Browsing Tag

kalabaisakhi in odisha

ଆଜିବି ରାଜ୍ୟରେ କାଳବୈଶାଖୀ ପ୍ରଭାବ, ହୋଇପାରେ ବିଜୁଳି ଘଡଘଡି ଓ ଝଟକା ପବନ

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ । ବର୍ଷା ସହ ହୋଇପାରେ ବିଜୁଳି ଘଡଘଡି ଓ ଝଟକା ପବନ । ସତର୍କ କଲା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ମାଲକାନଗିରି, ରାୟଗଡ଼ା, କୋରାପୁଟ ଜିଲ୍ଲା ସହ ଗଞ୍ଜାମ, ଗଜପତି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ସହ ମୟୂରଭଞ୍ଜ, କେନ୍ଦୁଝର,…

ବଦଳୁଛି ପାଣିପାଗର ମିଜାଜ, ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ

ଭୁବନେଶ୍ୱର : ବଦଳୁଛି ପାଣିପାଗର ମିଜାଜ । ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ । ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳୁ ଓ କାଳବୈଶାଖୀ ବର୍ଷା । ଆଜି ବି କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏନେଇ ମାଲକାନଗିରି ,କୋରାପୁଟ, ରାୟଗଡା,ନବରଙ୍ଗପୁର, ଗଂଜାମ ,…

୫ ଦିନ ଯାଏ କାଳବୈଶାଖୀ, ଆଗାମୀ ୨୪ ଘଣ୍ଟାରେ ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆହୁରି ୪ ଦିନ କାଳବୈଶାଖୀ ।  ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି, କୁଆପଥର ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।  ଆଗାମୀ ୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ…

କାଳବୈଶାଖୀରେ ନଷ୍ଟ ହୋଇ ଯାଇଛି ଅନେକ ଘର, ବେସାହାରା ହେଲେ ଗରିବ ପରିବାର

ଭଂଜନଗର: କାଳ ହେଲା, କାଳବୈଶାଖୀ । ଉଡ଼େଇ ନେଲା ଘର ଛପର । ବେସାହାରା କରିଦେଲା ଗାଁର ଅଧିକାଂଶ ଗରିବ ପରିବାରଙ୍କୁ । ପାଗ ବଦଳିବା ପରେ, ଖୋଲା ଆକାଶ ତଳେ ପିଲାଛୁଆଙ୍କୁ ନେଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ ।  କିଏ ଉଡି ଯାଇଥିବା ଟିଣ ଛପରକୁ ସଜାଡୁଛି ତ କିଏ ଜରି-ପାଲ ତଳେ…

ପାଟଣାଗଡ଼ ଓ ନରସିଂହପୁରରେ ତାଣ୍ଡବ ରଚିଲା କାଳବୈଶାଖୀ: କୁଆପଥର ମାଡ଼କୁ, ଭାଙ୍ଗିଲା ବଡ଼ ବଡ଼ ଗଛ

ପାଟଣାଗଡ଼/ନରସିଂହପୁର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ତାଣ୍ଡବ ରଚିଲା କାଳବୈଶାଖୀ ।  ବର୍ଷା ଓ ପବନରେ ଭଙ୍ଗିଲା ଅନେକ ଗଛ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା।  ବର୍ଷା ପବନ ହେବା ଯୋଗୁଁ ଅନେକ ଗଛଭାଙ୍ଗିଛି । ଗଛଭାଙ୍ଗି…

ନରସିଂହପୁର ବ୍ଲକରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡ଼ିଲା, ଘର ଭାଙ୍ଗିଲା

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ବ୍ଲକରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ । ପ୍ରବଳ ବର୍ଷା ଓ ପବନରେ କଅଁଳପଡାରେ ଗଛ ଉପୁଡ଼ିପଡ଼ିବାରୁ ଘର ଭାଙ୍ଗିଯାଇଛି । ତେବେ ଦୁର୍ଘଟଣାରୁ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ସରପଞ୍ଚ ପହଞ୍ଚି…

୪ ଦିନ ଯାଏ କାଳବୈଶାଖୀ ଚେତାବନୀ, ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ୪ ଦିନ ଯାଏ କାଳବୈଶାଖୀ ଚେତାବନୀ । ବିଜୁଳି ଓ ଘଡ଼ଘଡ଼ି ପାଇଁ ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର…

ଅଧରାତିରେ ଛେଚିଲା ବର୍ଷା, ଆଉ ଦୁଇ ଦିନ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : କାଳବୈଶାଖୀ ଆଣିଲା ଆଶ୍ବସ୍ତି । ୧୦ ଜିଲ୍ଲାରେ ଛେଚିଲା କାଳବୈଶାଖୀ ବର୍ଷା । ବିଳମ୍ବିତ ରାତିରେ ଭୁବନେଶ୍ବର ଓ କଟକ ସହର ସମେତ ୧୦ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା । ପ୍ରବଳ ପବନ ସାଙ୍ଗକୁ ବିଜୁଲି-ଘଡ଼ଘଡ଼ି ସହ ବର୍ଷା ହୋଇଛି । କାଳବୈଶାଖୀ ବର୍ଷା ପାଇଁ ରାଜ୍ୟରେ…

କାଳବୈଶାଖୀ ପ୍ରଭାବରେ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା, ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ

ଭୁବନେଶ୍ୱର : ଆଜି ବି ଘଡଘଡି ବର୍ଷା ।  କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ।  ଆଗାମୀ ୨୪ ଘଣ୍ଟାରେ ଗୋଟେ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ ।  ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ । ତେବେ…

ବଢୁଥିବା ତାତିରେ ଲାଗିବ ରୋକ, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ତାତିରେ ଲାଗିବ ବ୍ରେକ ।  କାଳବୈଶାଖୀ ଆଣିବ ଖରା ତାତିରୁ ଆଶ୍ବସ୍ତି ।  ଗତ ୨୪ ଘଣ୍ଟାରେ ୩ ରୁ ୪ ଡ଼ିଗ୍ରୀ ତାପମାତ୍ରା ହ୍ରାସ ପାଇଛି ।  ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ତାରିଖ ଯାଏ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷାର ଆଶଙ୍କା । ଆଜି ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬…

ଜାରି ରହିଛି କାଳବୈଶାଖୀ ପ୍ରଭାବ: ୨୯ ତାରିଖ ଯାଏ ଖରାରୁ ମିଳିବ ତ୍ରାହି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ବିଭିନ୍ନ ସ୍ଥାନରେ ଲାଗି ରହିଛି ଝଡ଼ ବର୍ଷା । ପାଗ ଥଣ୍ଡା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା,…

ଭିଜାଇବ ବର୍ଷା: ୧୪ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ) : ଭିଜାଇବ କାଳବୈଶାଖୀ ବର୍ଷା। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଗତ କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତକାଲି ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ…