Browsing Tag

jallikattu

ତାମିଲନାଡ଼ୁ: ଜଲିକଟ୍ଟୁ ଉତ୍ସବ ବେଳେ ଦୁର୍ଘଟଣା, ଷଣ୍ଢ ଆକ୍ରମଣରେ ନାବାଳକଙ୍କ ସମେତ ୨ ମୃତ

ତାମିଲନାଡ଼ୁରେ ଜଲିକଟ୍ଟୁ ଉତ୍ସବ ବେଳେ ଘଟିଛି ବଡ଼ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡ଼ୁର ଶିବଗଙ୍ଗା ଜିଲ୍ଲାରେ ଏହି ଘଟଣା ଘଟିଛି । ଉତ୍ସବ ଚାଲିଥିବା ବେଳେ ଏଠାରେ ଷଣ୍ଢ ଆକ୍ରମଣରେ ଜଣେ ନାବାଳକଙ୍କ ସମେତ ଦୁଇ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ଷଣ୍ଢମାନଙ୍କୁ କାବୁ…

ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସହିତ ୪୫ ଆହତ

ତାମିଲନାଡୁର ଅବନିୟାପୁରମରେ ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସହିତ ୪୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନେ ଚିକିତ୍ସା ପାଇଁ ସରକାରୀ ରାଜାଜୀ ହସପିଟାଲକୁ ରେଫର କରାଯାଇଛି । ଏହାପୂର୍ବରୁ ତାମିଲନାଡୁର ପୁଦୁକ୍କୋଟ୍ଟଇରେ ୨୯ ଜଣ…

ତାମିଲନାଡୁରେ ବନ୍ଦ ହେବନି ‘ଜଲ୍ଲିକଟ୍ଟୁ’, ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ବଳଦଗାଡ଼ି ଦୌଡ଼କୁ ବି ଦେଲେ ଅନୁମତି

ତାମିଲନାଡୁରେ ଜାରି ରହିବ ଜଲ୍ଲିକଟ୍ଟୁ। ଷଣ୍ଢକୁ କାବୁ କରିବାର ଖେଳ ହେଉଛି ‘ଜଲ୍ଲିକଟ୍ଟୁ’। ଏହାକୁ ଅନୁମତି ଦେଇଥିବା ରାଜ୍ୟ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସୁପ୍ରିମକୋର୍ଟ ନିଜର ରାୟ ଦେବା ବେଳେ କହିଛନ୍ତି ଯେ ନୂଆ ଆଇନରେ କ୍ରୁରତାର ଦିଗ ପ୍ରତି ଧ୍ୟାନ ଦିଆଯାଇଛି।…

ଜାଲିକାଟ୍ଟୁ ହେଲା ମୃତ୍ୟୁର ଖେଳ, ଖେଳ ବେଳେ ଚାଲିଗଲା ଷଣ୍ଢ ମାଲିକର ୧୪ ବର୍ଷ ପୁଅର ଜୀବନ

ତାମିଲନାଡୁରେ ଜାଲିକାଟ୍ଟୁ ସମୟରେ ଜଣେ ୧୪ ବର୍ଷ ପିଲାର ଜୀବନ ଚାଲିଯାଇଛି । ପ୍ରସିଦ୍ଧ ଜାଲିକାଟ୍ଟୁ ଖେଳ ବେଳେ ଚାଲିଗଲା ନାବାଳକର ଜୀବନ। ୧୪ ବର୍ଷର ପୁଅକୁ ଷଣ୍ଢ ଭୁସି ମାରିବାରୁ ଜୀବନ ଚାଲିଯାଇଛି । ତାମିଲନାଡୁର ଧର୍ମପୁରୀରେ ଥାଣ୍ଡାଗମ୍‌ ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଅଘଟଣ…

ଦୁଇଟା ଡୋଜ ଟିକାର ସାର୍ଟିଫିକେଟ୍‌ କିମ୍ବା ୪୮ ଘଣ୍ଟା ପୂର୍ବର RT-PCR  ରିପୋର୍ଟ ଥିଲେ ଦେଖି ପାରିବେ ଷଣ୍ଢ ଲଢେଇ:…

କେନ୍ୟୁଜ୍(ବ୍ୟୁରୋ):ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ହେବ ଜଲ୍ଲିକଟୁ । ଜଲ୍ଲିକଟୁ ପାଇଁ ଏସ୍‌ଓପି ଜାରି କରିଛନ୍ତି ତାମିଲନାଡୁ ସରକାର । କେବଳ ୧୫୦ ଜଣ ଦର୍ଶକ କିମ୍ବା ୫୦ ପ୍ରତିଶତ ସିଟିଂ କାପାସିଟିକୁ ମିଳିବ ଅନୁମତି । ଉଭୟ ମଧ୍ୟରୁ ଯେଉଁଥିରେ କମ୍‌ ଲୋକ ଥିବେ ତାକୁ ଅନୁମତି ମିିଳିବ ।…

ମକର ସଂକ୍ରାନ୍ତି ଉପଲକ୍ଷେ ତାମିଲନାଡୁରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ଜାଲିକାଟ୍ଟୁ

ଆଜି ମକର ସଂକ୍ରାନ୍ତି । ତାମିଲନାଡୁର ବଡ ପର୍ବ । ଏହି ଅବସରରେ ମଦୁରାଇ ଜିଲ୍ଲାରେ ତିନୋଟି ସ୍ଥାନରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ଜାଲିକାଟ୍ଟୁ । ପାଲମେଡୁ, ଆଲଙ୍ଗା-ନାଲୁର୍‌, ଅଭନିଆ-ପୁରମରେ ଆୟୋଜିତ ହେବ ଜଲିକାଟ୍ଟୁ । ଜଲିକାଟ୍ଟୁ ପାଇଁ ଏବେ ଏହି ସ୍ଥାନ ସଂପୂର୍ଣ୍ଣ ପ୍ରସ୍ତୁତ ।…