Browsing Tag

jharsuguda

ଝାରସୁଗୁଡ଼ା: ଆସନ୍ତାକାଲି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ, ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି…

କେନ୍ୟୁଜ(ବ୍ୟୁରୋ): ଦୁଇ ଦିନ ପରେ ଝାରସୁଗୁଡ଼ା ଉପନିର୍ବାଚନ । ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ । ଆସନ୍ତାକାଲି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ । ଭୋଟ୍‌ ଗ୍ରହଣ ପରେ ୧୦ ତାରିଖରେ ଫେରିବେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ ରହିଛି ।…

ଆଜି ଦୁଲୁକିବ ମୈଦାନ, ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କେନ୍ୟୁଜ୍‌(ବ୍ୟୁରୋ): ଅନ୍ତିମ ପର୍ଯ୍ୟାୟରେ ଝାରସୁଗୁଡ଼ାରେ ପ୍ରଚାର ଲଢ଼େଇ । ଆଜି ଦୁଲୁକିବ ମୈଦାନ । ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିବ । ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍‌…

ଆସନ୍ତାକାଲି ଝାରସୁଗୁଡ଼ା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସାଧାରଣ ଲୋକଙ୍କୁ କରିବେ ସମ୍ବୋଧିତ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଝାରସୁଗୁଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅପରାହ୍‌ଣ ସାଢ଼େ ୪ଟାରେ ଅମଲିପାଲିଠାରେ ଦୀପାଳୀଙ୍କ ପାଇଁ ଭୋଟ ମାଗିବେ । ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ । ସୁପ୍ରିମୋଙ୍କ ପ୍ରଚାର ବିଜେଡି ଶିବିରରେ…

ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ, ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା (କେନ୍ୟୁଜ): ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ…

ଝାରସୁଗୁଡ଼ା ପ୍ରଚାର ମୈଦାନାକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା ପ୍ରଚାର ମୈଦାନାକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀପାଳିଙ୍କ ପାଇଁ ପ୍ରଚାର କରିପାରନ୍ତି । ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିବା ସମ୍ଭାବନା ରହିଛି । ନିର୍ବାଚନୀ ସଭାକୁ ସମ୍ବୋଧିତ କରିପାରନ୍ତି । ତେବେ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ସୂଚନା…

ଗଞ୍ଜେଇ ଚାଲାଣ ନେଇ କାର୍ଯ୍ୟାନୁଷ୍ଠାନ ବେଳେ ବନ୍ଧୁକ ଓ ଗୁଳି ଜବତ, ବୌଦ୍ଧରୁ ଆଣି ଝାରସୁଗୁଡାରେ ବିକ୍ରି କରୁଥିଲା…

ଝାରସୁଗୁଡା(କେନ୍ୟୁଜ୍):  ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ଗଞ୍ଜେଇ ଚାଲାଣ ନେଇ କାର୍ଯ୍ୟାନୁଷ୍ଠାନ ବେଳେ ବନ୍ଧୁକ ଓ ଗୁଳି ଜବତ। ଝାରସୁଗୁଡା ଥାନା ପୁରୁଣାବସ୍ତି ଲୁହୁରାପଡା ଅଞ୍ଚଳରେ ଜବତ ହେଲା ବନ୍ଧୁକ ଓ ଗୁଳି। ବେଆଇନ ନିଶା କାରବାର ନେଇ ଖବର ମିଳିବା ପରେ ଚଢଉ କରିଥିଲା ଝାରସୁଗୁଡ଼ା…

ଝାରସୁଗୁଡା ବାଜି: ବିଜେଡି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

କେନ୍ୟୁଜ୍(ବ୍ୟୁରୋ): ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୧ ନମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦୁଇ ନମ୍ବରରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଛନ୍ତି । ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ,…

ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ, ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲା ପାରା

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ଦିନ ବଢ଼ିବା ସହ ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ସକାଳୁ ସକାଳୁ ତାତି ଅସମ୍ଭାଳ ହେଉଛି । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୦.୮ ଡିଗ୍ରୀ…

ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି, ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା

ଭୁବନେଶ୍ବର(କେନ୍ୟୁଜ୍):  ଡେଉଁଛି ପାରଦ, ବଢୁଛି ତାତି । ଆକାଶରୁ ଅଗ୍ନି ବର୍ଷୁଛି । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ୧୩ରୁ ୧୫ ତାରିଖ ଯାଏ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୧୬ ତାରିଖରେ ଏଥିରେ ବ୍ରେକ ଲାଗିବାର ସମ୍ଭାବନା ରହିଛି । ଏହି ସମୟରେ ରାଜ୍ୟ…

ଝାରସୁଗୁଡ଼ାର ୪ ବ୍ଲକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି, ପଦ୍ମପୁର ଫଳାଫଳରେ ବିପୁଳ ବିଜୟ ଆଣିଦେଇଥିବା…

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ରଣନୀତି । ୪ଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିରେ ଉପନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ। ପଦ୍ମପୁର ଉପନିର୍ବାଚନରେ ଦଳକୁ ବିପୁଳ ବିଜୟ ଆଣିଦେଇଥିବା ଭେଟେରାନଙ୍କ ଉପରେ ପୁଣି ଭରସା…

ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲା, ଆଉ ଜଣକୁ ଉଠାଇ ନେଇ ଅଟକ ରଖିଲା ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ୍): ସରବାହାଲରୁ ନାବାଳକ ସମର୍ଥ ଅପହୃତ ଓ ହତ୍ୟା ମାମଲାରେ ଆଉ ଜଣେ ଅଟକ। ଝାରସୁଗୁଡ଼ା ପୋଲିସ ବୁର୍ଲାରୁ ଆଉ ଜଣକୁ ଉଠାଇ ନେଇ ଅଟକ ରଖିଛି। ଅପହରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ସମର୍ଥକୁ ଲୁଚାଇ ରଖାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ଅମିତ…

ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର(କେନ୍ୟୁଜ୍): ଝାରସୁଗୁଡା ଉପନିର୍ବାଚନ।ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ। ଝାରସୁଗୁଡା ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧୦ରେ ଭୋଟିଂ,୧୩ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି…