ପହଁଚି ପାରିଲେନି ଘରେ, ବସ୍ ଭିତରେ ଚାଲିଗଲା ପ୍ରାଣ
ଯାଜପୁର: ମୃତ୍ୟୁ ହେଉଛି ଏମିତି ଅଜଣା ଅତିଥି ନା ସେ ବନ୍ଧୁ ପରିଜନ ଦେଖେ ନା ଭଲ ମନ୍ଦ ସମୟ । କେତେବେଳେ କେମିତି କେଉଁ ରୂପରେ କହା ପାଇଁ ଚାଲି ଆସେ ତାହା କେହି ଜାଣିପାରନ୍ତି ନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଣିଷ ବି କେତେବେଳେ ଯେ ଯମ ହାବୁଡ଼ରେ ପଡ଼ିବ ସେ ବିଷୟରେ କେହି କହି ପାରିବେ…