Browsing Tag

japan

କାଠ ବାକ୍ସରେ ଲୁଚି ରହିଛନ୍ତି ୨୦୦ରୁ ଅଧିକ ଗଣେଶ, ଏହା ପଛରେ ଥିବା କାରଣ କରିବ ଆପଣଙ୍କୁ ଚକିତ

ଭଗବାନଙ୍କୁ ନେଇ ଏମିତି ଅନେକ କଥା ରହିଛି, ଯାହାକୁ ଜାଣିବା ପାଇଁ ଆମର ଇଚ୍ଛା ରହିଥାଏ। ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି।…

ଜାପାନ ଲଞ୍ଚ କଲା ଦୁନିଆର ଛୋଟ ଇଲେକଟ୍ରିକ କାର, ଥରେ ଚାର୍ଜ କଲେ ଯିବ ୧୫୦ କିଲୋମିଟର 

ବଜାରକୁ ଆସୁଛି ଦୁନିଆର ସବୁଠୁ ଛୋଟ ଇଲେକଟ୍ରିକ ବାହନ। ଟେକ୍ନୋଲୋଜି ଦୁନିଆରେ ସବୁଠୁ ଆଗରେ ଥିବା ଜାପାନ ଏହି ନୂଆ ଉଦ୍ଭାବନ କରିଛି। ଜାପାନର ଟୋୟଟା କମ୍ପାନୀ ନିଜର ନୂଆ ଇଲେକଟ୍ରିକ ବାହନ ଉପରୁ ପର୍ଦା ଉଠାଇଛି। କମ୍ପାନୀ ଏହାର ନାମ ଟୋୟଟା C+pod ରଖିଛି। ଯାହା ଏକ କମ୍ପାକ୍ଟ ଇଲେକଟ୍ରିକ କାର…

ଜାପାନର ନୂଆ ଆବିଷ୍କାର, ଏଥର ଟିଭି ସ୍କ୍ରିନରେ ମିଳିବ ସବୁ ଖାଦ୍ୟର ସ୍ୱାଦ

ଟେକ୍ନୋଲୋଜି ରେସ୍‌ରେ ସବୁଠୁ ଆଗରେ ରହିଥିବା ଜାପାନ ପୁଣିଥରେ ଦୁନିଆକୁ ନିଜର ନୂଆ ଆବିଷ୍କାର ଆଣିବାକୁ ଯାଉଛି। ଜାପାନୀ ପ୍ରଫେସର ଏମିତି ଏକ ଟିଭି ତିଆରି କରିଛନ୍ତି ଯାହା କେବଳ ସ୍ୱାଦିଷ୍ଟ ବ୍ୟଞ୍ଜନ ବା ଖାଦ୍ୟକୁ ଦେଖାଇନଥାଏ ବରଂ ସେସବୁର ଟେଷ୍ଟ ମଧ୍ୟ ଦେଇଥାଏ। ମାନେ ଟିଭି ଦେଖିବା ସମୟରେ…

ଅସରପାକୁ ଗରମ ପାଣିରେ ସିଝାଇବା ପରେ ସଢାଇ ପ୍ରସ୍ତୁତ କରାଯାଏ ବିଅର, ଜାଣନ୍ତୁ କେଉଁଠି ?

ଖାଇବା ପିଇବା ମାମଲାରେ ସବୁବେଳେ ନୂଆ ଜିନିଷ ଚାଇନାବାସୀଙ୍କ ଠାରୁ ଜାଣିବାକୁ ମିଳିଥାଏ। ଚୀନରେ ପୋକ ଜୋକକୁ ଲୋକେ ବହୁତ ଖୁସି ହୋଇ ଖାଇଥାନ୍ତି। ଚୀନ ପୋକଜୋକକୁ ନେଇ ଅନେକ ପ୍ରକାର ଖାଦ୍ୟପଦାର୍ଥ ଠାରୁ ଆରମ୍ଭ କରି ସୁପ୍‌ ପର୍ଯ୍ୟନ୍ତ ସବୁକିଛି ଜିନିଷ ପ୍ରସ୍ତୁତ କରିଥାଏ। କିନ୍ତୁ ଜାପାନରେ…

ଦୁନିଆର ଏପରି ଦେଶ, ଯେଉଁଠି ଲୋକଙ୍କ ମୃତ୍ୟୁକୁ ଅବୈଧ ଘୋଷଣା କରାଯାଇଛି

ଯାହାର ଜନ୍ମ ଅଛି ତାର ମୃତ୍ୟୁ ମଧ୍ୟ ସୁନିଶ୍ଚିତ। ଏହା ଉପରେ ଭଗବାନଙ୍କର ବଳ ବି କାମ ଦିଏନି। ଭାଗ୍ୟରେ ଯେତେବେଳେ ଯାହା ଲେଖାହୋଇଛି ତାହା ସେତେବେଳେ ହୋଇକି ରହିବ। କିନ୍ତୁ ଆଜି ଆମେ ଦୁନିଆର ଏମିତି ଏକ ଖବର ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ହୁଏତ ଆପଣ କହିବେ ଏହା କିପରି ସମ୍ଭବ। ଏହି…

ଦୁନିଆର ପ୍ରଥମ ଦୁଆଲ ମୋଡ ହ୍ଵିକିଲ ଲଞ୍ଚ କଲା ଜାପାନ, ଯାହାର ଫଟୋ ହେଉଛି ଖୁବ ଭାଇରାଲ

ଜାପାନରେ ଲଞ୍ଚ ହେବାକୁ ଯାଉଛି ଦୁନିଆର ପ୍ରଥମ ଦୁଆଲ ମୋଡ ଗାଡ଼ି, ଯାହା ଉଭୟ ରୋଡ଼ ଓ ରେଲେଓ୍ଵ ଟ୍ରାକରେ ଯାଇପାରିବ।  ଏହା ଏକ ଏମିତି ବସ୍‌ ଯାହା ଉଭୟ ସଡ଼କ ଓ ରେଳ ଟ୍ରାକରେ ଯାଇପାରିବ। ସାଧାରଣ ଭାବେ ଏହା ଦେଖିବା ଅସମ୍ଭବ ।କାରଣ ବସ୍‌ ରେ ଯେଉଁ ଚକ ବ୍ୟବହାର କରାଯାଇଥାଏ। ତାହା କେବଳ ପିଚୁ ରୋଡ଼…

ହସ୍ପିଟାଲ ପାଇଖାନା ପାଣିକୁ ୩୦ ବର୍ଷ ଧରି ପିଇ ଆସୁଥିଲେ ଲୋକେ, ଏମିତି ଖୁଲାସା ହେବା ପରେ କ୍ଷମା ମାଗିଲେ କର୍ତ୍ତୃପକ୍ଷ

ଜାପାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏକ ରିପୋର୍ଟ ମୁତାବକ, ଜାପାନର ଏକ ହସ୍ପିଟାଲ ଶୌଚାଳୟ ପାଇଁ ଉପଲବ୍ଧ ପାଣିକୁ ପାଖାପାଖି ୩୦ ବର୍ଷ ଧରି ପାନୀୟ ଜଳ ରୂପେ ବ୍ୟବହାର କରିଛି। ଏହି ଘଟଣା ଗତ ମାସରେ ସାମ୍ନାକୁ ଆସିଥିଲା, ଯାହା ପରେ ଓସାକା…

ଜାପାନ ଲଞ୍ଚ କରୁଛି ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ,ଜାଣନ୍ତୁ ଏହାର ଦାମ ସହ ବୁକିଂ ଡିଟେଲ୍ସ

ତେଲଦର ବୃଦ୍ଧି ପାଇଁ ଏବେ ଲୋକ ନୂଆ ନୂଆ ଟେକ୍ନୋଲୋଜିକୁ ଆପଣାଇଲେଣି। କିଛିଦିନ ପୂର୍ବରୁ ଆପଣ ଇଲେକଟ୍ରୋନିକ୍ସ ଗାଡ଼ି ସମେତ ବଜାରକୁ ଫ୍ଳାଇଂ କାର ଆସିଥିବାର ଖବର ଶୁଣିଥିବେ। କିନ୍ତୁ ଏବେ ଏକ ନୁଆ ଖବର ସାମ୍ନାକୁ ଆସିବାକୁ ଯାଉଛି। ଫ୍ଲାଇଂ କାରର ବିକଳ୍ପ ରୂପେ ଏବେ ଗ୍ରାହକଙ୍କ ପାଇଁ ଫ୍ଲାଇଂ…

ଦୁନିଆର ସବୁଠାରୁ ଶକ୍ତିଶାଳୀ ଏହି ୨ଟି ଦେଶର ପାସପୋର୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ହେନଲି ପାସପୋର୍ଟ ଇଣ୍ଡେକ୍ସ ତରଫରୁ ଗ୍ଲୋବାଲ୍ ମୋବିଲିଟି ରିପୋର୍ଟ ୨୦୨୧ ପ୍ରକାଶ କରିଛି । ଯେଉଁଥିରେ ଜାପାନ ଏବଂ ସିଙ୍ଗାପୁରର ସ୍ଥାନ ଶୀର୍ଷରେ ରହିଛି । ଏଥି ସହିତ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୯୦ ତମ ସ୍ଥାନରେ ରହିଛି। ଗତ ବର୍ଷଠାରୁ ଭାରତ ଏହି ତାଲିକାରେ ୬ ଟି ସ୍ଥାନ ହ୍ରାସ…

ପ୍ରେମ ପାଇଁ ଛାଡ଼ି ଦେଲେ କୋଟି କୋଟି ଟଙ୍କା, ଏହି ସାଧାରଣ ଯୁବକଙ୍କୁ ବିବାହ କରିବାକୁ ଯାଉଛନ୍ତି ଜାପାନର ରାଜକୁମାରୀ

ଜାପାନର ରାଜକୁମାରୀ ମାକୋ ଆସନ୍ତା ମାସରେ ତାଙ୍କ ଭାବୀ ସ୍ୱାମୀଙ୍କୁ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ବିବାହ ଉତ୍ସବ ପାଇଁ ଏ ପର୍ଯ୍ୟନ୍ତ କୌଣସି ଯୋଜନା ହୋଇ ନାହିଁ। ତେବେ ଏହି ବିବାହ ଉପରେ ସାରା ବିଶ୍ୱର ନଜର ରହିଛି। କାରଣ ରାଜକୁମାରୀ ଯେଉଁ ବ୍ୟକ୍ତିଙ୍କୁ ବିବାହ କରୁଛନ୍ତି ସେ ଜଣେ…

କାହାଣୀ ଏମିତି ଏକ ଜାହାଜର, ଯାହା ଆଜି ବି ରହିଛି ରହସ୍ୟ ଘେରରେ

ଅପ୍ରେଲ ୨୦୦୭ରେ ଏକ ହେଲିକପ୍ଟର ପାଇଲଟ୍‌ ଅଜବ ଘଟଣା ଦେଖିଥିଲେ । ଅଷ୍ଟ୍ରେଲିଆର କ୍ୱିନ୍ସଲଲାଣ୍ଡ କୂଳରେ ଗ୍ରେଟ ଓ୍ଵାରିୟର ରିଫରେ ଏକ କାଟାମାରାନ ଜାହାଜ ଦିଗ ଜାଣି ନପାରି ହଜିଯାଇଥିଲା। ଜାହାଜ ଏଭଳି ଅଚିହ୍ନା ସ୍ଥାନରେ ରହିଥିବା ଅବସ୍ଥାରେ ଜାହାଜରେ ପାଲ ଲାଗିଥିଲା ଏବଂ ମେସିନ ମଧ୍ୟ…

ଦୁନିଆରେ ଏହି ସ୍ଥାନକୁ ଥରେ ଗଲେ ଫେରିବା ଅସମ୍ଭବ

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି , ଯାହା ଦେଖିବା ପାଇଁ ବହୁତ ସୁନ୍ଦର କିନ୍ତୁ ତାହା ମଧ୍ୟରେ ଲୁଚି ରହିଥାଏ ଅନେକ ରହସ୍ୟ। ଆଜିର ଏହି ଭିଡିଓରେ ଆମେ ସେହି ରହସ୍ୟ ଉପରୁ ପରଦା ଉଠାଇବୁ। ଆପଣ ସମସ୍ତେ ଜାଣିଛନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠୁ ପ୍ରକୃତି ବହୁତ ସୁନ୍ଦର…