Browsing Tag

killing

ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା, ପଥରରେ ଛେଚି ମାରିଲା ପରେ ଗଛରେ ଟାଙ୍ଗିଦେଲା ଅଭିଯୁକ୍ତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ବଣାଇର ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ପଥରରେ ଛେଚି ହତ୍ୟା ପରେ ଜଙ୍ଗଲରେ ଗଛରେ ନେଇ ଟାଙ୍ଗିଦେଲା ଅଭିଯୁକ୍ତ । ସୂଚନା ଅନୁଯାୟୀ ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି…

ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ସହିତ ୧୦ ହଜାର ଟଙ୍କା ଜରିମାନା : ଦଣ୍ଡାଦେଶ କଲେ…

କେନ୍ଦ୍ରାପଡା (କେନ୍ୟୁଜ): ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଦୌରା ଜଜ୍‌ । ୨୦୧୬ ମସିହା ମେ ୧୮ ତାରିଖଦିନ ଘରୋଇ କଳିକୁ ନେଇ ପାଟକୁରା ଥାନା ଅନ୍ତର୍ଗତ ଆନ୍ଧାଲ ଗ୍ରାମର ପ୍ରଦିପ ମଲିକ…

ମୋହନା : ପି. ଗୋବିନ୍ଦପୁର ଗାଁରେ ବ୍ୟାପିଛି ଝାଡ଼ାବାନ୍ତି ରୋଗ, ସତର୍କ ଓ ସଚେତନ ହେବାକୁ ପରାମର୍ଶ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ପି. ଗୋବିନ୍ଦପୁର ଗାଁରେ ବ୍ୟାପିଛି ଝାଡାବାନ୍ତି । ଆଜି ଗାଁର ୫ ଜଣ ଝାଡାବାନ୍ତିର ଶିକାର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଲିପି ନାୟକ ନାମକ ଜଣେ ୯ ବର୍ଷର…

ଇଏ କେମିତିକା ମୃତ୍ୟୁ ? ଚଳନ୍ତା ଅଟୋ ଉପରେ ପଡିଗଲା ଗଛ; ଜଣେ ମହିଳା ମୃତ, ଗର୍ଭବତୀ ସମେତ ୨ ଗୁରୁତର

ଅନୁଗୁଳ (କେନ୍ୟୁଜ): ଜାତୀୟରଜପଥ ୧୪୯ ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ହଠାତ୍ ଖସିଲା ଶୁଖିଲା ଗଛ। ଫଳ ରେ ଅଟୋ ରେ ବସିଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗର୍ଭବତୀ ମହିଳାଙ୍କୁ ମିଶାଇ ୨ ଜଣ ଗୁରୁତର ଅଛନ୍ତି ।ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ…

ବିବାହ ଭୋଜିରେ ଖାଦ୍ୟ ପରଷିବାକୁ ଯାଉଥିଲେ, ହଠାତ୍‌ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

ଆଠମଲ୍ଲିକ (କେନ୍ୟୁଜ): ଆଠମଲ୍ଲିକ ବଇଣ୍ଡାପୂର୍ତ୍ତ ରାସ୍ତାର ସାନହୁଲା ନିକଟବର୍ତ୍ତୀ ଏକ ବୁଲାଣିଆ ରାସ୍ତାରେ ଥିବା ଏକ ନାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ୧୯ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରକାଶ ଯେ ଆଠମଲ୍ଲିକ ର ଓଡ଼ଶିଙ୍ଗା ଗ୍ରାମର ୧୯ ଜଣ ଯୁବକ…

ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ନିର୍ମମ ହତ୍ୟା ,କାରଣ ଅସ୍ପଷ୍ଟ ; ସାଇଣ୍ଟିଫିକ ଟିମ୍ ଦ୍ୱାରା ଘଟଣାର ଚାଲିଛି ତଦନ୍ତ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି - ଅନ୍ତରବା ରାସ୍ତାର ଜଗନ୍ନାଥପୁର ଛକ ପଡିଆରୁ ହାତ ଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରଗିରି ଫାଣ୍ଡି ପୋଲିସ । ଗୁରୁବାର ଅପରାହ୍ନରେ ଜଣେ ଯୁବକ ମୁହଁମାଡି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର…

ଦୁଃଷ୍କର୍ମ ପରେ ମା’ ହୋଇଥିଲା ୧୫ ବର୍ଷର ଝିଅ, ରାଗରେ ତଣ୍ଟି ଚିପି ମାରିଦେଲା ଛୁଆକୁ; ଏମିତି ପତ୍ତା ଲଗାଇଲା ପୋଲିସ

ନିଜ ଜନ୍ମ କଲା ସନ୍ତାନକୁ ହତ୍ୟା କଲା ନାବାଳିକା ଦୁଷ୍କର୍ମ ପୀଡ଼ିତା। ସାଙ୍ଗ ଦ୍ୱାରା ପାଶବିକ ଅତ୍ୟାଚାରର ଶିକାର ହେବା ପରେ ଗର୍ଭବତୀ ହୋଇଥିଲା ଏହି ଝିଅଟି। କିନ୍ତୁ ବୟସ କମ୍‌ ଥିବାରୁ ଓ ଦୁନିଆକୁ ଭଲ ଭାବେ ଜାଣିନଥିବାରୁ ସେ ସନ୍ତାନ ଚାହୁଁନଥିଲା। ନିଜକୁ ସେ ଅନ୍ୟମାନଙ୍କ ଭଳି ଗଢ଼ି…