Browsing Tag

Israel Hamas war

ଗାଜାରେ ଥମୁନାହିଁ ଇସ୍ରାଇଲର ତାଣ୍ଡବ, ୪୬ ଜଣଙ୍କ ମୃତ୍ୟୁ

ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପରେ ଇସ୍ରାଏଲୀ ଆକ୍ରମଣ ଏବଂ ଗୁଳିଚାଳନା ଯୋଗୁଁ ଅତି କମରେ ୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଲୋକ ଖାଦ୍ୟ ଖୋଜୁଥିବା ଭିଡ଼ର ସାମିଲ୍ ଥିଲେ । ସ୍ଥାନୀୟ ହସ୍ପିଟାଲଗୁଡ଼ିକ ଏ ବିଷୟରେ ସୂଚନା ଦେଇଛନ୍ତି ।…

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜା ପାଲଟିଛି ମୁଖ୍ୟ, ୫୯ ହଜାରରୁ ଅଧିକ ଲୋକଙ୍କ ହୋଇଛି ମୃତ୍ୟୁ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି ଏବଂ ଗାଜା ଏହି ଯୁଦ୍ଧର ମୁଖ୍ୟ କାରଣ ପାଲଟିଛି । ଇସ୍ରାଏଲ ଗାଜାରେ ଧ୍ୱଂସ ଘଟାଇଛି । ପରିସ୍ଥିତି ଏପରି ହୋଇଛି ଯେ ଗାଜା ଏବେ ଧ୍ୱଂସାବଶେଷ ଗଦାରେ ପରିଣତ ହୋଇଛି । ଏଠାରେ ସବୁଠି ଧ୍ୱଂସପ୍ରାପ୍ତ କୋଠା ଦେଖିବାକୁ ମିଳୁଛି । ଏହି ସମୟରେ,…

ପାଣି ସଂଗ୍ରହ କରୁଥିବା ପିଲାମାନଙ୍କ ଉପରେ ଇସ୍ରାଏଲୀ ଆକ୍ରମଣ, ୮ ଶିଶୁ ସମେତ ୪୩ ଜଣଙ୍କ ମୃତ୍ୟୁ

ରବିବାର ଗାଜା ଷ୍ଟ୍ରିପର ଏକ ଶରଣାର୍ଥୀ ଶିବିରରେ ପାଣି ସଂଗ୍ରହ କରୁଥିବା ପିଲାମାନଙ୍କ ଉପରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ସିଶାଇଲ୍ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ । ଇସ୍ରାଏଲୀ ସେନା ଏହି ଆକ୍ରମଣକୁ ମାନବିକ ଦୁଃଖଦ…

ଅସ୍ତ୍ରବିରତି ଚୁକ୍ତି ଶେଷ; ପୁଣିଥରେ ଆରମ୍ଭ ହେଲା ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଶେଷ ହେବା ସହିତ ପୁଣିଥରେ ଆରମ୍ଭ ହୋଇଛି ଯୁଦ୍ଧ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇସ୍ରାଏଲ୍ ସେନା ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ, ସାତ ଦିନ ଧରି ଚାଲିଥିବା ଏହି ଚୁକ୍ତିରେ ହମାସ ଗୁରୁବାର ସୁଦ୍ଧା ଇସ୍ରାଏଲର ୧୧୦ ଜଣ ବନ୍ଧକଙ୍କୁ…

ଇସ୍ରାଏଲ୍‌ ସେନାର ସବୁଠାରୁ ବଡ଼ ମିଲିଟାରୀ ବେସ୍‌ ଉପରେ ଆକ୍ରମଣ କଲା ହିଜ୍‌ବୁଲାହ

ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦେଢ଼ ମାସ ବିତିଗଲାଣି। ଏହାରି ଭିତରେ ହିଜ୍‌ବୁଲାହ ସୋମବାର ଇସ୍ରାଏଲର ସବୁଠୁ ବଡ଼ ବେସ୍‌କୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ବହୁ କ୍ଷତି ହୋଇଥିବା ହିଜ୍‌ବୁଲାହ ଦାବି କରିଛି। ଯଦିଓ ଏ ପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ ଏ ନେଇ କୌଣସି…

ଗାଜା ହସପିଟାଲ ଉପରେ ବୋମା ବର୍ଷଣ କଲା ଇସ୍ରାଏଲ, ବାଇଡେନ ଦାୟୀ ବୋଲି କହିଲା ହମାସ୍‌

ଗାଜାର ସବୁଠୁ ବଡ ହସ୍ପିଟାଲରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ହସ୍ପିଟାଲ ପାଲଟୁଛି କବରସ୍ତାନ। ହମାସ ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରୁଛି ଆଇଡିଏଫ । ହସ୍ପିଟାଲ ତଳେ ହମାସ ବୁଲେଟ ପ୍ରୁଫ ଏବଂ ଏକ୍ସପ୍ଲୋସିଭପ୍ରୁଫ ଟନେଲ ନିର୍ମାଣ କରିଥିବା ଦାବି କରିଛି ଆଇଡିଏଫ। ଯାହା ଭିତରେ ହମାସ ଫୋର୍ସ…

ହମାସ୍‌ର ‘ସଂସଦ’କୁ କବ୍‌ଜା କଲା ଇସ୍ରାଏଲ୍‌ ସେନା, ସୈନିକମାନେ ଉଡ଼ାଇଲେ ନିଜ ଦେଶର ପତାକା

ଗାଜାରେ ହମାସର ଅଣ୍ଟା ଭାଙ୍ଗିଦେଇଛି ଇସ୍ରାଏଲ। ଗାଜାର ଅଧିକାଂଶ ଅଂଶକୁ କବ୍‌ଜା କରିଛି ଇସ୍ରାଏଲ୍ ସେନା। ବର୍ତ୍ତମାନ ଗାଜାରେ ଇସ୍ରାଏଲର ସୈନିକମାନେ ହମାସର ସଂସଦରେ ପହଞ୍ଚିଛନ୍ତି। ଇସ୍ରାଏଲ ସେନା ଏକ ଫଟୋ ସେୟାର କରିଛି, ଯେଉଁଥିରେ ସୈନିକମାନେ ହମାସ୍ ସଂସଦରେ ନିଜ ଦେଶର ପତାକା ଉଡ଼ାଉଥିବା…

ଇସ୍ରାଏଲ ୱେବ୍‌ ସିରିଜ୍‌ ‘FAUDA’ର କ୍ରୁ ମେମ୍ବର ମାତନ ମୀରଙ୍କ ଗାଜାରେ ମୃତ୍ୟୁ, ହମାସ୍‌ ସହ ଲଢ଼ୁଥିଲେ ଯୁଦ୍ଧ

ଇସ୍ରାଏଲ୍ ନେଟଫ୍ଲିକ୍ସ ଶୋ’ ‘ଫାଉଦା (Fauda)’ର ପ୍ରଡକ୍ସନ୍ କ୍ରୁର ଜଣେ ସଦସ୍ୟଙ୍କ ଗାଜାରେ ମୃତ୍ୟୁ ଘଟିଛି। ଗାଜାରେ ହମାସ ସହ ଯୁଦ୍ଧ ଲଢ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଫାଉଦା ସିରିଜର ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ଶନିବାର ଏହି ସୂଚନା ଦିଆଯାଇଛି। ଟିମ୍ ଫାଉଦା…

ପିଏମ୍‌ ନରେନ୍ଦ୍ର ମୋଦି ଇରାନ୍‌ ରାଷ୍ଟ୍ରପତିଙ୍କୁ କଲେ ଫୋନ୍‌, ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ନେଇ ହେଲା ଆଲୋଚନା

ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ମୋଦି…

ହମାସ୍‌କୁ ସମର୍ଥନ ଜଣାଇଲେ ପାକିସ୍ତାନର ଶୀର୍ଷ ନେତା; କହିଲେ, ଇସ୍ରାଏଲ୍‌ ବିରୁଦ୍ଧରେ ଏକଜୁଟ୍‌ ହେବା ମୁସଲମାନ ଦେଶର…

ହମାସ୍‌ର ବିନାଶ ପାଇଁ ଇସ୍ରାଏଲ୍ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରୁଛନ୍ତି। ଏହାରି ଭିତରେ ପାକିସ୍ତାନ ମଧ୍ୟ ହମାସ ସହିତ ଛିଡା ହୋଇଛି। ପାକିସ୍ତାନର ଜମିୟତ୍‌…

ଗାଜାରେ ମରିଛନ୍ତି ମିଳିତ ଜାତିସଂଘର ୮୮ କର୍ମଚାରୀ; ଇସ୍ରାଏଲ୍‌ କହିଲା, ହମାସ୍‌ର ବିନାଶ ଯାଏ ଜାରି ରହିବ ଯୁଦ୍ଧ

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ମିଳିତ ଜାତିସଂଘର ୮୮ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମିଳିତ ଜାତିସଂଘ କହିଛି ଯେ ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହାର ୮୮ କର୍ମଚାରୀ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁସାରେ, UN ଜୋର୍‌ ଦେଇ କହିଛି, ଗାଜାରେ ୮୮ କର୍ମଚାରୀଙ୍କ…

ଉଗ୍ର ହେଉଛି ଯୁଦ୍ଧ, ଗାଜା କ୍ୟାମ୍ପ ଉପରେ ବୋମାବର୍ଷଣ କଲା ଇସ୍ରାଏଲ, ୩୦ ମୃତ

ନୂଆଦିଲ୍ଲୀ (କେନ୍ୟୁଜ): ଥମିବାର ନାଁ ନଉନି ଯୁଦ୍ଧ ଇସ୍ରାଏଲ ଓ ହମାସ ଯୁଦ୍ଧ। ଗାଜା ଉପରେ ଆଖିବୁଜା ଆକ୍ରମଣ କରିଛି ଇସ୍ରାଏଲ। କେତେବେଳ ଗାଜା ଷ୍ଟ୍ରିପରେ ଇସ୍ରାଏଲ ସ୍ଥଳଭାଗରେ ରହି ଆକ୍ରମଣ କରୁଛି ତ ପୁଣି କେତେ ବେଳେ ଆକାଶ ପଥରେ ମିସାଇଲ ମାଡ଼ କରିବାକୁ ମଧ୍ୟ ପଛାଉ ନାହିଁ। ଶନିବାର ରାତିରେ…