ଜିଓର ଏହି ଶସ୍ତା ରିଚାର୍ଜରେ ପାଇବେ 5G ଇଣ୍ଟରନେଟ ସୁବିଧା, ଏପରି କରନ୍ତୁ ରିଚାର୍ଜ
ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଜିଓର ଆସିଲା ଆଉ ଏକ ବହୁତ ବଡ଼ ପ୍ଲାନ। ନିଜ ୟୁଜର୍ସଙ୍କୁ ପୁଣିଥରେ ସରପ୍ରାଇଜ ଦେଇଛି ଜିଓ ଟେଲିକମ କମ୍ପାନୀ। ଆଉ ଏହା ସେମାନଙ୍କ ବହତୁ ବଡ଼ ଫାଇଦା ମଧ୍ୟ ଯୋଗାଇବ। ଏହି ପ୍ଲାନରେ ଆପଣଙ୍କୁ ଅନଲିମିଟେଡ ବେନିଫିଟସ୍ ମିଳିବ ।
ଯଦି ଆପଣ ଅନଲିମିଟେଡ କଲିଂର…