ଯାଜପୁରରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା: ଦିଅର ସମେତ ଯାଆ ଓ ଅନ୍ୟ ଜଣେ ସହଯୋଗୀ ଗିରଫ
ଯାଜପୁର (କେନ୍ୟୁଜ):ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା। ଦିଅର ସମେତ ୩ଜଣ ଗିରଫ। ସୂଚନା ମୁତାବକ, ଗତ ୫ତାରିଖ ସକାଳେ ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନି ନାୟକ ଘର ଦାଣ୍ଡ ପହଁରୁଥିଲେ। ଏହି ସମୟରେ ଦିଅର ଜୟନ୍ତ ନାୟକ ଭାଉଜକୁ ଘର…