Below header
Browsing Tag

IPL 2022

ଆଜି କେଏଲ୍‌ ରାହୁଲଙ୍କ ଟକ୍କର ଦେବାକୁ ପ୍ରସ୍ତୁତ ସଞ୍ଜୁ ସାମସନ, ଉଭୟ ଟିମର ବଡ ସ୍କୋର ସମ୍ଭାବନା

ଆଇପିଏଲ୍‌ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ। ଦୁଇଟି ଯାକ ଟିମ୍‌ ଏବେ ପଏଣ୍ଟ ତାଲିକାରେ ଉପରେ ରହିଛନ୍ତି। ଆଉ ଆଜିର ମ୍ୟାଚ ଜିତି ନିଜର ସ୍ଥିତିକୁ ମଜବୁତ ରଖିବା ପାଇଁ ଉଭୟ ଟିମ୍‌ ଚେଷ୍ଟା କରିବେ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଆଜିର…

ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନ୍ସ, ଚେନ୍ନାଇ ସୁପରକିଙ୍ଗସକୁ ହରାଇ ପଞ୍ଜାବର ମନୋବଳ ବଢିଯାଇଛି

ଆଜିର ଆଇପିଏଲରେ ୧୬ତମ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ପଞ୍ଜାବ କିଙ୍ଗସର ବ୍ୟାଟର ଭଲଥିବା ବେଳେ ଗୁଜରାଟ ଟାଇଟନ୍ସ ଟିମର ବୋଲର ଭଲ ପ୍ରଦର୍ଶନ କରୁଛନ୍ତି। ଦୁଇଟି ଦଳ ମଧ୍ୟରେ ଜୋରଦାର ମ୍ୟାଚ ଦେଖିବାକୁ ମିଳିବ। ପଞ୍ଜାବ କିଙ୍ଗ୍ସ ଦଳରେ ଶିଖର ଧୱନ…

ଚେନ୍ନାଇ ଏବଂ ହାଇଦ୍ରାବାଦକୁ ହରାଇ ମନୋବଳକୁ ବଢାଇସାରିଛି ଲକ୍ଷ୍ମୌ ସୁପରଜିଆଣ୍ଟସ, ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଦେବ…

ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ ପରସ୍ପରକୁ ଟକ୍କର ଦେବେ। ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି। ସୁପରଜିଆଣ୍ଟସ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ମୋଟ୍ ୪ ପଏଣ୍ଟ ହାସଲ କରିଛି । କ୍ୟାପିଟାଲ୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୨…

ଗ୍ଲେନ ମ୍ୟାକ୍ସୱେଲଙ୍କ ବଡି ମସାଜ କରୁଥିବା ନଜର ଆସିଲେ ବିରାଟ କୋହଲି, ଭିଡିଓ ଭାଇରଲ

ମଙ୍ଗଳବାର ଆଇପିଏଲ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ୪ ଓ୍ଵିକେଟରେ ହରାଇଛି। ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ ସମୟରେ ବିରାଟ କୋହଲି ଡ୍ରେସିଂ ରୁମରେ…

ଜୁନିଅର ଶ୍ରେୟସଙ୍କୁ ମାତ୍‌ ଦେବାକୁ ସିନିଅର ରୋହିତ ଶର୍ମା ପ୍ରସ୍ତୁତ, ଚଳିତ ସିଜିନରେ ଖାତା ଖୋଲିନାହିଁ ମୁମ୍ବାଇ…

ଚଳିତ ଆଇପିଏଲର ୧୪ ତମ ଲିଗ ମ୍ୟାଚରେ ମଇଦାନରେ ଆଜି ପରସ୍ପରକୁ ଟକ୍କର ଦେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ ରାଇଡର୍ସ। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଗୋଟିଏ ବି ମ୍ୟାଚ ଜିତିନାହିଁ। ତେଣୁ ଆଜି ମ୍ୟାଚକୁ ହାତେଇବାକୁ ଚେଷ୍ଟା ନିଚିତ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦୁଇଟି…

ଆଇପିଏଲ୍‌ ୨୦୨୨ : ରାଜସ୍ଥାନ ରୟାଲ୍ସ ଠାରୁ ମ୍ୟାଚ ଛଡାଇବାକୁ ଚେଷ୍ଟା କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଜିର ଆଇପିଏଲରେ ୧୩ତମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ମ୍ୟାଚ୍କୁ ନେଇ ରୟାଲ୍ ଚ୍ୟାଲେଞ୍ଜର୍ସ ଜୋରଦାର ପ୍ରସ୍ତୁତି କରିଥିବା ବେଳେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବିଭାଗକୁ ନେଇ ଦଳ ଚିନ୍ତାରେ ରହିଛି। ଆଜିର ମ୍ୟାଚ…

ଷ୍ଟାଡିୟମରେ ସମସ୍ତେ ଖେଳ ଦେଖିବାରେ ବ୍ୟସ୍ତ ଥିବା ବେଳେ ପ୍ରେମୀ ଯୁଗଳ କିସ୍‌ କରିବାରେ ମସଗୁଲ, ଭାଇରଲ ହେଉଛି ଭିଡିଓ

ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିତିଲା। ଷ୍ଟାଡିୟମରେ ବସିଥିବା ପ୍ରେମୀ ଯୁଗଳ ଖେଳ ଦେଖିବା ପରିବର୍ତ୍ତେ ରୋମାଣ୍ଟିକ ମୁଡରେ ରହିଥିଲେ। ଷ୍ଟାଡିୟମରେ ବସି ଦୁହେଁ ପରସ୍ପରକୁ…

ଗୋଟେ ମ୍ୟାଚ ଜିତିବା ପରେ ଦ୍ୱିତୀୟ ମ୍ୟାଚ ହାତେଇବା ଲକ୍ଷ୍ୟରେ କେଏଲ ରାହୁଲଙ୍କ ଟିମ୍‌, ହାଇଦ୍ରାବାଦ ମଧ୍ୟ ଲକ୍ଷ୍ମୌକୁ…

ଆଜିର ଆଇପିଏଲର ୧୨ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ । ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପୂର୍ବରୁ ଗୋଟେ ମ୍ୟାଚ୍‌ ଜିତିସାରିଛି ଲକ୍ଷ୍ମୌ ସୁପରଜିଆଣ୍ଟସ। ହେଲେ ସନରାଇଜର୍ସ ହାଇଦ୍ରାବାଦ ଖାତା ଖୋଲିପାରିନାହିଁ।…

ଆଜିର ମ୍ୟାଚରେ ଚେନ୍ନାଇ ଓ ପଞ୍ଜାବ ହେବେ ମୁହାଁମୁହିଁ, ଦୁହିଁଙ୍କ ହାତରୁ ଯାଇଛି ପୂର୍ବ ମ୍ୟାଚ

ଆଜି ଆଇପିଏଲ ୧୧ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ। ମୁମ୍ବାଇର ବ୍ରାବୋନ୍‌ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ରବିନ୍ଦ୍ର ଜାଡେଜା ଏବଂ ମୟଙ୍କ ଅଗ୍ରଓ୍ଵାଲ ପରସ୍ପରକୁ ଟକ୍କର ଦେବେ। ଦୁଇଟି ଯାକ ଟିମ୍‌ ପୂର୍ବ ମ୍ୟାଚକୁ ହାତଛଡା କରିଛି। ଚେନ୍ନାଇ…

ପ୍ରଥମ ମ୍ୟାଚ ହାରିବା ପରେ ଆଜି ମ୍ୟାଚ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ ରୋହିତଙ୍କ ଟିମ୍‌, ରାଜସ୍ଥାନ ବିଜୟଧରା ଜାରି…

ଆଜି ଆଇପିଏଲ୍‌ ମ୍ୟାଚରେ ଦେଖିବାକୁ ମିଳିବ ଡବଲ ମ୍ୟାଚ୍‌। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ। ଦିଲ୍ଲୀ କ୍ୟାପିଟାଲ୍ସଠୁ ହାରି ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଏହି ମ୍ୟାଚରେ ଜିତିବା ପାଇଁ ସବୁ ପ୍ରଚେଷ୍ଟା ଆପଣାଇବ। ଅନ୍ୟ ପଟରେ ରାଜସ୍ଥାନ ଦଳ…

ଆୟୁଷଙ୍କ ଛକାକୁ କ୍ୟାଚ ଧରିବାକୁ ଯାଇ ମୁଣ୍ଡ ଫଟାଇଲେ ମହିଳା ଫ୍ୟାନ୍‌, ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୨ ୭ମ ମ୍ୟାଚରେ ଲକ୍ଷ୍ମୌ ସୁପରଜିଆଣ୍ଟସ ଚେନ୍ନାଇ ସୁପରକିଙ୍ଗସକୁ ୬ ଓ୍ଵିକେଟରେ ହରାଇଛି। ଚେନ୍ନାଇ ଦେଇଥିବା ୨୧୧ ରନ୍‌ର ଲକ୍ଷ୍ୟକୁ କେଏଲ୍‌ ରାହୁଲଙ୍କ ଟିମ୍‌ ମାତ୍ର ୪ ଓ୍ଵିକେଟ ହରାଇ ହାସିଲ କରିନେଇଥିଲା। ଲକ୍ଷ୍ମୌର କ୍ୱିଣ୍ଟନ ଡି କକ୍‌ ୬୧ ରଡ଼ ଏବଂ ଏଭିନ ଲୁଇସ ୨୩ ବଲରେ ୫୫…

ଆଇପିଏଲ୍‌ ୨୦୨୨: ଆଜି ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ

ଆଇପିଏଲ୍‌ ୨୦୨୨ର ଅଷ୍ଟମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ । ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ। ଗତ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍ ରାଇଡର୍ସ ପୁଣି ଥରେ…