Below header
Browsing Tag

kiss

କୋଭିଡ କଟକଣା ମଧ୍ୟରେ କିସ ପରିସରରେ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌) : କୋଭିଡ କଟକଣା ମଧ୍ୟରେ କିସ ପରିସରରେ ପାଳିତ ହୋଇଯାଇଛି ଜାତୀୟ କ୍ରୀଡ଼ା ଦିବସ । କିଟ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କିସ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ପ୍ରଶାନ୍ତ ରାଉତ, ଡେପୁଟି ରେଜିଷ୍ଟ୍ରାର ପ୍ରମୋଦ କୁମାର ପାତ୍ର, କିଟ କ୍ରୀଡା…

କିସ୍‌ ବିଶ୍ୱବିଦ୍ୟାଳୟର ପାଳିତ ହେଲା ୪ର୍ଥ ପ୍ରତିଷ୍ଠା ଦିବସ,କିସ୍‌ ବିଶ୍ୱର ଏକ ଅନନ୍ୟ ଓ ଅଦ୍ୱିତୀୟ ଅନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟର ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ କିସ୍‌ ବିଶ୍ୱବିଦ୍ୟାଳୟ ଶିକ୍ଷା ସହ ଗବେଷଣା କ୍ଷେତ୍ରରେ ଯେଭଳି ଅଧିକରୁ ଅଧିକ କାର୍ଯ୍ୟ କରିପାରିବ ତା ଉପରେ ଗୁରୁତ୍ୱାରୋପ…

ଶିକ୍ଷା ଓ ଗବେଷଣା ଦିଗରେ ଏକାଠି କାମ କରିବେ କିସ୍‌ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ସ୍ୱାକ୍ଷରିତ ହେଲା MOU

ଭୁବନେଶ୍ବର(କେନ୍ଯୁଜ୍): ଶିକ୍ଷା ଓ ଗବେଷଣା ଦିଗରେ କିସ୍‌ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ କିସ୍‌ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ମଧ୍ୟରେ ଏକ ବୁଝାମଣା ବୁଧବାର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି।…

ଦାନ ମାଝୀ ଝିଅ ମାଟ୍ରିକ୍‌ ପାସ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଏଥର ମାଟ୍ରିକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି । ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସ୍‌ ରହି ପାଠ ପଢୁଛନ୍ତି। ଚାନ୍ଦିନୀଙ୍କ ୪୬ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ୨୦୧୬ ମସିହାରେ…

ପୁଣି ସାହାଯ୍ଯର ହାତ ବଢାଇଲା କିସ୍ ଫାଉଣ୍ଡେସନ, ଗୋଆ ରୁ ମାଲକାନଗିରି ଫେରିଲେ ଓଡ଼ିଆ ଗର୍ଭବତୀ ପ୍ରବାସୀ

ମାଲକାନଗିରି: ପୁଣି ସାହାଯ୍ଯର ହାତ ବଢାଇଲା କିସ ଫାଉଣ୍ଡେସନ। ପୁଣି ଅସହାୟ ମୁହଁକୁ ହସ ଫେରାଇଲା । ଦର୍ଶକବନ୍ଧୁ ଆପଣ ସଭିଏଁ ଜାଣନ୍ତି କି, କିସ ଫାଉଣ୍ଡେସନ ସବୁବେଳେ ଅସହାୟ ଆଉ ଗରିବ ଆଦିବାସୀଙ୍କ ସାଥିରେ ରହି ଆସିଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପଛରେ ଠିଆହୋଇ ରହିଛି । ଆଉ…

କିସକୁ ମିଳିଲା ଫିଟ ଇଣ୍ଡିଆ ସ୍କୁଲ ମାନ୍ୟତା, ଏବେ ବ୍ୟବହାର କରିପାରିବ ଫିଟ୍‌ ଇଣ୍ଡିଆର ଫ୍ଲାଗ ଓ ଲୋଗୋ

କେନ୍ୟୁଜ୍(ବ୍ୟୁରୋ):  କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ କିସକୁ ମିଳିଲା ଫିଟ ଇଣ୍ଡିଆ ସ୍କୁଲ ମାନ୍ୟତା । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏହି ସ୍ୱୀକୃତି ପତ୍ର ମିଳିବା ପରେ କିସ୍‌ ଏବେ ଫିଟ୍‌ ଇଣ୍ଡିଆର ଫ୍ଲାଗ ଓ ଲୋଗୋ…

କିସ୍‍ ବିଶ୍ୱବିଦ୍ୟାଳୟରେ ପ୍ରମୁଖ ବ୍ୟକ୍ତିଙ୍କ ଯୋଗଦାନ, ଜାଣନ୍ତୁ ସେମାନେ କିଏ?

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍‍ ତ୍ରିପାଠୀ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ…

ଭଲ ହେବାପରେ କିସ୍‌ରେ ବିନା ଦେୟରେ ପାଠ ପଢ଼ିବ ଜଗା, ପ୍ରତିଶ୍ରୁତି ଦେଲେ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ: କିସ୍‌ରେ ପଢ଼ିବ ଜଗା। ନିକଟରେ ସେ କଟକ ବଡ଼ ମେଡ଼ିକାଲ୍‌ରୁ ସ୍ଥାନାନ୍ତରିତ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଜଗାର…

ଭଦ୍ରକ : ଦଶମ ପର୍ଯ୍ୟାୟ ଖାଦ୍ୟ ପୁଡ଼ିଆ ପହଞ୍ଚିଲା କିସ୍‌ ଛାତ୍ରଛାତ୍ରୀଙ୍କ ଘରେ

ଭଦ୍ରକ(କେନ୍ୟୁଜ୍‌) :  କରୋନା କାଳରେ ଘରେ ରହି ପାଠ ପଢ଼ୁଥିବା କିସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଦଶମ ପୁଡ଼ିଆ ଶୁଖିଲା ଖାଦ୍ୟ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚିଛି । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ ଏହି ସବୁ ଖାଦ୍ୟ ପୁଡ଼ିଆ ଭଦ୍ରକ ଜିଲ୍ଲା ଅଫିସ୍‌ରେ ପହଞ୍ଚିବା ପରେ ଜିଲ୍ଲା ସଂଯୋଜକ…

କିସ୍‌ ବିଶ୍ୱବିଦ୍ୟାଳୟର ବିଜୁପଟ୍ଟନାୟକ ଚେୟାର ପକ୍ଷରୁ ବିଜୁ ପଟ୍ଟନାୟକଙ୍କର ୧୦୫ତମ ଜୟନ୍ତୀ ପାଳିତ,

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟରେ ବିଜୁ ଜୟନ୍ତୀ ପାଳିତ। କିସ୍‌ ବିଶ୍ୱବିଦ୍ୟାଳୟର ବିଜୁପଟ୍ଟନାୟକ ଚେୟାର ପକ୍ଷରୁ ବିଜୁ ପଟ୍ଟନାୟକଙ୍କର ୧୦୫ତମ ଜୟନ୍ତୀ ଉତ୍ସବ କିସ୍‌ ବିଶ୍ୱବିଦ୍ୟାଳୟ ସମ୍ମିଳନୀ ଗୃହରେ ଆୟୋଜିତ ହୋଇଛି। ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି…

କୋରାପୁଟ: ନବମ ରାଜ୍ୟ ସ୍ତରୀୟ ପ୍ରାଇଜ୍‌ ମନି ଆର୍ଚେରୀ କମ୍ପିଟିସନରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

କେନ୍ୟୁଜ୍(ବ୍ୟୁରୋ):  ନବମ ରାଜ୍ୟ ସ୍ତରୀୟ ପ୍ରାଇଜ୍‌ ମନି ଆର୍ଚେରୀ କମ୍ପିଟିସନରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା। କୋରାପୁଟର ସୁନାବେଡା ସାଇ-ଏଚ୍‌ଏଏଲ୍‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୬ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରୁ ୧୦ ଜଣ କିସ୍‌ ପ୍ରତିଯୋଗୀ ପଦକ ହାସଲ କରିଛନ୍ତି। ଆଜି ଶେଷ…