କାଲିମେଳାରେ ଲଗାଣ ବର୍ଷା, ବୁଡ଼ିଲା ଏମ୍.ଭି-୯୬ ପୋଲ
କାଲିମେଳା: ପୋଲ ଉପରେ ୨ଫୁଟର ପାଣି । କାଲିମେଳା-ଲଗାଣ ବର୍ଷାରେ ବୁଡ଼ିଲା ଏମ୍.ଭି-୯୬ ପୋଲ । ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ । ଫଳରେ ମାଲକାନଗିରି ଠାରୁ ସୀମାନ୍ତ ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଗାଡ଼ି ଚଲାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ହେଉଛି । ଉଭୟ ପାର୍ଶ୍ବରେ ଶତାଧିକ ଗାଡି…