Browsing Tag

kalabaisakhi in odisha

ଜାରି ରହିଛି କାଳବୈଶାଖୀ ପ୍ରଭାବ: ୨୯ ତାରିଖ ଯାଏ ଖରାରୁ ମିଳିବ ତ୍ରାହି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ବିଭିନ୍ନ ସ୍ଥାନରେ ଲାଗି ରହିଛି ଝଡ଼ ବର୍ଷା । ପାଗ ଥଣ୍ଡା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା,…

ଭିଜାଇବ ବର୍ଷା: ୧୪ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ) : ଭିଜାଇବ କାଳବୈଶାଖୀ ବର୍ଷା। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଗତ କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତକାଲି ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ…

ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ: ଗଛ ଭାଙ୍ଗିଲା, ଆଜବେଷ୍ଟ ଉଡିଲା

କଣ୍ଟାବାଞ୍ଜି(କେନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜୋରରେ ପବନ ହେବା ଯୋଗୁ ବଙ୍ଗୋମୁଣ୍ଡା ମୁଖ୍ଯ ରାସ୍ତା କଡରେ ଥିବା ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟି ସବୁ ଉପୁଡି ଯାଇଛି । ଯାହା ଫଳରେ ବିଦ୍ୟୁତ ସରବାହ ବିଚ୍ଛିନ୍ନ ହୋଇଛି । କେତେକ…

କାଳ ସାଜିଲା କାଳବୈଶାଖୀ: ମାଟିରେ ମିଶିଲା ଆଜବେଷ୍ଟସ୍‌ ଘର, ଭାଙ୍ଗିଗଲା ବହୁ ମୂଲ୍ୟବାନ ଗଛ

ଉଦଳା(କେନ୍ୟୁଜ୍‌): କାଳ ସାଜିଲା କାଳବୈଶାଖୀ । ରାତିରେ ହଠାତ୍‌ ମାଡ଼ି ଆସିଲା ପ୍ରବଳ ବେଗର ପବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ଲୋକଙ୍କ ଘରଦ୍ୱାର ଭାଙ୍ଗିଛି । ମାଟିରେ ଶୋଇ ଯାଇଛି ଆଜବେଷ୍ଟସ୍‌ ଘର । ବହୁ ଲୋକଙ୍କର ଚାଳ ଛପର ଉଡ଼ିଯାଇଛି । ବହୁ ବଡ଼ ବଡ଼…

ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ନେଇ ୧୫ ଜିଲ୍ଲାକୁ…

ଭୁବନେଶ୍ୱର(କେନ୍ୟୁଜ୍‌): ୧୫ ଜିଲ୍ଲାକୁ ବଜ୍ରପାତ ସତର୍କତା। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ପବନ ସହ ବିଜୁଳି ଘଡଘଡି ମାରିଛି। ନବରଙ୍ଗପୁର, ସମ୍ବଲପୁର ଏବଂ ଚାନ୍ଦବାଲିରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟା…

କରଞ୍ଜିଆ ଜାମୁତି ଗ୍ରାମପଞ୍ଚାୟତରେ କାଳ ବୈଶାଖୀର ତାଣ୍ଡବ: ଉପୁଡିଲା ଗଛ, ଭାଙ୍ଗିଲା ଘର ଓ ଛିଣ୍ଡିଲା ବିଦ୍ଯୁତ୍ ତାର

କରଞ୍ଜିଆ(କେନ୍ୟୁଜ୍‌): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଜାମୁତି ଗ୍ରାମ ପଞ୍ଚାୟତରେ କାଳ ବୈଶାଖୀର ତାଣ୍ଡବଲୀଳା । ଗତକାଲି ରାତିରେ ଜାମୁତି, କାଶିଆବେଡା ପ୍ରଭୁତି ଗାଁ ରେ କାଳ ବୈଶାଖୀ ପ୍ରଭାବରେ ଅନେକ ଘର ଭାଙ୍ଗିଯିବା ସହିତ ବିଦ୍ଯୁତ୍ ତାର ଛିଣ୍ଡି ଯାଇଛି । କାଳ ବୈଶାଖୀ…

କାଳବୈଶାଖୀ ତାଣ୍ଡବ: ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଗଛ ଉପୁଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ, ଆଜି ବି ୬ଟି…

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀ ବର୍ଷା। ଘଡଘଡି , ବିଜୁଳି ସହ ଅନବରତ ବର୍ଷା ହେଉଛି। କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଆଦି ୬ ଜିଲ୍ଲାରେ ଜାରିରହିଛି ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା…

ପଶ୍ଚିମବଙ୍ଗ : ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌, ୪୦ ଆହତ, ୧୨ ଗୁରୁତର

କୋଲକତା: ପଶ୍ଚିମବଙ୍ଗରେ ବିମାନ ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌ । ବିମାନ କ୍ୟାବିନରୁ ଖସିଲା ସାମଗ୍ରୀ , ୪୦ ଆହତ, ୧୨ ଗୁରୁତର। ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏଭଳି ଘଟଣା ଘଟିଛି । ସ୍ପାଇସଜେଟ ବୋଇଙ୍ଗ-୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ…

ରାଜଧାନୀରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲକା ବର୍ଷା, ଆଜିଠୁ ନାହିଁ ହିଟୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ):ରାଜ୍ୟରେ ବଦଳିଲା ପାଗର ମିଜାଜ। ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ସକ୍ରିୟ ହେଲା କାଳବୈଶାଖୀ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବ ଦିନର…

ବଙ୍ଗୋପସାଗରରୁ ରାଜ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ, ପ୍ରଭାବରେ ଆସନ୍ତା କାଲିଠାରୁ ୩ ଦିନ ଯାଏ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ): ଆଜି ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା। ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୂର୍ଣ୍ଣବାୟୁ। ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ…

ଆଉ ଦିନେ ଦୁଇ ଦିନ ପାଇଁ ବଢ଼ିବ ତାତି, ୨୧ରୁ କାଳବୈଶାଖି ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ନିଆଁ ବର୍ଷା । ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ୪୪ ଡିଗ୍ରୀ ପାର କରିଛି ରାଜ୍ୟରେ ଦିନର ତାପମାତ୍ରା । ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଉଛି । ବଲାଙ୍ଗିରରେ ୪୪.୩, ଟିଟଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧…

କାଳବୈଶାଖୀ ତାଣ୍ଡବ: ଉଡିଗଲା ୨୦ରୁ ଅଧିକ ଘରର ଛପର

ଆନନ୍ଦପୁର(କେନ୍ୟୁଜ୍): କାଳବୈଶାଖୀ ତାଣ୍ଡବ। ଉଡିଗଲା ୨୦ରୁ ଅଧିକ ଘରର ଛପର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମୁଡ ଗାଁରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ପ୍ରଥମେ ହାଲୁକା ପବନ ସହ ସାମାନ୍ୟ ବର୍ଷା ହୋଇଥିଲା। କିଛି କ୍ଷଣ ପରେ ପବନ ବେଗ…