ଅଧାରେ ରହିଗଲା ଡାକ୍ତର ହେବାର ସ୍ୱପ୍ନ, ଭାବି ସ୍ୱାମୀ ପକ୍ଷରୁ ଯୌତୁକ ଦାବି କରିବାରୁ ନିଜକୁ ଶେଷ କରିଦେଲେ ଛାତ୍ରୀ
ଅଧାରେ ରହିଲା ଡାକ୍ତର ହେବାର ସ୍ୱପ୍ନ । ପଢିବା ସମୟରେ ଜଣକୁ ଭଲପାଇଥିଲେ ବୋଲି ଘର ଲୋକ ତାଙ୍କ ସହିତ ବାହାଘର ଠିକ୍ କରିଦେଲେ । ହେଲେ ଭଲପାଇଥିବା ଯୁବକ ଜଣକ ବାହା ହେବା ପାଇଁ ଯୌତୁକ ଡିମାଣ୍ଡ କରିଥିଲେ । ଆଉ ଯୌତୁକ ଚାପରେ ନିଜ ଜୀବନ ଶେଷ କରିଦେଲେ ଛାତ୍ରୀ । ଆତ୍ମହତ୍ୟା କରିଥିବା ୨୬…