Browsing Tag

jajpur news

ପଣ୍ଡ ହେଲା ସୁନା ଦୋକାନୀଙ୍କଠାରୁ ଲୁଟ୍‌ ଉଦ୍ୟମ, ଗାଁଲୋକଙ୍କ ହାତରେ ଧରାପଡିଲେ ୨ ଡକାୟତ

ଯାଜପୁର ଟାଉନ : ପଣ୍ଡ ହେଲା ସୁନା ଦୋକାନୀଙ୍କଠାରୁ ଲୁଟ୍‌ ଉଦ୍ୟମ। ଧରାପଡିଲେ ୨ ଡକାୟତ। ଯାଜପୁର ଟାଉନ ମଙ୍ଗଳପୁର ଥାନା ସାଠିବାଟି ନିକଟରେ ସୁନା ବ୍ୟବସାୟୀ ପ୍ରଭାକର ସାହୁ ଓ ତାଙ୍କ ଭାଇ ଦୋକାନ ବନ୍ଦ କରି ଫେରୁଥିବାବେଳେ ୬ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ବାଟରେ ବନ୍ଧୁକ ଦେଖାଇ…

କରୋନା ଯୋଗୁ ଯାଜପୁରରେ ଫିକା ପଡିଛି କାଳୀପୂଜା, ଆସନ୍ତାକାଲି ମାଙ୍କ ଭସାଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଯାଜପୁର: ଯାଜପୁରରେ କରୋନା ଯୋଗୁ ଫିକା ପଡିଛି ଗଣପର୍ବ କାଳୀପୂଜା। ସହରରେ ୪୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ମାଆ। ଆସନ୍ତାକାଲି ହେବ ମାଙ୍କ ଭସାଣ ଉତ୍ସବ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ କେବଳ ଖାଁ ଖାଁ ପରିବେଶ । ପୂଜା ମଣ୍ଡପ ସଂପୂର୍ଣ୍ଣ ଖାଲି ।…

ସେନାରେ ଭର୍ତ୍ତି ପାଇଁ ଯୁବକଙ୍କୁ ତାଲିମ ଦେଉଛନ୍ତି ଯାଜପୁର ବ୍ରହ୍ମବରଦାର ଅବସରପ୍ରାପ୍ତ ସେନା ଅଧିକାରୀ ଅକତର ହୁସେନ୍,…

ଯାଜପୁର: ଦୌଡକୁଦ ସାଙ୍ଗକୁ ବ୍ୟୟାମ । ଫିଟନେସ୍‌ ଟିପ୍ସ ଏବଂ ଯୋଗ ସହ ପ୍ରାଣାୟମର ତାଲିମ ଦେଉଛନ୍ତି ଅକତର ହୁସେନ । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଆଜାଦନଗରର ଅବସରପ୍ରାପ୍ତ ସେନା ଅଧିକାରୀ ଅକତର ହୁସେନ ଖାଁ । ପ୍ରତିଦିନ ଭୋରରୁ ଉଠି ବ୍ରହ୍ମବରଦା ଓ ଆଖାପାଖ ଅଂଚଳର ଯୁବକମାନଙ୍କୁ ବିନା…

ସର୍ବସ୍ୱ ହରାଇ ଅସହାୟ ହୋଇପଡିଛନ୍ତି ସୁଲୋଚନା, ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା

ଯାଜପୁର ରୋଡ୍ : ସମୟ ମଣିଷକୁ କେତେବେଳେ କେଉଁ ପରିସ୍ଥିତିରେ ପହଁଚାଇ ଦିଏ ତାହା କହିବା ମୁସ୍କିଲ୍‌ । ସମୟର ଏହି ଚକ୍ରବ୍ଯୁହରେ ଆଜି ସର୍ବସ୍ୱ ହରାଇ ଅସହାୟ ହୋଇପଡିଛନ୍ତି ଜଣେ ବୃଦ୍ଧା। ଅତି ଦୟନିୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ବୃଦ୍ଧାଙ୍କର ବୟସ ୬୫ ବର୍ଷ। ନିଜର ବୋଲି କେହି ନାହାନ୍ତି।…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚାଲିଛି ମହାଷ୍ଟମୀ ପୂଜା, ବିଳମ୍ବିତ ରାତିରେ ହେବ ମାଙ୍କ ସନ୍ଧିପୂଜା

ଯାଜପୁର ଟାଉନ : ପବିତ୍ର ନବରାତ୍ରୀ ଅବସରରେ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଚଳିତ ବର୍ଷ କୋରୋନା ଜନିତ କଟକଣା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦୀର ଭିତରକୁ ଯିବା ପାଇଁ ବାରଣ ରହିଥିବାରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ମନ୍ଦୀର ବାହାରୁ ମୁଣ୍ଡିଆ ମାରି…

ଯାଜପୁର: ଜେନାପୁର ଥାନା ମାଳହାଟ ଅଞ୍ଚଳରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୩ ଅଟକ

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଜେନାପୁର ଥାନା ମାଳହାଟ ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଠାବ। ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ସହ ବିଭିନ୍ନ ସରଞ୍ଜାମ ଜବତ। ଆଜି ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିବା ସହ ଏହି ବେଆଇନ କାରବାରରେ…

ଯାଜପୁର ଟାଉନ: ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ମିଳୁନି କ୍ଷତିପୂରଣ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ…

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତ ମଲିକ ଚାଷୀ ବୋଲି ସ୍ୱିକାର କରିବା ଏବଂ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ନବ…

ଆତ୍ମହତ୍ଯା ପରେ ବି ଚାଷୀ ପରିବାରକୁ ଅଣଦେଖା: ସରକାରୀ ସହାୟତା ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ବରପାଦା ଗ୍ରାମର ଭାଗ ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଶାସନ ସ୍ୱିକାର କରିବା ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଲଗାଣ ବର୍ଷା ଓ…

ଶିକ୍ଷା ବ୍ୟବସ୍ଥାରେ ଆଉ ଏକ ସୁଯୋଗ ‘ରେଡିଓ ପାଠଶାଳା କାର୍ଯ୍ଯକ୍ରମ’, ଯାଜପୁର ଜିଲ୍ଲା ଶିକ୍ଷା ମଣ୍ଡଳ…

ଯାଜପୁର ଟାଉନ: କୋରୋନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରେଡିଓ ପାଠଶାଳା କାର୍ଯ୍ଯକ୍ରମ। ଯାହାକୁ ଯାଜପୁର ଜିଲ୍ଲା ଶିକ୍ଷା ମଣ୍ଡଳ ପକ୍ଷରୁ ଆଗ୍ରହର ସହ କାର୍ଯ୍ଯକାରୀ କରାଯାଇଛି । ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କ୍ଷତିକୁ ଭରଣା କରିବାକୁ ରେଡ଼ିଓ ପାଠଶାଳାର ଆରମ୍ଭ ହୋଇଛି। ଅନେକ…

ଯାଜପୁର: ଜେନାପୁର ପୋଲିସ ଦ୍ୱାରା ନକଲି ନୋଟ୍ ଜବତ, ଜଣେ ଗିରଫ

ଯାଜପୁର (କେନ୍ୟୁଜ) : ଜେନାପୁର ପୋଲିସ ଦ୍ୱାରା ନକଲି ନୋଟ୍ ଜବତ । ଏହି ଥାନା ଘାସିବର ଛକରୁ ୨ଟି ୫ଶହ ଟଙ୍କିଆ ଜାଲ ନୋଟ୍ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଂଚଳର ଚୈତନ୍ୟ ମଲିକଙ୍କ ପୁଅ ବିକାଶ ।  ବିକାଶ ଘାସିବର ଛକ…

ଯାଜପୁର: ଛତିଆ ବିଦ୍ୟାଧରପୁରରେ ଏସଟିଏଫର ଚଢାଉ, ୧୦ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଓ ବିଭିନ୍ନ ସାମଗ୍ରୀ ଜବତ

ଯାଜପୁର: ଯାଜପୁର ଜିଲ୍ଲା ଛତିଆ ବିଦ୍ୟାଧରପୁରରେ ଏସଟିଏଫର ଚଢାଉ। ନକଲି ଜର୍ଦ୍ଦା ଜବତ। ଆଜି ଭୋର ସମୟରେ ସ୍ପେଶାଲ ଟାକ୍ସ ଫୋର୍ସର ଅତିରିକ୍ତ ଏସପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ସମୟରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ବ୍ୟବହୃତ ବିଭିନ୍ନ…