Browsing Tag

keunjhar accident

କେନ୍ଦୁଝର: ଗାଈ ନେଇ ଆସୁଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୪ଟି ଗୋରୁଙ୍କ ସହ ଜଣଙ୍କ ମୃତ୍ଯୁ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଡଙ୍ଗପାଣି ନିକଟରେ ଥିବା ଜାତୀୟ ରାଜପଥ ୪୯ରେ ଗାଈ ନେଇ ଆସୁଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ୪ଟି ଗୋରୁ ଓ ଜଣେ ଗାଈଆଳ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧର କରି…

କେନ୍ଦୁଝର କାଞ୍ଜିପାଣି ଘାଟିରେ ସ୍ନେହା ସଫାରି ନାମକ ବସ୍ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୫ରୁ ଅଧିକ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ବସ୍ ଦୁର୍ଘଟଣା, ଜଣେ ମୃତ । ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାରେ ପାଖାପାଖି ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ନେହା ସଫାରି ନାମକ ବସ୍ ରାଉରକେଲାରୁ ଢେଙ୍କିକୋଟ ବରଯାତ୍ରୀ ଧରି…

କେନ୍ଦୁଝର ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ମହିଳା ମୃତ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା । ସ୍ଥାନୀୟ ପାଣ୍ଡ୍ୟା ପେଟ୍ରୋଲ ପମ୍ପରୁ ଏକ ଦମ୍ପତି ପେଟ୍ରୋଲ ଭର୍ତି କରି ବାହାରୁ ଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକରୁ ଦମ୍ପତି ପାଞ୍ଚ ବର୍ଷର ଛୁଆ ସହ ତଳେ ପଡି ଯାଇଥିଲେ ।…

ଝିଅକୁ ଦେଖିପାରିଲାନି ମା’ , ବାଟରେ ଚାଲିଗଲା ଜୀବନ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝରଜିଲ୍ଲା ଘଟଗାଁ ବାଲିଯୋଡ଼ି ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମହିଳା ଜଣଙ୍କ ପର୍ଶୁରାମପୁରର ଲୋଚନା ନାଏକ। ଗତକାଲି ଲୋଚନା ପର୍ଶୁରାମପୁରରୁ ଝିଅ ଘର ବାଲିଯୋଡ଼ିକୁ ବସ୍ ରେ ଆସିଥିଲେ। ବସ୍ରୁ ଓହ୍ଲାଇ ରାସ୍ତା ପାର…