Browsing Tag

kandhamal news

ପୁଅ ମଲା ପରେ ବୋହୂ ଆଉ ନାତୁଣୀକୁ ଘରେ ପୁରାଇଲେନି ଶାଶୂ

କନ୍ଧମାଳ (କେନ୍ୟୁଜ) : ବୋହୂ ଏବଂ ନାତୁଣୀକୁ ଘର ବାହାରେ ଅଖିଆ ଅପିଆ ବସାଇ ଦେଇଛନ୍ତି ଶାଶୂ ଘର ଲୋକେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅମଲାପଡାରେ। ଏଠାରେ ଜଣେ ବୋହୂକୁ ଶାଶୂ ଘର ଲୋକେ ନିର୍ଯ୍ୟାତନା ଦେଉଥିବାର ନଜିର ଦେଖିବାକୁ ମିଳିଛି।…

ନା ହୋଇଛି ଭକ୍ତଙ୍କ ସମାଗମ ନା ହୋଇଛି ମାଁଙ୍କ ଦର୍ଶନ, ନିରବୀ ଯାଇଛି କନ୍ଧମାଳ ବଲସ୍କୁମ୍ପା ଠାରେ ଥିବା ବରାଳଦେବୀ…

ଫୁଲବାଣୀ : ପାର୍ବଣ ଋତୁର ଆଗମନରେ ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ବିଶେଷ କରି ଦଶହରା ସମୟରେ ଜଗତ ଜନନୀ ମାଁ ଦୁର୍ଗା ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା ପାଇଥାନ୍ତି । ଏହି ଅବସରରେ କନ୍ଧମାଳର ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ମଧ୍ଯ ସ୍ଥାୟୀ ଭାବେ ପୂଜା ପାଉଥିବା ବେଳେ ବଲସ୍କୁମ୍ପା ଠାରେ…

ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି ରାସ୍ତାରୋକ

ବାଲିଗୁଡ଼ା: ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା। ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ରାଇକିଆ ମୁଖ୍ୟ ରାସ୍ତା ଅବରୋଧ ରଖି ବିକ୍ଷୋଭ କରୁଛନ୍ତି। ମୃତ ଶିଶୁ ଜିଡୁବାଡି ଗାଁର ସୁଶୀଲ ପ୍ରଧାନଙ୍କ ୬ ବର୍ଷର ପୁଅ ଯାଦବ ପ୍ରଧାନ। ଗତକାଲି ସନ୍ଧ୍ୟାରେ ଯାଦବ…

ଆଇଆରବି ଯବାନଙ୍କ କଳା କାରନାମା: ମୁଖା ପିନ୍ଧି ଡକାୟତି ଉଦ୍ଯମ, ଛୁରା ମାଡରେ ୩ ଆହତ

ବାଲିଗୁଡ଼ା : ରକ୍ଷକ ସାଜିଲା ଭକ୍ଷକ। ଆଇଆରବି ଯବାନଙ୍କ କଳା କାରନାମା। ମୁଖା ପିନ୍ଧି ଡକାୟତି। ଯବାନଙ୍କ ଛୁରା ମାଡରେ ୩ ଆହତ। ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ବ୍ଲକ କର୍ମଚାରୀ ହୋଇଥିବାବେଳେ ଅନ୍ୟ ଜଣେ ସମ୍ପର୍କୀୟ ଅଟନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି।…

ବିଜୁ ପକ୍କାଘର ତାଲିକାରେ ନାମ ନଥିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ମହିଳା

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ମହିଳା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣଙ୍କ ହେଉଛନ୍ତି ମୀନକେତନ ପ୍ରଧାନ। ତାଙ୍କୁ ଅଞ୍ଜଳି ନାୟକ ନାମକ ଜଣେ ମହିଳା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ…

ଜୀବନ ଜୀବିକା ମଝିରେ ବାଧକ ସାଜିଛି ବାଘ ନଦୀ: କାଠ ଗଣ୍ଡିରେ ବାଜି ଲାଗିଛି ଆଠ ଶହ ଜୀବନ

ଫୁଲବାଣୀ: ଏପଟେ ଜୀବନ ସେପଟେ ଜୀବିକା । ମଝିରେ ବାଘ ନଦୀ। କାଠ ଗଣ୍ଡିର ପୋଲ ହିଁ ସାଜିଛି ସାହା ଭରସା । ଯେତେ ଗୁହାରୀ ପରେ କିଛି ସୁଫଳ ନମିଳିବାରୁ ଜୀବନ ଓ ଜୀବିକାକୁ ପାଥେୟ କରି ନିଜ ବୁଦ୍ଧି ବଳରେ ତିଆରି କରିଛନ୍ତି ଦୁଇଟି କାଠ ଗଣ୍ଡିର ପୋଲ । ନିଜ ଗାଁ ରୁ ଅନ୍ୟ ଗୋଟିଏ ଗାଁ କୁ ଯିବା…

କନ୍ଧମାଳ ଜିଲ୍ଲାରେ ନାକାବନ୍ଦୀକୁ ନେଇ ଚିନ୍ତାରେ ବସ୍ ମାଲିକଙ୍କ ସହ ସ୍ଥାନୀୟ ବାସିନ୍ଦା, କଟକଣା କୋହଳ ପାଇଁ କଲେ…

କନ୍ଧମାଳ: କୋରୋନା ଭାଇରସ୍ ଭୟରେ ସାରା ରାଜ୍ଯରେ ଜାରି ରହିଛି କଟକଣା । କନ୍ଧମାଳ ଜିଲ୍ଲାରେ ମଧ୍ଯ ଲକଡାଉନ ସହ ସାପ୍ତାହିକ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଏସବୁ ଭିତରେ ଜୀବନ ଓ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେବା ଆବଶ୍ୟକ ରହିଛି । ଏନେଇ…

ସମଗ୍ର କନ୍ଧମାଳ ଜିଲ୍ଲାରେ ଦଶମ ପରୀକ୍ଷାରେ ଟପ୍ପର ହୋଇଥିବା ମିନାକ୍ଷୀଙ୍କୁ ଭେଟିଲେ ବାଲିଗୁଡ଼ା ବିଧାୟକ, ଉଚ୍ଚଶିକ୍ଷା…

ବାଲିଗୁଡା: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଚାଷୀ ପରିବାରର ଝିଅ ମିନାକ୍ଷୀ ମଲିକ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛନ୍ତି ମୀନାକ୍ଷୀ । କେ.ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତ ଗୋଇବନ୍ଧା ଗାଁର ଚାଷୀ ରାଜୀବ ମଲିକଙ୍କ ଝିଅ ମୀନାକ୍ଷୀ ଦଶମ ବୋର୍ଡ…

କନ୍ଧମାଳର ଟେକ ରଖିଲେ ଚାଷୀ ପରିବାରର ଝିଅ ମିନାକ୍ଷୀ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୨.୬୭ % ରଖି ହେଲେ ଜିଲ୍ଲାର…

ବାଲିଗୁଡା: କଥାରେ ଅଛି ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ l ଏହି କଥା କୁ ବୁଝିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ l କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ଗରିବ ଚାଷୀ ପରିବାରର ଝିଅ ଟପ୍ପର ହୋଇଛନ୍ତି l କେ.ନୂଆଗାଁ ବ୍ଲକ ମହାଶିଙ୍ଘ ପଂଚାୟତର…

ସରପଞ୍ଚ ଆମ ହିରୋ, କନ୍ଧମାଳ ବି.ରାଣୀପାଙ୍ଗା ଗାଁ ଲୋକଙ୍କୁ ଏକାଠି କରି ପାହାଡ଼ି ଝରଣାରୁ କଲେ କେନାଲ

ବାଲିଗୁଡା(କେନ୍ୟୁଜ୍) : ଆମେ ଆଉ ଦାଦନ ଖଟିବାକୁ ଯିବା ନାହିଁ । ନିଜ ଗାଁରେ ରହି ପେଟ ପୋଷିବା । ଆଉ ଏଥିପାଇଁ ନିଜକୁ ହିଁ କିଛି ବାଟ ଖୋଜିବାକୁ ପଡ଼ିବ । ଏଭଳି ଏକ ମହତ୍ ଚିନ୍ତା ଆଜି ବିରାଟ ଯୋଜନାରେ ପରିଣତ ହୋଇଛି । ଆମ ରାଜ୍ୟର ଜଣେ ଯୁବ ସରପଞ୍ଚଙ୍କ ନେତୃତ୍ୱରେ ଗାଁ ଲୋକେ ଏକ ଅତ୍ୟନ୍ତ…