Browsing Tag

kiit

କିଟ୍ ରେ ସମ୍ବର୍ଦ୍ଧିତ ହେଲେ ଏସିଆନ୍ ଗେମ୍ସ ଓ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳି

ଏସିଆନ୍ ଗେମ୍ସ ଓ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କିଟ୍ ପକ୍ଷରୁ ୫ ଲକ୍ଷ, ରୌପ୍ୟ ଜିତିଥିବା କ୍ରୀଡ଼ାବୀତଙ୍କୁ ୩ ଲକ୍ଷ ଓ ବ୍ରୋଞ୍ଜ ମେଡାଲ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି…

ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ: କିଟ୍ ରେ ଜଳବାୟୁ ସଂପର୍କିତ…

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର କିଟ୍ ରେ ଜଳବାୟୁ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ । ଏବେଠୁ ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନ ହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଇଆଇଟି ବମ୍ବେର ପ୍ରଫେସର ତଥା ଏନର୍ଜି ସ୍ୱରାଜର ପ୍ରତିଷ୍ଠାତା ବିଶିଷ୍ଟ ପରିବେଶବିତ୍…

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ। କିଟ୍ ବିଶ୍ୱବିଦ୍ୟାଳୟ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଆମେରିକାର ଷ୍ଟାନଫର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟର ୨୦ଜଣ ଗବେଷକ ସ୍ଥାନ ପାଇଛନ୍ତି । ଏଥିରେ ବିଭିନ୍ନ ବିଷୟରେ…

କିଟ୍ ନଲେଜ୍ ଟ୍ରି-କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରହିବା ପାଇଁ ବି ପରାମର୍ଶ ଦେଲେ ପଦ୍ମଶ୍ରୀ ପ୍ରଫେସର…

କେନ୍ୟୁଜ୍(ବ୍ୟୁରୋ):  କିଟ୍ ନଲେଜ୍ ଟ୍ରି- କାର୍ଯ୍ୟକ୍ରମରେ ସ୍ପିକ୍ ମାକେ ପ୍ରତିଷ୍ଠାତା ପଦ୍ମଶ୍ରୀ ପ୍ରଫେସର କିରଣ ସେଠ୍ ଯୋଗ ଦେଇଥିଲେ । ଭାରତୀୟ କଳା, ସଂସ୍କୃତି,ଲୋକକଳା, ଶାସ୍ତ୍ରୀୟ ସଂଗୀତ, ଭାସ୍କର୍ଯ୍ୟ ଓ ଚିତ୍ରକଳା ପ୍ରତି ଆଗ୍ରହ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।…

କିସ୍ ପରିସରରେ ଶ୍ରୀ ବାଣୀ କ୍ଷେତ୍ର ବେଦ ପାଠଶାଳା ଉଦଘାଟିତ

ଭୁବନେଶ୍ୱର (କେନ୍ୟୁଜ): କିସ୍ ଶ୍ରୀ ବାଣୀକ୍ଷେତ୍ର ପରିସରରେ ଶ୍ରୀ ବାଣୀ କ୍ଷେତ୍ର ବେଦ ପାଠଶାଳା ଆଜି ଉଦଘାଟିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ଇଂ ରମେଶ ଚନ୍ଦ୍ର ବେହେରା, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ପଣ୍ଡିତ ପ୍ରବୋଧ ମିଶ୍ର ଓ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ…

କିଟ୍ ସ୍କୁଲ ଅଫ ଆର୍କେଟେକଚରେ ଅନୁଷ୍ଠିତ ହେଲା ପ୍ରତିଭା ନିର୍ମାଣ ସମ୍ମାନ ୨୦୨୩, ୨୭ରୁ ଅଧିକ କଲେଜରୁ ଛାତ୍ର ଛାତ୍ରୀ ଓ…

କେନ୍ୟୁଜ୍(ବ୍ୟୁରୋ): କିଟ୍ ସ୍କୁଲ ଅଫ ଆର୍କେଟେକଚରେ ପ୍ରତିଭା ନିର୍ମାଣ ସମ୍ମାନ ୨୦୨୩ ଅନୁଷ୍ଠିତ। ଅଲଟ୍ରାଟେକ ସିମେଣ୍ଟ ଓ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଏହି ସମ୍ମାନ ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କିଟର କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇ ଉଦଘାଟନ କରିଥିଲେ ।…

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ, ମହିଳା ଡବଲ୍ସରେ ବ୍ରୋଞ୍ଜ ପଦକ କଲେ ହାସଲ

କମାଲ କଲେ ପଣ୍ଡା ସିଷ୍ଟର୍ସ । ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଲେ ଭାରତୀୟ ଷ୍ଟାର୍ ସଟଲର ଯୋଡି କିଟ୍ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ତାଙ୍କ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା । ଲାଗୋସରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କ୍ଲାସିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସରେ ବ୍ରୋଞ୍ଜ ପଦକ…

କିଟ୍-ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟରର ନବମ ବାୟୋଟେକ୍ ଶିଳ୍ପ ସମାବେଶ, ୩୦ରୁ ଅଧିକ ଶିଳ୍ପସଂସ୍ଥାର ମୁଖ୍ୟ…

କେନ୍ୟୁଜ୍(ବ୍ୟୁରୋ): କିଟ୍ ବିଶ୍ୱବିଦ୍ୟାଳୟରେ କିଟ୍-ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟର (କିଟ-ଟିବିଆଇ)ର ନବମ ବାୟୋଟେକ୍ ଶିଳ୍ପ ସମାବେଶ-୨୦୨୩ ଉଦଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମାବେଶର ବିଷୟବସ୍ତୁ ବାୟୋଟେକ୍ନୋଲୋଜି ଏବଂ ଏହାର ପରିବର୍ଦ୍ଧିତ କ୍ଷେତ୍ର ରହିଥିବା ବେଳେ…

ଆସନ୍ତାକାଲି କିଟ୍ ପାଳିବ ୧୯ତମ ସମାବର୍ତ୍ତନ ଉତ୍ସବ, ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି କିଟ୍ ବିଶ୍ୱବିଦ୍ୟାଳୟ ପାଳନ କରିବାକୁ ଯାଉଛି ତା’ର ୧୯ତମ ସମାବର୍ତ୍ତନ ଉତ୍ସବ। ସମାବର୍ତ୍ତନ ଅବ୍ୟବହିତ ପୂର୍ବରୁ କିଟ୍ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଲାଗି ରହିଛି ଗହଳି ଚହଳି। କିଟ୍ରୁ ଉତ୍ତୀର୍ଣ୍ଣ ୬ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆସନ୍ତାକାଲି…

କିସ୍ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦଘାଟିତ, ବିଶ୍ୱର ବିଭିନ୍ନ ଦେଶରୁ ୧୨ଶହରୁ ଊର୍ଦ୍ଧ୍ୱ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍ଘାଟିତ ହୋଇଛି । କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁନାଇଟେଡ୍ ଇଣ୍ଡିଆ ଆନ୍ଥ୍ରୋପୋଲୋଜି ଫୋରମ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ…

କ୍ୟୁସିଆଇ ରାଙ୍କିଂ-୨୦୨୩ରେ ପୁଣି କିଟ ପଲିଟେକନିକ ନେଲା ପ୍ରଥମ ସ୍ଥାନ

କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସନାଲ୍ ଆକ୍ରିଡିଟେସନ୍ ବୋର୍ଡ ଫର ଏଜୁକେସନ୍ ଆଣ୍ଡ ଟ୍ରେନିଂ (ନାବେଟ୍) କ୍ୟୁସିଆଇ ରାଙ୍କିଂ-୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକନିକ ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି । ଆଜି…

କିଟରେ ୧୪ତମ ଜାତୀୟ ମାନବସମ୍ବଳ କନକ୍ଲେଭ, ବିଭିନ୍ନ ବିଷୟବସ୍ତୁ ନେଇ ୮ଟି କର୍ମଶାଳା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ କିଟ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୪ତମ ଜାତୀୟ ମାନବ ସମ୍ବଳ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। କନକ୍ଲେଭକୁ ଉଦ୍‌ଘାଟନ କରି ଏହାର ବିଷୟବସ୍ତୁ ‘ବିଲଡିଂ ଏ ସଷ୍ଟନେବଲ୍‌ ଇନ୍‌କ୍ଲୁସିଭ ଫ୍ୟୁଚର- ଦ ରୋଲ ଅଫ୍‌ ବିଜିନେସ୍‌: ଲିଭରଜିଂ ଏଚଆର…