Browsing Tag

jajpur accident

ଘନ କୁହୁଡି ଯୋଗୁ ଯାଜପୁର ବନ୍ଦାଳ ଛକ ନିକଟରେ ଟ୍ରକକୁ ଧକ୍କା ଦେଲା କାର୍: ଦୁର୍ଘଟଣାରେ ୪ ଗୁରୁତର, ୨ ଆହାତ

ଯାଜପୁର: ଘନ କୁହୁଡି ଯୋଗୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୪ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହାତ। ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ ଟ୍ରକ ସହ କାରଟି ଧକ୍କା ହେବା ଫଳରେ କାରରେ ଥିବା ଛଅ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିବାବେଳେ ୨ଜଣ ଆହତ ହୋଇଥିବା ସୂଚନା…

ଯାଜପୁର କେତକିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ମର୍ଣ୍ଣିଂୱାକ ବେଳେ ଯୁବତୀଙ୍କ ଉପରେ ଚଢିଗଲା ଟ୍ରକ୍

ଯାଜପୁର ଟାଉନ: ଯାଜପୁର ସଦର ଥାନା କେତକିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମର୍ଣ୍ଣିଂୱାକ ବେଳେ ଯୁବତୀଙ୍କ ଉପରେ ଚଢିଗଲା ଟ୍ରକ। ମୃତକ ହେଲେ ବରୁଆଁ ଗାଁର ବର୍ଷାରାଣୀ ଜେନା । ବର୍ଷା ମର୍ଣ୍ଣିଂ ୱାଲ୍‌କ କରୁଥିବାବେଳେ ପଛପଟୁ ଏକ ଚିପ୍‌ସ ବୋଝେଇ ଟ୍ରକ ଚଢି ଯାଇଥିଲା। ଫଳରେ…

ଯାଜପୁର :ବିଂଝାରପୁର ପୋଖରୀ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ, ନିଆଁ ଜାଳି ରାସ୍ତା ଅବରୋଧ କଲେ ଲୋକେ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବିଂଝାରପୁର ଥାନା ପୋଖରୀ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ହେଲେ ଅରୁଣ ଦାସ। ଦୁର୍ଘଟଣା ପ୍ରତିବାଦରେ ନିଆଁ ଜାଳି ବିଂଝାରପୁର ସିଂହପୁର ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକେ। ସୂଚନା ମୁତାବକ ପୋଖରୀ ଛକ ନିକଟରେ ବାଇକକୁ…

ଯାଜପୁର ବୁଢ଼ା ଘାଟ ନିକଟରେ ଦୁର୍ଘଟଣା, ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଯାଜପୁର ଟାଉନ: ଯାଜପୁର ସଦର ଥାନା ବୁଢ଼ା ଘାଟ ନିକଟରେ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ବାଲି ଟ୍ରକ ଚଳାଚଳ ପଂଳରେ ଦୈନିକ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି ।…

ଯାଜପୁର ବିଜୁ ପଟ୍ଟନାୟକ ମାର୍ଗର ଦଶମାଣିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା ଯଖପୁରା ଥାନା ବିଜୁପଟ୍ଟନାୟକ ମାର୍ଗର ଦଶମାଣିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲର ସହ ବାଇକ୍‌ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବାଇକ୍‌ ଆରୋହୀ ୨ଜଣ କଳିଙ୍ଗନଗର…

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ୩ ମୃତ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଫଳରେ ଘଟଣାସ୍ଥଳରେ ୩ ଜଣକର ଶୋଚନୀୟ ମୃତ୍ୟୁ। ମୃତକ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୫/୬ବର୍ଷର ଶିଶୁ କନ୍ୟା ଥିବା ସୂଚନା ମିଳିଛି। କଟକ ବିଡାନାସୀ…

ଯାଜପୁର: ଭଉଣୀ ଘର ଦୁତିଆ ଓଷା ଭାର ପହଞ୍ଚାଇ ପାରିଲେ ନାହିଁ ଭାଇ,ଦୁର୍ଘଟଣାରେ ଚାଲିଗଲା ମାମୁଁ-ଭଣଜାଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଅଭାବନୀୟ ଘଟଣା। ଟ୍ରକ ଧକ୍କାରେ ମାମୁ ଭଣଜା ମୃତ୍ୟୁ। ସୂଚନା ମୁତାବକ, ମଧୁବନ ନଗୁଆଁ ଗାଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅପସରପୁର ଗାଁକୁ ଦୁତିଆ ଓଷା ଭାର ଦେବା ପାଇଁ ଭଣଜା ବାବନ ଲେଙ୍କାକୁ ସାଙ୍ଗରେ ନେଇ…

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଗଲା ୩ ଜୀବନ

ଯାଜପୁର: ଟ୍ରକ ପଛପଟୁ ଧକ୍କା ଦେଲା କାର। ଦୁର୍ଘଟଣାରେ ଗଲା ୩ ଜୀବନ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍‌ । ଫଳରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଭୋରରୁ କାରଟି…

ଯାଜପୁର ରାଜପଥ ଛତିଆ ନିକଟ ବନ୍ଦାଳ ଛକରେ ଦୁଇଟି ପୃଥକ ଦୁର୍ଘଟଣା, ୨ ଯୁବକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ରାଜପଥର ଛତିଆ ନିକଟ ବନ୍ଦାଳ ଛକରେ ପୃଥକ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରଥମ ଦୁର୍ଘଟଣାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀର ମୃତ୍ୟୁ ଘଟିଛି । ମୃତକ ହେଲେ ଧର୍ମଶାଳା ଥାନା କାଏମା ଗ୍ରାମର ତପନ ସାହୁ…

ଯାଜପୁର ଜିଲ୍ଲା ଅନ୍ତର୍ଗତ ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଯାଜପୁର ସଦର ଥାନା ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବରପଦା ଗ୍ରାମର ହେମନ୍ତ କୁମାର ସାହୁ । ସୂଚନା ଅନୁସାରେ ଆଜି ବଢ଼ି ଭୋରୁ ହେମନ୍ତ ଶୌଚ ହେବା ପାଇଁ…

ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଜଣ ଗୁରୁତର

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜେନାପୁର ଥାନା ଅଧିନ କନ୍ତପଡା ଛକ ନିକଟରେ ହାଇୱା ଟ୍ରକ ସହିତ ଏକ ଟ୍ରଲର ଗାଡିର ମୁହାଁମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳରେ ହାଇୱା ଗାଡି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତକ…

ଯାଜପୁର: ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ଚାଲିଗଲା ଜିମ ବୟଙ୍କ ଜୀବନ

ଯାଜପୁର (କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା। ଦୁର୍ଘଟଣାରେ ଗଲା ଯୁବକର ଜୀବନ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ। ମୃତ ଯୁବକ ହେଲେ ଜାରକା ଅଞ୍ଚଳର ଆଦିତ୍ୟ ବର୍ମା। ସେ ଆଜି ଅପରାହ୍ନରେ ନିଜ ବାଇକ ଯୋଗେ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଟ୍ରକ ତାଙ୍କୁ…