Browsing Tag

kerosene

କିରାସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ, ସ୍ୱାମୀ ଗିରଫ

ବାଙ୍କୀ (କେନ୍ୟୁଜ): ବିବାହର ଛଅ ବର୍ଷ ପରେ ମଧ୍ୟ ଯୌତୁକ ନିର୍ଯାତନା। କଥା କଥାକେ ମାଡ଼ ମାରୁଥିବା ସ୍ୱାମୀ ଶେଷରେ ପାଳଟିଗଲା ରାକ୍ଷାସ। ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା ବଦ୍ଧ ଭାବେ ସ୍ୱାମୀ ଓ ସମ୍ପର୍କୀୟ ଦେଢ଼ଶୁର ମିଶି ମାଡ଼ ମାରି ଜୀବନରୁ ମାରି ଦେବା ଉଦେଶ୍ୟରେ ଦେହରେ କିରାସିନି…

ସୋସିଆଲ ମିଡିଆରୁ ଦେଖି ମୁଣ୍ଡରେ କିରୋସିନ ଛିଞ୍ଚି ଚୁଟି ସିଧା କରୁଥିଲା ବାଳକ, ନିଆଁ ଲାଗି ଚାଲିଗଲା ଜୀବନ

କେରଳର ଥିରୁଭନନ୍ତପୁରମ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର ବେଙ୍ଗନୁର ଅଞ୍ଚଳରେ ଚୁଟି ସିଧା କରିବା ଚକ୍କରରେ ଏକ ବାଳକର ଜୀବନ ଚାଲିଯାଇଛି। ପିଲାଟିର ବୟସ ୧୨ ବର୍ଷ ଥିଲା। ସେ କିରୋସିନ୍‌ ତେଲକୁ ମୁଣ୍ଡରେ ଲଗାଇ ଚୁଟି ସିଧା କରିବାକୁ ଚେଷ୍ଟା କରୁଥିବା ବେଳେ ତାର…

କରଞ୍ଜିଆ ଚଢ଼େଭୋଲ ନିକଟରୁ ପିକଅପ ଭ୍ଯାନ୍ ସହିତ ୨୦୦୦ ଲିଟର କିରୋସିନି ଜବତ, ଜଣେ ଗିରଫ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢ଼େଭୋଲ ନିକଟରୁ ଏକ ପିକଅପ ଭ୍ଯାନରେ ବେଆଇନ କିରୋସିନି ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ କରଞ୍ଜିଆ ପୋଲିସ୍  ଗାଡିଟିକୁ କାବୁ କରିଛି । ଗାଡି ସହିତ ୨୦୦୦ ଲିଟର କିରୋସିନି ଜବତ କରିବା ସହିତ ବିଶ୍ଵନାଥ ସେଠି ନାମକ ଜଣେ…

ରାଜ୍ୟକୁ ୩ ମାସିଆ କିରୋସିନି ଦିଆଯାଉଛି, ଯେତିକି ଦେବା କଥା ତାହା ହ୍ରାସ କରାଇଛି କେନ୍ଦ୍ର

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟକୁ ୩ ମାସିଆ କିରୋସିନି ଦିଆଯାଉଛି। କେନ୍ଦ୍ର ଯେତିକି ଦେବା କଥା ତାହା କମାଇ ଦେଇଛି। ବିଧାନସଭା ପ୍ରଶ୍ନକାଳରେ ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟର ୮୬ ଲକ୍ଷ ୪୫ ହଜାର ୬୯୫ ପରିବାରକୁ…

କଣ ଆପଣ ଜାଣନ୍ତି କେରୋସିନ ତେଲର ରଙ୍ଗ କାହିଁକି ହୋଇଥାଏ ନୀଳ ?

ଆପଣଙ୍କ ମନରେ ନିଜର ଦୈନ୍ୟନ୍ଦିନ ଜୀବନରେ ବ୍ୟବହ୍ରୁତ ହେଉଥିବା ଥିବା ଜିନିଷକୁ ଦେଖି ଅନେକ ପ୍ରଶ୍ନ ଉଠିଥାଏ। କିନ୍ତୁ ଆମ ପାଖରେ ତାହାର ଉତ୍ତର ନଥାଏ। ଆମ ପାଖାପାଖି ରହୁଥିବା ସବୁ ଜିନିଷ ପଛରେ କିଛି ନା କିଛି କାରଣ ଲୁଚି ରହିଛି ଯାହାର ପ୍ରଶ୍ନ ଆମ ପାଖରେ ରହିଛି। କିନ୍ତୁ ଆମେମାନେ ଏହାର…