Browsing Tag

japan

ଦୁନିଆରେ ଏହି ସ୍ଥାନକୁ ଥରେ ଗଲେ ଫେରିବା ଅସମ୍ଭବ

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି , ଯାହା ଦେଖିବା ପାଇଁ ବହୁତ ସୁନ୍ଦର କିନ୍ତୁ ତାହା ମଧ୍ୟରେ ଲୁଚି ରହିଥାଏ ଅନେକ ରହସ୍ୟ। ଆଜିର ଏହି ଭିଡିଓରେ ଆମେ ସେହି ରହସ୍ୟ ଉପରୁ ପରଦା ଉଠାଇବୁ। ଆପଣ ସମସ୍ତେ ଜାଣିଛନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠୁ ପ୍ରକୃତି ବହୁତ ସୁନ୍ଦର…

ବିଦ୍ୟୁତରେ ଚାଲୁଚି ପଞ୍ଚତାରକା ହୋଟେଲ, ଏଭଳି ବିଦ୍ୟୁତ ଶକ୍ତିରେ ଚାଲୁଥିବା ଏହା ବିଶ୍ୱର ଏକମାତ୍ର ହୋଟେଲ

ପ୍ରକୃତିର ଭୟଙ୍କର ରୂପ ଆପଣ ଅନେକ ବାର ଭିଡ଼ିଓ ମାଧ୍ୟମରେ ଦେଖିଥିବେ ।  ଆଜି ପୁରା ଦୁନିଆରେ ଜଳବାୟୁରେ ଯଦି ପରିବର୍ତ୍ତନ ହେଉଛି, ତେବେ ଏଥିପାଇଁ ମନୁଷ୍ୟ ଜଗତ ହିଁ ଦାୟୀ। ଏହା ଆମେ କାହିଁକି କହୁଛୁ ଆପଣ ନିଶ୍ଚୟ ବୁଝିପାରୁଥିବେ।  ପ୍ଲାଷ୍ଟିକ ବ୍ୟବହାର ଏହାର ମୁଖ୍ୟ କାରଣ । ଜୀବ ଜଗତ ସହିତ…

ଆଜିର ଦିନରେ କେବଳ ଭାରତ ନୁହେଁ ବରଂ ଆହୁରି ୪ଟି ଦେଶ ପାଇଥିଲେ ସ୍ୱାଧୀନତା, ଜାଣନ୍ତୁ

ଆଜି ଅଗଷ୍ଟ ୧୫। ଭାରତବର୍ଷରେ ଏହି ତାରିଖକୁ ଥାଏ ସମସ୍ତଙ୍କ ଅପେକ୍ଷା । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଖୁବ ସ୍ମରଣୀୟ ଦିବସ । କାରଣ ଏହିଦିନ ଇଂରେଜ ମାନଙ୍କ କବଳରୁ ଆମ ଦେଶ ସ୍ୱାଧୀନ ହୋଇଥିଲା । ୧୯୪୭ ମସିହାର ଏହିଦିନ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦେଇଥିଲା । ଦେଶ ମାତୃକାର ଏହି…

କରୋନା ସଂକ୍ରମଣ ବଢୁଥିବାରୁ ବାତିଲ ହୋଇପାରେ ଅଲମ୍ପିକ୍ସ, ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ

ଆଉ ଦୁଇ ଦିନ ପରେ ଟୋକିଓ ଅଲମ୍ପିକ୍ସ । ତେବେ କ୍ରୀଡା ସହ ଜଡିତ ବ୍ୟକ୍ତି ଓ କ୍ରୀଡାବିତଙ୍କୁ ମିଶାଇ ୭୨ ଜଣ କରୋନା ସଂକ୍ରମିତ ହେବା ଓ ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଲମ୍ପିକ୍ସ ଆୟୋଜନ କରିବା ଯୁଦ୍ଧ ଠାରୁ କଷ୍ଟକର । ବିନା ଦର୍ଶକରେ…

ଦୁନିଆର ସବୁଠାରୁ ଅଧିକ ସ୍ପିଡ ଚାଲୁଥିବା ଇଣ୍ଟରନେଟ, ୧ ସେକେଣ୍ଡରେ ଡାଉନଲୋଡ ହୋଇପାରିବ ୫୭ ହଜାର ଫିଲ୍ମ

ଇଣ୍ଟରନେଟ ଆମ ଜୀବନକୁ ଅଧିକ ସହଜ କରିଦେଇଛି। ଯେଉଁ ଭାରତରେ ୫ଜି ଆସିବାର ରହିଥିବା ବେଳେ ଚୀନ ଏବଂ ଆମେରିକାରେ ୬ଜି ଟେଷ୍ଟିଂ ଚାଲିଛି। କିନ୍ତୁ ଜାପାନ ଏମିତି କାରନାମା କରୁଛି, ଯାହା ଆପଣ ଶୁଣି ଆଶ୍ଚର୍ଯ୍ଯ ହେବେ। ଜାପାନର ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଇନଫରମେସନ ଆଣ୍ଡ କମ୍ଯୁନିକେସନ…

ଜାପାନ: ଯୁବତୀଙ୍କ ମୃତଦେହ ଭାବି ପାଣିରୁ ଉଦ୍ଧାର କଲା ରେସ୍କ୍ୟୁ ଟିମ୍‌, ହେଲେ ଏ କ’ଣ, ବାହାରକୁ ଆସିବା ପରେ…

ଜାପାନର ହାକିନୋହେ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ପାଣିରେ ବୁଡ଼ି ଯାଇଥିବା ନେଇ ଯେତେବେଳେ ଜରୁରିକାଳୀନ ସେବାକୁ ଖବର ଦିଆଯାଇଥିଲା, ତ ସେହି ସମୟରେ ଉଦ୍ଧାରକାରୀ ଦଳ ସହିତ ପୋଲିସ ଓ ଆମ୍ବୁଲାନ୍ସ ତରବରିଆ ଭାବେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସଙ୍ଗେ ସଙ୍ଗେ…

ମିୟାଜାକୀ ଆମ୍ବର ଦାମ ରହିଛି ସବୁଠୁ ଅଧିକ, ଶରୀର ପାଇଁ ହୋଇଥାଏ ଖୁବ ଲାଭଦାୟକ

ଖରାଦିନରେ ସମସ୍ତେ ଆମ୍ବ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏକ ଖାସ ଆମ୍ବ ରହିଛି ଚର୍ଚ୍ଚା ଘେରରେ । ମିୟାଜାକୀ ନାମକ ଏହି ଆମ୍ବର ଦାମ ଅନ୍ତରାଷ୍ଟ୍ରୀୟ ବଜାରରେ ପାଖାପାଖି ୨.୭୦ ଲକ୍ଷ ଟଙ୍କା । ଏହା ମଧ୍ୟପ୍ରଦେଶରେ ଚାଷ କରାଯାଉଛି । ତେବେ ଏହାର ରଙ୍ଗରେ ମଧ୍ୟ ପାର୍ଥକ୍ୟ ରହିଛି…

କେବେ ଖାଇଛନ୍ତି କି ରସୁଣ ଓ ସୋୟା ସସ ଆଇସକ୍ରିମ ? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟ ଜନକ ରହସ୍ୟ ବିଷୟରେ

ଆଇସକ୍ରିମ ଏପରି ଏକ ଜିନିଷ ଯାହା ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ସ୍ବାଦକୁ ପସନ୍ଦ କରିଥାନ୍ତି । କିନ୍ତୁ ଆଇସକ୍ରିମ ସ୍ୱାଦ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସୁଦ୍ଧା ଆପଣ ଚକୋଲେଟ୍, ଭାନିଲା, ଷ୍ଟ୍ରବେରୀ, ବ୍ଲାକ୍ କରେଣ୍ଟ୍, କଫି ଇତ୍ୟାଦି ସ୍ୱାଦ…

୧୮ ଲକ୍ଷ ଟଙ୍କାରେ ନିଲାମ ହେଲା ଦୁଇଟି ଖରବୁଜ, ଜାଣନ୍ତୁ କ’ଣ ରହିଛି ଖାସିୟତ

ଖରବୁଜର ନାଁ ଶୁଣିଲେ ହିଁ ମୁହଁରେ ଲାଳ ଆସିଯାଇଥାଏ, କିନ୍ତୁ ଜାପାନରେ ଏହି ଫଳକୁ ନେଇ ଲୋକେ ଏତେ କ୍ରେଜି ଯେ ୟୁବାରୀ ନାମରେ ପ୍ରସିଦ୍ଧ ଦୁଇଟି ଖରବୁଜକୁ ୨୭ ଲକ୍ଷ ୟେନରେ କିଣା ଯାଇଛି। ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ ୧୮,୧୯,୭୧୨ ଲକ୍ଷ ଟଙ୍କା। ଚଳିତବର୍ଷ ଜାପାନର ଉତ୍ତର…

ବୁଲେଟ ଟ୍ରେନର ସ୍ପୀଡ ଥିଲା ଘଣ୍ଟା ପ୍ରତି ୧୫୦ କିମି, ସିଟ ଛାଡ଼ି ପରିସ୍ରା ଚାଲିଗଲେ ଡ୍ରାଇଭର, ଆଉ…

ଜାପାନକୁ ଏହାର ବୁଲେଟ ଟ୍ରେନ ପାଇଁ ବି ଜଣାଯାଇଥାଏ। ଏଠାରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି ହୋଇଥିବା ବୁଲେଟ ଟ୍ରେନ ବହୁତ କ୍ଷୀପ୍ର ଗତିରେ ଚାଲିଥାଏ। ଏମିତିରେ ଏହି ଟ୍ରେନକୁ ବହୁତ ସାବଧାନତାର ସହ ଚଲା ଯାଇଥାଏ। କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।…

ଜାପାନରେ ପ୍ରସିଦ୍ଧ ଏହି ସେଲିବ୍ରିଟି କଇଁଛ, ତା’ର ଚାଲିରେ ଆକର୍ଷିତ ହୋଇଯାଆନ୍ତି ହଜାର ହଜାର ଯୁବତୀ

ଯଦି ଆପଣ ଭାରତରେ କୌଣସି ରାସ୍ତାରେ ଭିଡ଼ ଦେଖୁଛନ୍ତି, ତ ଅଧିକରୁ ଅଧିକ ସମ୍ଭାବନା ଥାଏ କି ସେଠି କେହି ସେଲିବ୍ରିଟି ଉପସ୍ଥିତ ଥିବେ। କିନ୍ତୁ ଜାପାନର ଟୋକିଓରେ ଲୋକେ ୨୫ ବର୍ଷର ଏକ କଇଁଛର ଫ୍ୟାନ। ସୋସିଆଲ ମିଡିଆରେ ବନ ନାମକ ଏହି କଇଁଛର ବହୁତ ଚର୍ଚ୍ଚା ହେଉଛି। 'ବନ ଚାନ' ୬୮ ବର୍ଷୀୟ…

ଇଏ କି ପ୍ରେମରେ ବାବା! ଏକାସଙ୍ଗେ ୩୫ ଜଣଙ୍କୁ ଡେଟ୍‌ କରୁଥିଲା ‘ରୋମିଓ’, କିନ୍ତୁ ଗୋଟେ ଭୁଲ୍‌ ଯୋଗୁ ଧରାପଡ଼ିଗଲା ସବୁ…

ବର୍ତ୍ତମାନ ସମୟରେ ପ୍ରେମ ଏକ ସାଧାରଣ କଥା ହୋଇଗଲାଣି। କିଛି ଯୁବକ ତ ଗୋଟିଏ ସମୟରେ ଦୁଇ ତିନି ଜଣଙ୍କ ସହ ମଧ୍ୟ ପ୍ରେମର ଅଭିନୟ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏବେ ଜଣେ ଏମିତି ବ୍ୟକ୍ତି ଧରାପଡ଼ିଛନ୍ତି ଯିଏ ଗୋଟିଏ ସମୟରେ ୩୫ ଗାର୍ଲଫ୍ରେଣ୍ଡକୁ ଡେଟ୍‌ କରୁଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ…