Browsing Tag

jagannath temple

ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ, ପ୍ରମାଣ ପତ୍ର ଓ ଟୋକନ ଦେଖାଇ ମନ୍ଦିରକୁ କରୁଛନ୍ତି ପ୍ରବେଶ

ପୁରୀ(କେନ୍ଯୁଜ୍):ଆଜି ୩ୟ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ୩ଟି ପର୍ଯ୍ୟାୟରେ ଓ୍ଵାର୍ଡଓ୍ଵାରୀ ଦର୍ଶନ କରିବେ ପୁରୀବାସୀ । ସକାଳ ୭ଟାରୁ ୧୦ଟା ୩୦ ଯାଏ ୮,୧୩,୧୯, ଓ ୧୧ ନମ୍ବର ଓ୍ଵାର୍ଡ ଲୋକେ ଦର୍ଶନ କରିବେ । ସେହିଭଳି ୧୧ଟାରୁ ୨ଟା…

ଆସନ୍ତାକାଲିଠୁ ଖୋଲିବ ପୁରୀ ଶ୍ରୀମନ୍ଦିର, ପ୍ରଶାସନ ପକ୍ଷରୁ ଜାରି ହେଲା SOP

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଲା ଏସଓପି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ SOP ଜାରି ହୋଇଛି। ୧୨ ଓ ୧୩ରେ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଦର୍ଶନ। ୧୬ରୁ ୨୦ତାରିଖ ଯାଏ ପୁରୀ ସହରବାସୀ କରିବେ ଦର୍ଶନ। ୨୩ରୁ…

ଶ୍ରୀମନ୍ଦିର ଦ୍ୱାରରେ ରୁପା ଚାଦର ଲାଗିବା କାମ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ବେହରଣ ଦ୍ୱାର ପରିବର୍ତ୍ତନ

ପୁରୀ (କେନ୍ଯୁଜ୍): ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାରକୁ ରୂପା ଚାଦର ଲାଗିବା କାମ ଆରମ୍ଭ ହୋଇଛି। ଏଥିପାଇଁ ବର୍ମା ଟିକ୍‌ରେ ନିର୍ମିତ ଦ୍ୱାର ସହ ମୁମ୍ବାଇରୁ ଆସିଥିବା ଷ୍ଟିଲ ଫ୍ରେମ୍‌ ଶ୍ରୀମନ୍ଦିରକୁ ନିଆଯାଇଛି। ସେପଟେ ରୂପା ଚାଦରରେ ଆଛାଦିତ ହେବାକୁ ଥିବା ଦ୍ୱାର ବି ଲଗାଇବା ଆରମ୍ଭ ହୋଇଛି।…

ଆଜି ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି: ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ଯାଏ ହେବ ଅନୁଷ୍ଠିତ

ପୁରୀ: ଆଜି ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି। ରଥଯାତ୍ରାରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମଙ୍ଗଳ ଆଳତି ପରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବ। ପରେ…

ପୁରୀ: ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଗଲା ପତିତପାବନ ବାନାର ବାଉଁଶ

ପୁରୀ: ବର୍ଷା ସାଙ୍ଗକୁ ଘଡଘଡି ଓ ପ୍ରବଳ ପବନ। ତାତିରୁ ମଳିଛି ସାମାନ୍ଯ ଆଶ୍ୱସ୍ତି। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଶାଖି ନିଜର ତାଣ୍ଡବ ଦେଖାଇଛି। ଏହି ସମୟରେ ପୁରୀରେ ମଧ୍ଯ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଥିଲା। ଏହି ସମୟରେ…

ଆଜିଠୁ ରାତି ୮ଟା ପରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ମନା

ପୁରୀ : ଆଜିଠୁ ରାତି ୮ଟା ପରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ମନା । ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ୮ଟା ପରେ ଶ୍ରୀମନ୍ଦିରକୁ ଯିବାକୁ ବାରଣ କରାଯାଇଛି। ନାଇଟ୍‌ କର୍ଫ୍ୟୁ ପାଇଁ ରାତି ୮ଟାରୁ ସ୍ୱତନ୍ତ୍ର ବ୍ୟାରିକେଡ୍‌ କରାଯିବ। ତେଣୁ ଶ୍ରୀମନ୍ଦିରରୁ ଭକ୍ତଙ୍କୁ ଖାଲି କରାଯିବ ବୋଲି…

ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି, ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ(କେନ୍ୟୁଜ୍) :  ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି । କଡ଼ାକଡ଼ି ପାଳନ ହେବ କୋଭିଡ କଟକଣା । ରବିବାର ବ୍ୟତୀତ ସପ୍ତାହର ଅନ୍ୟ ସବୁ ଦିନ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ । ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ…

ଶ୍ରୀମନ୍ଦିର ସମ୍ମୁଖ ଚପଲ ଷ୍ଟାଣ୍ଡ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ଘଟିଲା ଅଭାବନୀୟ ଘଟଣା। ଚପଲ ଷ୍ଟାଣ୍ଡ ନିକଟ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ। ଲୁହା ରଡ୍ ଫାଙ୍କରେ ମୁଣ୍ଡ ଭର୍ତ୍ତି କରୁଥିବାବେଳେ, ଫସିଗଲା ୪ ବର୍ଷର ଶିଶୁ କନ୍ୟା। ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ କଟରରେ ଲୁହାରଡ୍ କଟାଯିବା ପରେ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି: ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ…

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମାଘ ଶୁଳ୍କ ଷଷ୍ଠ ତିଥିରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ…

ଆଜିଠୁ ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ, ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯିବେ ଚଳନ୍ତି…

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ବା ଫାଲଗୁନ ଶୁକ୍ଳ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିଠୁ ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ ମଧ୍ୟ ଆରମ୍ଭ ହେବ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା। ଆଜିର…

ସାନିଟାଇଜ୍ ପାଇଁ ସପ୍ତାହରେ ଦିନେ ବନ୍ଦ ରହିବ ଶ୍ରୀମନ୍ଦିର, ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ଦିଆଯିବ ଟିକା

ପୁରୀ: ସପ୍ତାହରେ ଦିନେ ବନ୍ଦ ରହିବ ଶ୍ରୀମନ୍ଦିର । ମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ଛତିଶା ନିଯୋଗ ବୈଠକରେ ପ୍ରସ୍ତାବ ଆସିଛି। ରବିବାର ମନ୍ଦିର ବନ୍ଦ କରିବାକୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଚୂଡ଼ାନ୍ତ…

ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହେବ ଅର୍ଥ ସବ୍‌ କମିଟି ବୈଠକ, ଉପସ୍ଥାପନ କରାଯିବ ୨୦୨୧ -୨୨ର ବାର୍ଷିକ…

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଅର୍ଥ ସବ୍‌ କମିଟି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ଅର୍ଥ ସବ୍‌ କମିଟି ବୈଠକରେ ୨୦୨୧ -୨୨ର ବାର୍ଷିକ ବଜେଟ୍‌ ଅଟକଳ ଉପସ୍ଥାପନ କରାଯିବ ।…