାଣି ଆଣୁଛି। ହାଇଦ୍ରାବାଦର ୩ ବର୍ଷୀୟ ବାଳକ ଅୟାଂଶ ଗୁପ୍ତାଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି। ରିପୋର୍ଟ ମୁତାବକ, ଅୟାଂଶ ବିରଳ ଜେନେଟିକ ଡିସଅର୍ଡର ସ୍ପାଇନାଲ ମସ୍କୁଲର…

ମରଣ ମୁହଁରେ ୫ ମାସର କୁନି ଝିଅ, ୧୬ କୋଟିର ଇଞ୍ଜେକସନ୍‌ରେ ବଞ୍ଚିବ ଜୀବନ; କିନ୍ତୁ ପାଖରେ ନାହିଁ ସମ୍ବଳ

ଛୋଟ ପିଲାଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କ ହସରେ ସାରା ଘରେ ଖୁସି ଖେଳିଯାଏ। ମା’ବାପାଙ୍କୁ ସେ ସମ୍ପୂର୍ଣ୍ଣ କରିଥାଏ। କିନ୍ତୁ ଏକ ପାଞ୍ଚ ମାସ ଶିଶୁ ଏକ ଏଭଳି ଦୂରାରୋଗରେ ପୀଡ଼ିତ ଅଛି ଯାହା ମା’ବାପାଙ୍କ ନିଦ ହଜାଇ ଦେଇଛି। ଏହି ୫ ମାସର କୁନି ଝିଅଟି ହେଉଛି ତୀରା। ଜନ୍ମ ବେଳେ…

ଇଞ୍ଜେକ୍ସନ ଖାଇ ବି ଶିଶୁଟି କାନ୍ଦିବା ବଦଳରେ ହସୁଛି, କାରଣ ଜାଣିବା ପାଇଁ ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟରେ ହୃଦୟସ୍ପର୍ଶୀ, ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ । ଏହି ଭିଡିଓଗୁଡିକ ଯେ କେବଳ ମନୋରଞ୍ଜନ କରିଥାଏ ତାନୁହେଁ ଏଥିରୁ ଅନେକ ଶିକ୍ଷା ମଧ୍ୟ ମିଳିଥାଏ । ନିକଟରେ ଜଣେ ଡାକ୍ତରଙ୍କ ଏଭଳି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଲୋକେ…