ଦୁଇ ମହିଳାଙ୍କ ସଂଘର୍ଷମୟ କାହାଣୀ, ଦୃଢ ଆତ୍ମବିଶ୍ଵାସ ଓ କଠିନ ପରିଶ୍ରମ ଯୋଗୁଁ ମିଳିଛି ଲକ୍ଷପତି ଦିଦିର ମାନ୍ୟତା
ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଜଣେ ବ୍ୟକ୍ତିଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥାଏ । କିଛି କରିବାର ଇଚ୍ଛାଶକ୍ତି ଆଜି ଦୁଇ ମହିଳାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ଏମିତି ଦୁଇଜଣ ଜଣ ପରିଶ୍ରମୀ ମହିଳା ହେଲେ କିରଣବାଳା ମହାପାତ୍ର ଏବଂ ଊଷାରଣୀ ସାହୁ । ତେବେ ଆସନ୍ତୁ ଜାଣିବା…