Browsing Tag

kiims

ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଭୁବନେଶ୍ୱରର ହୃଦ୍‌ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ରବିବାର ସକାଳେ ନୂଆଦିଲ୍ଲୀରୁ ପୁନେ ଅଭିମୁଖେ ଯାଉଥିବା ସମୟରେ…

କିମ୍‌ସ ହସପିଟାଲର ସଫଳତା, ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱରରେ କିମ୍‌ସ ହସପିଟାଲର ସଫଳତା। ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ (କିମ୍‌ସ) ଡାକ୍ତର ପ୍ରଶଂସା ସାଉଁଟିଛନ୍ତି। କିମ୍‌ସ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୩ ମାସର ଶିଶୁଠାରେ ଦୃଷ୍ଟିଶକ୍ତି ଉପରେ…

କିମ୍‌ସରେ ଖୋଲିଲା ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଳିନିକ

କେନ୍ୟୁଜ ବ୍ୟୁରୋ : କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ପାଇଁ କିମ୍‌ସରେ ଏକ ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଳିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧରୁ…

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

ଭୁବନେଶ୍ୱର : କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ ଚେକ ଅପ କରିବା ପାଇଁ ଆସୁଛନ୍ତି। ଏହି ରୋଗୀମାନେ କୋଭିଡ…

ଆଜି ଓ୍ୱାଲ୍ଡ ହାର୍ଟ ଡେ: ଚଳିତ ବର୍ଷର ଥିମ ରହିଛି ‘‘Use Heart To Beat Heart Disease’’, ଜାଣନ୍ତୁ ଓଡିଶାରେ କିଏ…

ଭୁବନେଶ୍ବର: ସୁସ୍ଥ ଓ ନିରୋଗ ରହିବା ପାଇଁ ହୃତପିଣ୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତପିଣ୍ଡ ସଂପର୍କରେ ସଚେତନତା ପାଇଁ ଗତ ୨୦୦୦ ମସିହାରୁ ସାରା ବିଶ୍ୱରେ ପାଳିତ ହୋଇଆସୁଛି ବିଶ୍ୱ ହୃତପିଣ୍ଡ ଦିବସ । ୨୦୦୮ ମସିହାରୁ ଓଡିଶାରେ ପାଳନ ହେଉଛି ଏହି ଦିବସ । ଓଡିଶାରେ ଏହାକୁ ଆରମ୍ଭ କରିଥିଲେ…

ଘରକୁ ଫେରିଲେ କିମ୍‌ସ କୋଭିଡ ହସପିଟାଲର ୧୧୦ ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : କିମ୍‌ସ କୋଭିଡ ହସପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ୧୧୦ ଜଣ ନର୍ସ, ପାରାମେଡିକାଲ ଷ୍ଟାଫ ଅନ୍ୟ କର୍ମଚାରୀ ଆଜି ଘରକୁ ଫେରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନେ ୧୪ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ସଂଗରୋଧରେ ରହିଥିଲେ। ପରେ ସେମାନଙ୍କ…

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ କିମ୍ସ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଏବଂ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର (କେନ୍ୟୁଜ୍) : ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ -କିମ୍ସ ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ରର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା ଓ ଚକାପାଦ ବ୍ଲକର ୨୦ଟି ସ୍ଥାନରେ ମାଗଣା ମେଗା ସ୍ୱାସ୍ଥ୍ୟସେବା ଶିବିର ଓ ମାଗଣା ଔଷଧ…

ଶିଶୁ ଏବଂ ଯୌନ ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି ପାଇଁ କିମସରେ କର୍ମଶାଳା

ଭୁବନେଶ୍ବର(କେନ୍ୟୁଜ୍) : ଶିଶୁମାନଙ୍କ ପ୍ରତି ଯୌନ ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି ପାଇଁ ଇଣ୍ଡିଆନ ସାଇକ୍ରିଆଟିକ ସୋସାଇଟି ଓ କିମସ ମିଳିତ ଆନୁକୂଲ୍ୟରେ କର୍ମଶାଳା । ଯୌନ ନିର‌୍ୟାତନା ଦ୍ୱାରା ଶିଶୁମାନେ ମାନସିକ ସ୍ତରରେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଭବିଷ୍ୟତରେ ଏହା…

କନ୍ଧମାଳରେ କିମ୍‌ସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଦିଆଯାଉଛି ମାଗଣା ଚିକିତ୍ସା

କନ୍ଧମାଳ (କେନ୍ୟୁଜ୍) : ଟିକାବାଲି, ଫୁଲବାଣୀର ଡଡକି ଓ ଖଜୁରିପଡା ବ୍ଲକର ଘୁ.ଉଦୟଗିରି, ଚକାପାଦ, ରାଇକିଆ, ଫିରିଙ୍ଗିଆରେ କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଔଷଧ ବିତରଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍ସରୁ ଆସିଥିବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମାଗଣାରେ ଚିକିତ୍ସା ଯୋଗାଇ…

କିମ୍‌ସ ଅଡିଟୋରିୟମ୍‌ରେ ଆୟୋଜିତ ହେଲା କାର୍ଯ୍ଯକ୍ରମ ‘ପରମ୍ପରା’

ଭୁବନେଶ୍ବର(କନ୍ଯେଜ୍) : ଭୁବନେଶ୍ୱର କିମ୍‌ସ ଅଡିଟୋରିୟମ୍‌ରେ ଆୟୋଜିତ ହୋଇଛି ‘ପରମ୍ପରା’ । ସିମ୍ଫୋନୀ ମ୍ୟୁଜିକାଲ୍‌ ଗ୍ରୁପ ଦ୍ୱାରା ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମରେ ରାଗ ସଙ୍ଗୀତ, ଲୋକ…