Browsing Tag

international news

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ନିଧନ

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ୯୯ ବର୍ଷ ବୟସରେ ପରଲୋକ ଘଟିଛି। ରୟାଲ ଫ୍ୟାମିଲି ତରଫରୁ ଟ୍ଵିଟ୍‌ କରାଯାଇ ଏହି ଦୁଃଖଦ ଖବର ବିଷୟରେ ଜଣାଇ ଦିଆଯାଇଛି। ପ୍ରିନ୍ସ ଫିଲିପ୍‌ ୪ ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ୧୬ ମାର୍ଚ୍ଚରେ…

ପୂର୍ବତନ ପ୍ରେମିକାଙ୍କ ଖୁଲାସା ପରେ ବିବାଦରେ ବୋରିସ୍‌ ଜନସନ, ପ୍ରେମିକା କହିଲେ, ‘ଡ୍ୟୁଟି ସମୟରେ ଶେୟାର କରୁଥିଲେ…

ଆମେରିକାର ଜଣେ ମହିଳା ଉଦ୍ୟୋଗପତିଙ୍କ ଦାବିକୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ବିବାଦ ଘେରକୁ ଚାଲି ଆସିଛନ୍ତି। ଉଦ୍ୟୋଗପତି ଜେନିଫର ଅର୍କରୀ ଦାବି କରିଛନ୍ତି କି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କ ସହିତ ଅନେକ ଥର ଯୌନ ସମ୍ବନ୍ଧ ବନାଇଛନ୍ତି। ତେବେ ଏହି…

ଡ୍ୟୁଟି ସମୟରେ ସ୍ତନପାନ କରାଉଥିଲେ ମହିଳା ପୋଲିସ କର୍ମୀ, ଅଧିକାରୀମାନେ ଜୋର୍‌ ଜବରଦସ୍ତି ମଗାଇଲେ କ୍ଷମା

ନିଜ ଛୁଆକୁ ସ୍ତନପାନ କରାଉଥିବା ଜଣେ ମା’ର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜଣାପଡ଼ିଛି ଯେ ସିଥୋଙ୍ଗ୍‌ ସୋଖା ନାମ୍ନୀ ମହିଳା କମ୍ବୋଡିଆର ଜଣେ ପୋଲିସ କର୍ମୀ। ସେ ଡ୍ୟୁଟିରେ ଥିବା ବେଳେ ନିଜ ଛୁଆକୁ ସ୍ତନପାନ କରାଉଥିଲେ। ତେବେ ଏହି ଘଟଣାକୁ ନେଇ ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ…

ଆମେରିକା: ଡେନ୍‌ଭରରେ ଭୟଙ୍କର ବରଫ ତୋଫାନ, ୨ ହଜାରରୁ ଅଧିକ ବିମାନ ବାତିଲ

ଆମେରିକାର ଦକ୍ଷିଣ ସମତଳ ଅଞ୍ଚଳରେ ତୁଷାରପାତ ସାଙ୍ଗକୁ ଭୟଙ୍କର ବରଫ ତୋଫାନ ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହିତ ବିମାନ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। କଲୋରାଡୋ ରାଜଧାନୀ ଡେନ୍‌ଭରରେ ଏହି ବରଫ ତୋଫାନ ଯୋଗୁ ୨୦୦୦ରୁ ଅଧିକ ବିମାନକୁ ବାତିଲ କରି ଦିଆଯାଇଛି।…

Toronto: ଭାରତର ଭ୍ୟାକ୍ସିନ୍‌ ମିଳିବା ପରେ ଖୁସି ହେଲା କାନାଡା, ବିଲ୍‌ବୋର୍ଡରେ ମୋଦିଙ୍କ ଫଟୋ ଲଗାଇ ଜଣାଇଲା ଧନ୍ୟବାଦ

କରୋନା ମହାମାରୀ ଭିତରେ ଭାରତ ଆଗକୁ ବଢ଼ି ବିଶ୍ୱର କେତେକ ଦେଶକୁ ସାହାଯ୍ୟର ହାତ ବଢ଼ାଇଛି ଏବଂ ସେଠି କରୋନା ଭ୍ୟାକ୍ସିନ୍‌ ଉପଲବ୍ଧ କରାଇଛି। ଭାରତର ଏହି ସହାୟତାକୁ ସଂଯୁକ୍ତ ରାଷ୍ଟ୍ର ପ୍ରଶଂସା କରିଛି। ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକୁ ଭ୍ୟାକ୍ସିନ୍‌ ଉପଲବ୍ଧ କରାଇ ସାରିଛି, ଯାହାକୁ ନେଇ ସେହି…

ମିଶନ ‘ଡିୟର ମୁନ୍‌’: ଜହ୍ନକୁ ଯିବେ ଜାପାନୀ ଅରବପତି ୟୁସାକୁ ମେଜଓ୍ଵା, ମାଗଣାରେ ୮ ଲୋକଙ୍କୁ ବି କରାଇବେ ଭ୍ରମଣ

ଜାପାନର ଅରବପତି ୟୁସାକୁ ମେଜଓ୍ଵା ବହୁତ ଜଲ୍‌ଦି ହିଁ ଚନ୍ଦ୍ରପୃଷ୍ଠକୁ ଯିବେ। ଏଥିସହିତ ସେ କେତେକ ଲୋକଙ୍କର ଜହ୍ନକୁ ଯିବାର ସ୍ୱପ୍ନକୁ ବି ସାକାର କରିବେ। ବାସ୍ତବ କଥା ହେଲା, ୟୁସାକୁ ମେଜଓ୍ଵା ନିଜ ସହିତ ୮ଜଣ ଲେକଙ୍କୁ ଜହ୍ନ ପାଖକୁ ନେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। SpaceX ସଂସ୍ଥାପକ…

ଆମେରିକା: ୨୪୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଇଞ୍ଜିନ୍‌ରେ ଲାଗିଗଲା ଭୟଙ୍କର ନିଆଁ, ଆବାସିକ ଅଞ୍ଚଳରେ ଖସି ପଡ଼ିଲା…

ଆମେରିକାର ୟୁନାଇଟେଡ୍‌ ଏୟାରଲାଇନ୍ସ ବିମାନ(Flight UA 328)ର ଏକ ଇଞ୍ଜିନରେ ଭୟଙ୍କର ନିଆଁ ଲାଗିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ନିଆଁ ସେତେବେଳେ ଲାଗିଥିଲା, ଯେତେବେଳେ ଫ୍ଲାଇଟ୍‌ ପାଖାପାଖି ୧୫ ହଜାର ଫୁଟ ଉଚ୍ଚରେ ଉଡ଼ୁଥିଲା। ଏହି ଦୁର୍ଘଟଣାରେ Boeing 77 ବିମାନର ବଡ଼ ବଡ଼ ଖଣ୍ଡ…

ମାତ୍ର ୮୭ ଟଙ୍କାରେ ବିକିଦେଲେ ୧୩୫ କୋଠରୀ ବିଶିଷ୍ଟ ପୈତୃକ ମହଲ, କୋର୍ଟରେ ପୁଅ ବିରୋଧରେ କେସ୍‌ ଦେଲେ ବର୍ଲିନ…

ବର୍ଲିନରେ ଜଣେ ରାଜକୁମାରଙ୍କ ପୁଅ ୧୩୫ କୋଠରୀ ବିଶିଷ୍ଟ ତାଙ୍କ ପୈତୃକ ମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେଇଛନ୍ତି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ, କିନ୍ତୁ ଘଟଣାଟି ସତ। ପୁଅ ଏହି ମହଲକୁ ବିକିଦେଇ ଥିବାରୁ ଏବେ ୬୬ ବର୍ଷୀୟ ରାଜକୁମାର ବାପା ୩୭ ବର୍ଷୀୟ ପୁଅ ବିରୋଧରେ…

ଖୁସି ଖବର! UAEରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କୁ ମିଳିବ ନାଗରିକତା

ସଂଯୁକ୍ତ ଅରବ ଅମୀରାତ(UAE)ରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କ ପାଇଁ ଏକ ଭଲ ଖବର। UAE ଶନିବାର ଘୋଷଣା କରିଛି କି, ପ୍ରଫେସନାଲ ବିଦେଶୀ ନାଗରିକମାନଙ୍କୁ UAE ନାଗରିକତା ପ୍ରଦାନ କରାଯିବ। କୋଭିଡ୍‌-୧୯ ମହାମାରୀ ଭିତରେ ଅର୍ଥବ୍ୟବସ୍ଥାକୁ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ…

ଜଣେ ଆର୍ଟିଷ୍ଟ ନିଜ ଘର ସାମ୍ନାରେ ଶୁଆଇ ଦେଲେ ନକଲି ଶବ, ପୁଣି ଢାଳିଦେଲେ ନକଲି ରକ୍ତ, ଭୟଙ୍କର କ୍ରାଇମ ଭାବି ପଡ଼ୋଶୀ…

ଆମେରିକାର ଟେକ୍ସାସରେ ରହୁଥିବା ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ନକଲି କ୍ରାଇମ ସିନ କ୍ରିଏଟ କରିଥିଲେ। ସେ ନକଲି ଶବ, ନକଲି ରକ୍ତ ସାଙ୍ଗକୁ ଏମିତି ମାହୋଲ ବନାଇ ଦେଇଥିଲେ ଯେ ଯାହାକୁ ଦେଖୁ ଦେଖୁ ଲୋକେ ଚିତ୍କାର କରି ଉଠିଥିଲେ। ଆର୍ଟିଷ୍ଟ ଷ୍ଟିଭନ ନୋବାକ ଅଳିଆ ଆବର୍ଜନାରେ ଏମିତି ହିଁ ଏକ…

ଛାଡ଼ପତ୍ର ପରେ କୁକୁରର ଲାଳନପାଳନ ନେଇ କୋର୍ଟରେ ପହଞ୍ଚିଲେ ଦମ୍ପତି, ହେଲେ ଜଜ ଶୁଣାଇଲେ ଏପରି ଅଜବ ରାୟ

କୌଣସି ବିବାହିତ ଦମ୍ପତି ପରସ୍ପରଠାରୁ ଅଲଗା ହେବା ପରେ ସେମାନଙ୍କ ସମ୍ପତ୍ତି ଏବଂ ସନ୍ତାନସନ୍ତତିଙ୍କ ଅଭିଭାବକତ୍ୱକୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଦିଆଯାଇଥାଏ। କିନ୍ତୁ ବ୍ରାଜିଲର ଏକ ସ୍ୱାମୀ, ସ୍ତ୍ରୀ ପୋଷା କୁକୁରର ତତ୍ତ୍ୱାବଧାନକୁ ନେଇ କୋର୍ଟରେ ପହଞ୍ଚିଛନ୍ତି, ଯାହା ଉପରେ କୋର୍ଟ ମଧ୍ୟ…

ବିବାହ କରିବାକୁ ଯାଉଥିଲେ ବର-କନ୍ୟା, ହଠାତ ରାସ୍ତାରେ ହେଲା ଭୀଷଣ ବର୍ଷା, ପାଦରେ ଚାଲି ଚାଲି ପାର ହେଲେ ଉଛୁଳା ନଦୀ

ଫିଲିପାଇନ୍ସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଘଟଣାଟି ହେଲା, ଏକ ବର, କନ୍ୟା ବିବାହ କରିବାକୁ ଚର୍ଚ୍ଚ ଯାଉଥିଲେ। ରାସ୍ତାରେ ଲୁୟାଙ୍ଗ ନଦୀ ପଡ଼ିଥିଲା। କିନ୍ତୁ ସେମାନେ ଏକାଠି ମିଶି ନଦୀ ପାର ହୋଇଥିଲେ ଏବଂ ଶେଷରେ…