Below header
Browsing Tag

japan

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କରୋନା, ଆଗାମୀ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ହୋଇ ଥାଆନ୍ତେ ସାମିଲ

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ସାମାନ୍ୟ ଲକ୍ଷଣ ସହିତ ଫୁମିଓ କିଶିଦା କୋଭିଡ ପଜିଟିଭ୍ ବାହାରିଛନ୍ତି। ପିଏମ୍‌ କିଶିଦା ଆସନ୍ତା ସପ୍ତାହରେ ଟ୍ୟୁନିସିଆରେ ହେବାକୁ ଥିବା ଏକ ଆଫ୍ରିକୀୟ ବିକାଶ…

‘ଯେତେ ପାରୁଛ, ସେତେ ମଦ ପିଅ’…! ଯୁବଗୋଷ୍ଠୀଙ୍କୁ ଏମିତି ଆହ୍ଵାନ କଲା ଜାପାନ, ଅର୍ଥନୀତି ସ୍ୱଚ୍ଛଳ କରିବାକୁ ଦେଶରେ…

ଯେତେ ପାରୁଛ, ସେତେ ମଦ ପିଅ…! ଏ କଥା ଆମେ ନୁହେଁ, ବରଂ ଯୁବଗୋଷ୍ଠୀଙ୍କୁ ଏଭଳି ଆହ୍ଵାନ କରିଛି ଜାପାନ। ମଦ ପିଇଲେ ଦେଶର ଅର୍ଥବ୍ୟବସ୍ଥା ସ୍ୱଚ୍ଛଳ ହୋଇପାରିବ ବୋଲି ପ୍ରଶାସନ କହିଛି। ଏଥିପାଇଁ ଦେଶରେ ଆରମ୍ଭ ହୋଇଛି 'Sake Viva' ଅଭିଯାନ, ଯଦ୍ଦ୍ଵାରା ଜାପାନର ଯୁବଗୋଷ୍ଠୀ ଅଧିକ ମଦ ପିଇବା…

ଲୋକଙ୍କ କାର ଉପରେ ପେଣ୍ଟ କରୁଛି ପୋଲିସ ହେଲେ କାହିଁକି ଜାଣନ୍ତୁ

ଅପରାଧ ଓ ଅପରାଧିଙ୍କ ପାଇଁ କଡା ନିୟମ ସବୁଠି ରହିଛି । ଏହା ବାଦ ଏମିତିକିଛି ନିୟମ ରହିଛି ଯାହା ନିଜେ ପୋଲିସ ପ୍ରଶାସନ ନେଇପାରେ । ଏହା ମଦ୍ୟ ପ୍ରାବଧାନ ରହିଛି । ଯୋଉଁଥିପାଇଁ ଅପରାଧିଙ୍କୁ ସହଜରେ ଧରାଯାଇପାରିବ । ସେମିତି ଏକ ନିୟମ ପ୍ରଚଳିତ ଜାପାନରେ। ଆପଣ ଜାଣିଥାଇପାରନ୍ତି କି ଜାପାନ…

ଜାପାନର ନର୍କ ସ୍ଥାନ ବ୍ଲଡ ପଣ୍ଡ, ଏହାର ପାଣିକୁ ଛୁଇଁବାକୁ କରାଯାଇଛି ବାରଣ

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାକୁ ଯିବା ବିପଦପୂର୍ଣ୍ଣ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ସାହସିକ କାର୍ଯ୍ୟ ପାଇଁ ସେଠାକୁ ଯାଆନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଛି ଜଣ ଏପରି ଦୁଃସାହାସିକ କାର୍ଯ୍ୟ କରିବାକୁ ଆଦୌ ଇଚ୍ଛା କରନ୍ତି ନାହିଁ। ବ୍ଲଡ ପୋଣ୍ଡ ଜିଗୋକୁ ଜାପାନର ସର୍ବ…

ଜାପାନର ପିଲାମାନେ ସବୁଠୁ ସୁସ୍ଥ, କଣ ସେମାନଙ୍କ ସିକ୍ରେଟ..ଜାଣିବା

ବର୍ତ୍ତମାନ ସୁସ୍ଥ ରହିବା ଯେମିତି ସ୍ୱପ୍ନ । ସୁସ୍ଥ ରହିବାକୁ କିଏ କେତେକଣ କରୁଛନ୍ତି । ଏହାରି ଭିତରେ ଖବର ଆସିଛି କି ଜାପାନର ପିଲାମାନେ ସବୁଠୁ ସୁସ୍ଥ ଅଟନ୍ତି । ଏହାଦର କାରଣ କଣ । ପ୍ରକୃତରେ ଏତିରେ କେତେ ସତ୍ୟତା ରହିଛି । ତେବେ କହିରଖୁଛୁ ଯେ ବିଶ୍ୱରେ ସ୍ୱାସ୍ଥ୍ୟକୁ ନେଇ ହୋଇଥିବା…

ପ୍ରତି ୩ ବର୍ଷରେ ଥରେ ପରସ୍ପରକୁ ଛାଡ଼ପତ୍ର ଦେଇ ପୁଣି ବିବାହ କରିଥାନ୍ତି ଏହି ଦମ୍ପତି, କାରଣ ଜାଣିଲେ ହସ ରୋକିପାରିବେନି

ବାହାଘର କେବଳ ଦୁଇଟି ମଣିଷ ମଧ୍ୟରେ ହୋଇନଥାଏ। ବରଂ ଏହା ଦୁଇଟି ପରିବାରର ମିଳନ ବୋଲି ମଧ୍ୟ କୁହାଯାଏ। ବିବାହର କେତେକ ନିୟମ ରହିଛି। ବିବାହ ପରେ ଅନେକ ସ୍ଥାନରେ ଝିଅକୁ ସ୍ୱାମୀର ଟାଇଟଲ୍‌ ବା ସାଙ୍ଗିଆ ଅନୁସାରେ ନିଜ ସରନେମ୍‌କୁ ବଦଳାଇବାକୁ ପଡ଼ିଥାଏ। ନିଜ ଇଚ୍ଛା ଥାଉ କି ନଥାଉ କିନ୍ତୁ ସମାଜର…

ପଥର ଭିତରେ ୧୦୦୦ ବର୍ଷରୁ କଏଦ ଥିଲା ‘ରାକ୍ଷସ’! ଦୁଇ ଖଣ୍ଡ ହୋଇଯିବାରୁ ଲୋକେ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା; ଜାଣନ୍ତୁ…

କେବଳ ଭାରତରେ ନୁହେଁ, ଅନେକ ଦେଶରେ ବି ପୌରାଣିକ ଲୋକକଥା ସବୁ ରହିଛି। ଏମିତି ହିଁ ଜାପାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠି ଏକ ପ୍ରାଚୀନ ଶିଳାଖଣ୍ଡରେ ହଜାର ବର୍ଷ ପୂର୍ବେ ଏକ ରାକ୍ଷସ ବାସ କରୁଥିଲା ବୋଲି ଦାବି କରାଯାଉଥିଲା। କିନ୍ତୁ…

ମତ୍ସ୍ୟଜୀବୀଙ୍କ ହାତରେ ଲାଗିଲା ‘ଜଳପରୀ’ର ମୃତଦେହ…ବିଶ୍ୱାସ ରହିଛି, ଏହାର ଚମଡ଼ା ଖାଇଲେ ଅମର ହୋଇଯିବେ ଲୋକେ!

ଆଜି ବି ଆମେ ଯେତେବେଳେ ଏଲିୟନ, ଭୂତ କି ଜଳପରୀମାନଙ୍କ ବିଷୟରେ ଶୁଣୁ, ତ ସହଜରେ ବିଶ୍ୱାସ କରି ପାରି ନ ଥାଉ। ଯଦିଓ ଏଗୁଡ଼ିକୁ ନେଇ ଲୋକଙ୍କୁ ଅନେକ ପ୍ରମାଣ ମିଳି ସାରିଛି, ତଥାପି ସନ୍ଦେହ ସ୍ଥିତି ଲାଗି ରହିଛି। ବାସ୍ତବରେ, ଏମାନେ ଅଛନ୍ତି କି ନାହାନ୍ତି, ସେ ନେଇ ସବୁବେଳେ ତର୍କ ବିତର୍କ…

ବରଫାବୃତ ପାହାଡ଼ ଓ ଜଙ୍ଗଲ ମଧ୍ୟରେ କୁହୁଡ଼ି ଆଚ୍ଛାଦିତ ସହର, ଭାଇରାଲ ହେଉଛି ଜାପାନର ସବୁଠୁ ସୁନ୍ଦର ଫଟୋ

ଆମ ପୃଥିବୀ ଖୁବ୍‌ ସୁନ୍ଦର। ଆଉ ଶୀତ ଦିନ ଆସିଲେ ଏହାର ଶୋଭା ଦୁଇ ଗୁଣିତ ହୋଇଯାଏ। ତେବେ ବର୍ତ୍ତମାନ ଜାପାନର ସେଭଳି ଏକ ଅତି ମନୋରମ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ସ୍ଥାନୀୟ ତତେୟାମା ପାହାଡ଼ର ଏହି ମନମୁଗ୍ଧକର ଫଟୋ ଉଠାଇଛନ୍ତି। ଏହି…

କାଠ ବାକ୍ସରେ ଲୁଚି ରହିଛନ୍ତି ୨୦୦ରୁ ଅଧିକ ଗଣେଶ, ଏହା ପଛରେ ଥିବା କାରଣ କରିବ ଆପଣଙ୍କୁ ଚକିତ

ଭଗବାନଙ୍କୁ ନେଇ ଏମିତି ଅନେକ କଥା ରହିଛି, ଯାହାକୁ ଜାଣିବା ପାଇଁ ଆମର ଇଚ୍ଛା ରହିଥାଏ। ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି।…

ଜାପାନ ଲଞ୍ଚ କଲା ଦୁନିଆର ଛୋଟ ଇଲେକଟ୍ରିକ କାର, ଥରେ ଚାର୍ଜ କଲେ ଯିବ ୧୫୦ କିଲୋମିଟର 

ବଜାରକୁ ଆସୁଛି ଦୁନିଆର ସବୁଠୁ ଛୋଟ ଇଲେକଟ୍ରିକ ବାହନ। ଟେକ୍ନୋଲୋଜି ଦୁନିଆରେ ସବୁଠୁ ଆଗରେ ଥିବା ଜାପାନ ଏହି ନୂଆ ଉଦ୍ଭାବନ କରିଛି। ଜାପାନର ଟୋୟଟା କମ୍ପାନୀ ନିଜର ନୂଆ ଇଲେକଟ୍ରିକ ବାହନ ଉପରୁ ପର୍ଦା ଉଠାଇଛି। କମ୍ପାନୀ ଏହାର ନାମ ଟୋୟଟା C+pod ରଖିଛି। ଯାହା ଏକ କମ୍ପାକ୍ଟ ଇଲେକଟ୍ରିକ କାର…

ଜାପାନର ନୂଆ ଆବିଷ୍କାର, ଏଥର ଟିଭି ସ୍କ୍ରିନରେ ମିଳିବ ସବୁ ଖାଦ୍ୟର ସ୍ୱାଦ

ଟେକ୍ନୋଲୋଜି ରେସ୍‌ରେ ସବୁଠୁ ଆଗରେ ରହିଥିବା ଜାପାନ ପୁଣିଥରେ ଦୁନିଆକୁ ନିଜର ନୂଆ ଆବିଷ୍କାର ଆଣିବାକୁ ଯାଉଛି। ଜାପାନୀ ପ୍ରଫେସର ଏମିତି ଏକ ଟିଭି ତିଆରି କରିଛନ୍ତି ଯାହା କେବଳ ସ୍ୱାଦିଷ୍ଟ ବ୍ୟଞ୍ଜନ ବା ଖାଦ୍ୟକୁ ଦେଖାଇନଥାଏ ବରଂ ସେସବୁର ଟେଷ୍ଟ ମଧ୍ୟ ଦେଇଥାଏ। ମାନେ ଟିଭି ଦେଖିବା ସମୟରେ…