ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ
କେନ୍ଦୁଝର (କେନ୍ୟୁଜ୍) : କେନ୍ଦୁଝରରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଆଇରନ ବୋଝେଇ ଟ୍ରକ ଖସି ପଡିଛି । ଘଟଣା ସ୍ଥଳରେ ଡ୍ରାଇଭର ମୃତ । ଆଜି ଭୋର ସମୟରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ପାରାଦ୍ଵୀପ ଆଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଜାମୁନାନିଆ ଗାଁ ନିକଟରେ…