Browsing Tag

kiit

କିଟ୍‌ରେ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା, ଆସୁଛନ୍ତି ୧୯୫ଟି ବଡ଼ କମ୍ପାନୀ

ଭାରତର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା କିଟ୍‌ ଚଳିତ ବର୍ଷ ମଧ୍ୟ ନିଜ ଅନୁଷ୍ଠାନରେ ଶିକ୍ଷାଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଯାଉଛି। କିଟ୍‌ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାସ୍‌ କରିଥିବା ପ୍ରାୟ ୪ ହଜାର ଛାତ୍ରଛାତ୍ରୀଙ୍କୁ ଦେଶର ବଡ଼ ବଡ଼…

ଦ୍ୱିତୀୟ ଦିନରେ କିଟ୍‌ ଓ କିସ୍‌ ପକ୍ଷରୁ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ, ରାଜଧାନୀରେ ୩ ଶହଟି ସ୍ଥାନରେ ବୁଲା ଗୋରୁଗାଈ ଓ…

କେନ୍ୟୁଜ୍(ବ୍ୟୁରୋ): ଦ୍ୱିତୀୟ ଦିନରେ କିଟ୍‌ ଓ କିସ୍‌ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ଏହି କ୍ରମରେ ଆଜି ପୂର୍ବାହ୍‌ଣରେ ଭୁବନେଶ୍ୱରର ଶୈଳଶ୍ରୀ ବିହାରଠାରୁ ଆରମ୍ଭ କରି ପଟିଆ ଅଞ୍ଚଳର ପ୍ରାୟ ୩ ଶହଟି ସ୍ଥାନରେ ବୁଲା ଗୋରୁଗାଈ ଓ…

କିଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଡେଣ୍ଟାଲ ଆଣ୍ଡ ସାଇନସେସ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହରେ ମିନି ମାରଥନ

ଭୁବନେଶ୍ବର(କେନ୍ୟୁଜ୍):ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହରେ ମିନି ମାରଥନ । କିଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଡେଣ୍ଟାଲ ଆଣ୍ଡ ସାଇନସେସ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ମାରଥନ । କିଟ୍‌ କ୍ୟାମ୍ପାସରୁ ବାହାରି ୫କିମି ପର୍ଯ୍ୟନ୍ତ ଯାଇ ପୁଣି କିଟ୍‌ କ୍ୟାମ୍ପସକୁ ଫେରିଥିଲେ । ମାରାଥନରେ ଯୋଗ…

ଖେଲୋ ଇଣ୍ଡିଆରେ ଓଡ଼ିଶାକୁ ସ୍ୱର୍ଣ୍ଣ, ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍‌ ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ପଦକ ହାସଲ

ଭୁବନେଶ୍ବର(କେନ୍ୟୁଜ୍): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ । ଏହି ସଫଳତା ପାଇଛି କିଟ୍‌ ବିଶ୍ୱବିଦ୍ୟାଳୟ । ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ଟିମରେ ଅଛନ୍ତି କିଟ୍‌ ଛାତ୍ର ରଞ୍ଜିତ ନାୟକ,…

କିଟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ଚତୁର୍ଥ ଦିନ, ବିଭିନ୍ନ ବିଭାଗରେ ଅନୁଷ୍ଠିତ ହେଉଛି ଖେଳ

ଭୁବନେଶ୍ବର: କିଟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ଖେଳ ଅନୁଷ୍ଠିତ ହେଉଛି । ସକାଳ ୮ଟା ୩୦ରୁ ଆର୍ଚେରୀ ଆରମ୍ଭ ହୋଇଛି । ଏଥିରେ କିଟ୍‌ର ତିନି ଜଣ ଖେଳାଳି ଭାଗ ନେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଅନ୍ତର୍ଜାତୀୟ ଆର୍ଚେରୀ ଖେଳାଳି ରଞ୍ଜିତ…

କିଟରେ ଅନୁଷ୍ଠିତ ହେଲା ‘ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ ଓରିଏଣ୍ଟେସନ୍‌ ଅନ୍‌ ଫରେନର୍ସ ରେଜିଷ୍ଟ୍ରେସନ ପ୍ରୋସେସ୍‌’…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ‘ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ ଓରିଏଣ୍ଟେସନ୍‌ ଅନ୍‌ ଫରେନର୍ସ ରେଜିଷ୍ଟ୍ରେସନ ପ୍ରୋସେସ୍‌’ ଶୀର୍ଷକ କର୍ମଶାଳା। ଭୁବନେଶ୍ୱର ଜୋନ୍‌ ୬ ଏସିପି ପ୍ରକାଶ ପାଲ୍‌ ଓ ଇନଫୋସିସ୍‌ ଥାନା ଆଇଆଇସି ବିଶ୍ୱରଞ୍ଜନ ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ…

ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ, କିସ୍ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମ୍‌ରେ ହେଉଛି ପାଳନ

ଭୁବନେଶ୍ବର: ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ । କିସ୍ ବିଶ୍ୱବିଦ୍ୟାଳୟରେ ଦୂତିଙ୍କ ଜନ୍ମଦିନ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଛାତ୍ରଛାତ୍ରୀଙ୍କ ଗହଣରେ କେକ୍ କାଟିଥିଲେ । ଏହା ସହ କିସ୍ ଛାତ୍ରଛାତ୍ରୀଙ୍କୁ କେକ୍…

କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ୪୨ତମ ସର୍କଲ କନ୍‌ଫରେନ୍ସ ଅଫ ଓଡିଶା ସର୍କଲ ବ୍ରାଞ୍ଚ, ଯୋଗଦେଲେ ସାଂସଦ…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ୪୨ତମ ସର୍କଲ କନ୍‌ଫରେନ୍ସ ଅଫ ଓଡିଶା ସର୍କଲ ବ୍ରାଞ୍ଚ । ଭୁବନେଶ୍ୱର ମୁଖ୍ୟ ଡାକଘର ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ…

ରାତି ପାହିଲେ ବଜେଟ୍‌ ଉପସ୍ଥାପନ, କିଟ୍‌ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହେଲା କର୍ମଶାଳା

କେନ୍ୟୁଜ୍(ବ୍ୟୁରୋ): ବଜେଟ୍‌ ପୂର୍ବରୁ ତର୍କ ବିତର୍କ । ସାମିଲ ହୋଇଛନ୍ତି ବିଜନେସ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ । କ’ଣ ରହିବ ବଜେଟ୍‌ ର ରୂପରେଖ ? କେଉଁ ସେକ୍ଟରକୁ ଦିଆଯିବ ଗୁରୁତ୍ୱ ? ଛାତ୍ରଛାତ୍ରୀଙ୍କୁ ନେଇ କିଟ୍‌ କଲେଜ ପକ୍ଷରୁ ଅନୁଷ୍ଠିତ ହୋଇଛି କର୍ମଶାଳା । ଭାଗନେଇଥିଲେ ୫ଶହ…

କିସ୍‌ରେ ଉଦଘାଟିତ ହେଲା ଇଣ୍ଡୋ- କୋରିଆ ସାଂସ୍କୃତିକ ଓ ବିଜ୍ଞାନ ଅନୁଷ୍ଠାନ

କିସ୍‌ରେ ଉଦଘାଟିତ ହେଲା ଇଣ୍ଡୋ- କୋରିଆ ସାଂସ୍କୃତିକ ଓ ବିଜ୍ଞାନ ଅନୁଷ୍ଠାନ। ଏହି ଅବସରରେ କିଟ୍‌ ଓ କିସ୍‌ ପରିଦର୍ଶନରେ ଆସିଥିବା ସାଉଥ୍‌ କୋରିଆ ହାନ୍‌ସିଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରତିନିଧି ଓ ପ୍ରଫେସର କିମ୍‌ ଉପସ୍ଥିତ ଥିଲେ। ଦୀର୍ଘ ୧୨ ବର୍ଷ ଧରି କିଟ୍‌ ଓ କିସ୍‌ ଜରିଆରେ…

କିଟ୍‌ ବିଶ୍ୱବିଦ୍ୟାଳୟ ଉଦଘାଟନ ହେଲା ସର୍ବଭାରତୀୟ ଇନଟର ୟୁନିଭରସିଟି ଇନଟର ଜୋନ ଚେସ ଚାମ୍ପିୟନସିପ୍‌

କେନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିୟ ଚେସ ହଲ୍‌ରେ ସର୍ବଭାରତୀୟ ଇନଟର ୟୁନିଭରସିଟି ଇନଟର ଜୋନ ଚେସ ଚାମ୍ପିୟନସିପ୍‌  ଉଦଘାଟନ ହୋଇଛି । ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସମେତ କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ…

କିଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆର ବାର୍ଷିକ ସମ୍ମିଳନି, ଯୋଗଦେଲେ…

କେନ୍ୟୁଜ୍(ବ୍ୟୁରୋ):  କିଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଛି କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆର ବାର୍ଷିକ ସମ୍ମିଳନି ସିଏସଆଇ 2020. ଆଜି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡିଶାରେ ପ୍ରଥମ ଥର ପାଇଁ ଏହି ଆଇଟି ସମ୍ମିଳନୀର ଆୟୋଜନ କରାଯାଇଛି।…