Browsing Tag

ISIS terrorist

ଆତଙ୍କବାଦୀ ସଂଗଠନ ISIS ର ଦୁଇ ଆତଙ୍କବାଦୀ ଗିରଫ, ନିର୍ବାଚନ ସମୟରେ ରଚିଥାନ୍ତେ ଆତଙ୍କ

ଆସାମରୁ ଆତଙ୍କବାଦୀ ସଂଗଠନ ISIS ର ଦୁଇ ଆତଙ୍କବାଦୀ ଗିରଫ । ISIS ର ଭାରତ ମୁଖ୍ୟ ହାରିସ ଫାରୁକିକୁ ବାନ୍ଧିଛି ପୋଲିସ । ସେହିପରି ହାରିସର ସହଯୋଗୀ ରିହାନକୁ ବି ଗିରଫ କରାଯାଇଛି । NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଉଭୟ ଥିଲେ । ବିଶେଷ ସୁତ୍ରରୁ ଖବର ପାଇ STF ଉଭୟଙ୍କୁ ଗିରଫ କରିଛି ।…

କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା ଭାରତ

କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଛି ଭାରତ । ଗୃହ ମନ୍ତ୍ରଣାଳୟ, ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟର ଲଖବୀରକୁ ଆତଙ୍କବାଦ ବିରୋଧୀ ଆଇନ (UAPA) ଅଧିନରେ ଆତଙ୍କବାଦୀ ଭାବେ ନାମିତ କରିଛି । ଲାଣ୍ଡା ଅନ୍ୟ ଆତଙ୍କବାଦୀ ଗତିବିଧି ବ୍ୟତୀତ, ୨୦୨୧ରେ ମୋହାଲିରେ ପଞ୍ଜାବ…

ଭାରତକୁ ଖଲିସ୍ତାନ ଆତଙ୍କୀ ପନ୍ନୁଙ୍କ ବଡ଼ ଧମକ, ୧୯ ନଭେମ୍ବରରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କଲେ ଆଉ ଘରକୁ ଫେରିବେନି

ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟ ରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ। ଏହାପରେ ଆମକୁ ଦୋଷ ଦେବେ ନାହିଁ .. ଏଭଳି କିଛି ଧମକ ପୂର୍ଣ୍ଣ ମେସେଜ…

ସ୍ପେଶାଲ ସେଲ ସନ୍ଦିଗ୍ଧ ଆଇଏସଆଇଏସ୍ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ, NIA ର ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ଥିଲା ସାମିଲ

ଦିଲ୍ଲୀରେ ଆଇଏସଆଇଏସକୁ ଖୋଜୁଥିବା ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସନ୍ଦିଗ୍ଧ ଆଇଏସଆଇଏସ୍ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ କରିଛି। ଜାତୀୟ ରାଜଧାନୀରେ ଏକ ସ୍ଥାନରେ ଲୁଚି ରହୁଥିବା ଶାହନାୱାଜ ଛଦ୍ମନାମ ଶାଫି ଉଜାମାଙ୍କୁ ଗିରଫ କରାଯାଇଛି। ଏନଆଇଏର ମୋଷ୍ଟ…

ଉଗାଣ୍ଡାରେ ISIS ଯୁବକଙ୍କ ଆଖିବୁଜା ଗୁଳିଚାଳନା, ୨୫ ଛାତ୍ର ମୃତ

ଆଫ୍ରିକୀୟ ଦେଶ ଉଗାଣ୍ଡାର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲରେ ଆଇଏସଆଇଏସ୍‌ ଜଡିତ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିଛି । ଫଳରେ ସ୍କୁଲରେ ଅତିକମରେ ୨୫ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ରହିଛନ୍ତି । ଘଟଣାଟି ଗତକାଲି ରାତିରେ ହୋଇଛି । କଙ୍ଗୋ ବର୍ଡର ଠାରୁ କିଛିଦୂରରେ…

ଗୁଜରାଟରୁ ଧରାପଡିଲେ ୫ ସନ୍ଦିଗ୍ଧ, ଲଭ୍ ଜିହାଦ ପାଇଁ ୧୬ରୁ ୧୮ ବର୍ଷ ପିଲାଙ୍କୁ କରୁଥିଲେ ପ୍ରସ୍ତୁତ

ଗୁଜରାଟ ପୋରବନ୍ଦରରୁ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏମାନେ ଆଇଏସଆଇଏସରେ ଯୋଗ ଦେବା ପାଇଁ ଦେଶ ଛାଡି ଫେରାର ହେବାକୁ ଯୋଜନା କରୁଥିଲେ । ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ…

ଆଇଏସ୍‌ଆଇଏସ୍‌ ଟାର୍ଗେଟ୍‌ରେ ଭାରତର ଜଣେ ବଡ଼ ନେତା! ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ରଚିଥିଲା ହତ୍ୟା ଷଡ଼ଯନ୍ତ୍ର; ସୂଚନା…

ଆଇଏସ୍‌ଆଇଏସ୍‌ ଟାର୍ଗେଟ୍‌ରେ ଭାରତର ଜଣେ ବଡ଼ ନେତା। ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି ରୁଷ୍‌। ରୁଷ୍‌ର ସୁରକ୍ଷା ଏଜେନ୍ସି ସୋମବାର ଏହି ସୂଚନା ଦେଇ କହିଛି କି, ଏହାର ଅଧିକାରୀମାନେ ଜଣେ ଆତ୍ମଘାତୀ ବିସ୍ଫୋରକଙ୍କୁ ଗିରଫ କରିଛନ୍ତି, ଯିଏକି ଭାରତର ଜଣେ ଶାସକ ଦଳର ବରିଷ୍ଠ ନେତାଙ୍କ ଉପରେ…

ଜଣେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀକୁ ଗିରଫ କରି ନେବା ଲାଗି ଆସିଲା ପିକ୍‌ଅପ୍‌ ଟ୍ରକ୍‌, ଓଜନ ଥିଲା ୨୫୦ କିଲୋ

ଇରାକର ମୋସୁଲରେ ISIS ଆତଙ୍କୀକୁ ଧରିବାକୁ ଯାଇଥିବା ସ୍ୱାଟ ଟିମ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେ ଆତଙ୍କବାଦୀଙ୍କୁ ଏକ ରୁମ ଭିତରେ ବସିବାର ଦେଖିଥିଲେ । କାରଣ ଆତଙ୍କୀ ଜଣକ ପୋଲିସକୁ ଦେଖି ମଧ୍ୟ ଟିକିଏ ହଲି ପାରୁନଥିଲା । ସବୁଠାରୁ ବଡ଼କଥା ହେଉଛି ଏହି ଆତଙ୍କବାଦୀଙ୍କ ଓଜନ…