Browsing Tag

jajpur news

ଯାଜପୁର ରୁଦ୍ରପୁର ଦଳିତ ସାହିରେ ଗଣ୍ଡଗୋଳ ଘଟଣା, ନ୍ୟାୟ ପାଇଁ ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

ଯାଜପୁର: ଯାଜପୁର ଜିଲା ବିଂଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଦଳିତ ସାହିରେ ଗଣ୍ଡଗୋଳ ଘଟଣା ।  ପୋଲିସର ପକ୍ଷପାତିତା ପ୍ରତିବାଦରେ ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ଏନେଇ ୪ ଦିନ ତଳେ ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ କୌଣସି…

ଯାଜପୁର ନୂଆଗାଁ ଅଂଚଳରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯାଜପୁର ଟାଉନ : ଯାଜପୁର ଟାଉନ ଥାନା ରାମମନ୍ଦୀର ନୂଆଗାଁ ଅଂଚଳରେ ବଧୂହତ୍ୟା ଅଭିଯୋଗ । ମୃତକ ହେଲେ ଦିପ୍ତରଂଜନ ପାତ୍ରଙ୍କ ପତ୍ନୀ ଜ୍ୟୋତିରାଣୀ । ଜ୍ୟୋତିରାଣୀ ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା ।  ଅଧିକ ଯୌତୁକ ପାଇଁ…

ସୁନା ଦୋକାନରୁ ଗରାଖ ହୋଇ ଲୁଟିନେଲେ ଅଳଙ୍କାର, ସିସିଟିଭିରେ କଏଦ୍ ହେଲା ଭିଜୁଆଲ୍

ଯାଜପୁର (କେନ୍ୟୁଜ) : ଦିନ ଦ୍ଵିପ୍ରହରରେ ସୁନା ଦୋକାନରୁ ଚୋରି। ସିସିଟିଭିରେ କଏଦ ହେଲା ଦୃଶ୍ୟ। ଘଟଣାପରେ ଥାନାରେ ଏତଲା ଦେଲେ ସମ୍ପୃକ୍ତ ସୁନା ଦୋକାନୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଓଳାଶୁଣୀ ନାମକ ସୁନା ଦୋକାନରେ। ସୂଚନା ମୁତାବକ, ଦିନ ଦ୍ୱିପ୍ରହରରେ ଦୁଇ…

ଟ୍ରକକୁ ଟ୍ରକ ଓଭରଟେକ୍ କରୁଥିବାବେଳେ ଯାଜପୁର ବାରବାଟୀ ଛକରେ ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକରେ ଦୁର୍ଘଟଣା । ସୂଚନା ମୁତାବକ ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଅତିକ୍ରମ କରୁଥିବା ସମୟରେ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର, ଯାଜପୁରରେ ସ୍ଥିତି ସୁଧାର ହେବାକୁ ଲାଗିବ ଆଉ ୪୮ ଘଣ୍ଟା

ଯାଜପୁର: ଧିରେ ଧିରେ କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର। ବର୍ତ୍ତମାନ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଏହି ଦୁଇ ନଦୀ । ତେବେ ଯାଜପୁରରେ ସ୍ଥିତି ସୁଧାର ହେବାକୁ ଆଉ ୪୮ ଘଣ୍ଟା ଲାଗିବ ବୋଲି କୁହାଯାଇଛି । ଅନ୍ଯପଟେ ମିଳିଥିବା ସୂଚନା ମୁତାବକ, କେବଳ ଯାଜପୁର ଜିଲ୍ଲାରେ ବୈତରଣୀ…

ଯାଜପୁର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ତାସ୍‌ ଭଳି ଭୁଶୁଡି ଭାସିଗଲା ଦୁଇ ମହଲା ଘର

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ୍। ଜିଲ୍ଲାର ୧୦ଟି ବ୍ଲକ ପ୍ରଭାବିତ ହୋଇଛନ୍ତି। ତା ମଧ୍ୟରୁ ଯାଜପୁର ରସୁଲପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ବ୍ଲକର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀରେ ଭାସିଗଲା ଦୁଇ ମହଲା ଘର । ତାସ୍‌ ଭଳି ଘରଟି ଭୁଶୁଡି ପଡି ନଦୀ ଗର୍ଭରେ…

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା, ତଳିଆ ଅଞ୍ଚଳରେ ରହୁଥିବା ଲୋକମାଙ୍କୁ…

ଯାଜପୁର ଟାଉନ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଜିଲ୍ଲାର କୋରେଇ, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ତଳିଆ ଅଞ୍ଚଳରେ…

ଯାଜପୁର ଜଳେଶ୍ୱରପୁର ଗାଁରେ ଅଘଟଣ: କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ) : କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜଳେଶ୍ୱରପୁର ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ଏହି ଥାନା ପାଟପୁର ପଂଚାୟତ ବଡବାରିସାହି ଗ୍ରାମର ଭରତ ମଲିକଙ୍କ ପୁଅ ଜଗନ। ଜଗନ କିଛି ଦିନ ହେବ ଜଳେଶ୍ୱରପୁର…

ରାସ୍ତା ଖରାପ ଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ, ପ୍ରସୂତୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଗର୍ଭସ୍ଥ ଶିଶୁର…

ଯାଜପୁର: ପୁଣି ଜନନୀ ଯନ୍ତ୍ରଣା। ପ୍ରସୂତୀଙ୍କୁ ଡାକ୍ତରଖାନା ନେବା ବାଟରେ ଗଲା ନବଜାତକର ଜୀବନ।  ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ବରୀ ବ୍ଲକ ଜୋରକୂଳ ଗାଁ ଦଳିତ ସାହିରେ। ଜୋରକୂଳ ଗାଁର ପ୍ରଶାନ୍ତ ମଲ୍ଲିକଙ୍କ ସ୍ତ୍ରୀ ରୀନା ମଲିକଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯିବା…

ଯାଜପୁର:ବେସାହାରାଙ୍କ ସାହାରା ପାଲଟିଲେ ଜାରକା ରୋଟାରୀ କ୍ଲବ୍, ନିଜସ୍ୱ ଉଦ୍ୟମରେ ଅସହାୟ ପରିବାର ପାଇଁ ତିଆରି କଲେ…

ଯାଜପୁର (କେନ୍ୟୁଜ): ଗତ ଲଘୁଚାପଜନିତ ପ୍ରବଳ ବର୍ଷାରେ ଭାଙ୍ଗିଛି ଅନେକ କଚ୍ଚା ଘର । କେଉଁଠି କାନ୍ଥ ପଡିଛି ତ ଆଉ କେଉଁଠି ଝାଟିମାଟି ଘର ମାଟିରେ ଲୋଟିଛି । ଫଳରେ ଦୁର୍ଦ୍ଦିନରେ ବିତୁଛି ବିପନ୍ନଙ୍କ ଜୀବନ । ତେବେ ଏଭଳି ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ସହାୟତା କରିବାକୁ ଆଗେଇ…

ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ସଂଘର୍ଷ କରିଚାଲିଛନ୍ତି ଗୀତାଞ୍ଜଳି, ଅଚଳ ଗୋଡରେ ବି ଉଠାଉଛନ୍ତି ପରିବାରର ବୋଝ

ଯାଜପୁର: ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି । ଶିକ୍ଷାଗତ ଯୋଗ୍ୟତା ହାସଲ କରି ଜୀବନ ସହ ସଂଘର୍ଷ କରୁଛନ୍ତି । ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବକ୍ଲ କଦମପାଳର ଗ୍ରାମର ଦିବ୍ୟାଙ୍କ ଯୁବତୀ ଗୀତାଞ୍ଜଳିଙ୍କ କଥା । ପିଲାଟୁ ଦିନରୁ ସେ ଦିବ୍ୟାଙ୍ଗ ହୋଇ ଜନ୍ମ…

ଏମିତି ବି ଆସେ ଦୁଃଖ: ଦାଦନ ଖଟିବାକୁ ଯାଇ ସୁରତରେ ଦୁଇ ଗୋଡ ହରାଇଲେ ଯୁବକ

ଯାଜପୁର : ଦୁଃଖ ଏମିତି ବି ଆସେ । ଘରର ପୁଅ ଦାଦନ ଖଟିବାକୁ ଯାଇଥିଲା ସୁଦୂର ସୂରତ । ସେଠାରେ ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇଲା । ରୋଜଗାରିଆ ପୁଅର ଏଭଳି ଅବସ୍ଥା ହୋଇଥିବା ଖବର ପାଇ ପରିବାର ଲୋକେ ଦେଖିବାକୁ ବ୍ୟାକୁଳ । ଏପଟେ ଲକଡାଉନ ବଢାଇଛି ସମସ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା…