Below header
Browsing Tag

knewsodisha

ଏହି ପରିବା ଓ ମଞ୍ଜିରେ ରହିଛି ଅନେକ ଭିଟାମିନ୍ସ , ଖାଇଲେ ବଡ ବଡ ରୋଗରୁ ପାଇବେ ମୁକ୍ତି

ଯେଉଁମାନେ ଶାକାହାରୀ ସେମାନେ ପ୍ରାୟତ ସବୁଜ ପନିପରିବା ଖାଇବା ଆବଶ୍ୟକ । କାରଣ ସବୁଜ ପନିପରିବାରେ ଭରି ରହିଥାଏ ଅନେକ ପ୍ରକାର ଭିଟାମିନ୍ସ । ଖାଲି ଶାକାହାରୀ ନୁହେଁ ନନଭେଜ ଖାଉଥିବା ଲୋକ ମଧ୍ୟ ପନି ପରିବା ଖାଇବା ଦରକାର କାରଣ ବିଭିନ୍ନ ପ୍ରାକର ପନିପରିବାରେ ରହିଥାଏ ଭିନ୍ନ ଭିନ୍ନ…

ପାଇଲଟ କ୍ୟାପ୍ଚର କଲେ ଏଲିଏନଙ୍କ ବଳୟ, ଆପଣ ଦେଖିଲେ ବି ହେବେ ଆଶ୍ଚର୍ଯ୍ୟ

ୟୁଏଫଓ ଏସ୍‌ ମାନେ କଣ ଆପଣ ଜାଣନ୍ତି କି ? ଆପଣ ଏହି ଶବ୍ଦ ହୁଏତ ଅନେକ ଥର ଶୁଣିଥିବେ କାରଣ ଆପଣ ଏଲିଏନଙ୍କୁ ନେଇ ଅନେକ କାହାଣୀ ଓ ଖବର ଶୁଣିଥିବେ। ଯାହାକୁ ନେଇ ଅନେକ ଫିଲ୍ମ ମଧ୍ୟ ହୋଇସାରିଛି । ଆଉ ଏହି ୟୁଏଫଓ ଏସ୍‌ ହେଉଛି ଏଲିଏନ୍ସଙ୍କ ବଳୟ ।ଏଲିଏନଙ୍କୁ ନେଇ ଗବେଷଣା ମଧ୍ୟ ଜାରି ରହିଛି ।…

ଯୌତୁକ ନେବାକୁ ମନା କଲେ ବର, କନିଆଁ ରାଗିଯାଇ କହିଲେ ଶାଶୂଘର ଯିବିନି

ରାଜଧାନୀ ଭୋପାଲ ଠାରେ ଦେଖିବାକୁ ମିଳିଛି ଅଜବ ଘଟଣା। ଭୋପାଲ ଠାରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଛି ଏକ ଅଦ୍ଭୁତ କାରଣ ପାଇଁ । ବାହା ହୋଇଥିବା ନବ ବଧୂ ରାଗିବାର କାରଣ ହେଉଛି ଯେ ସେ ଯୌତୁକରେ ଦେଉଥିବା କାର ଓ ଅନ୍ୟ ଜିନିଷକୁ ସ୍ୱାମୀ ନେବା ପାଇଁ ମନା କରି ଦେଇଛନ୍ତି । ଏହି…

ଖୁବ୍ ଶୀଘ୍ର ବଦଳିପାରେ ଏହି ରାଜ୍ୟର ଭାଗ୍ୟ,ଏଠି ଅଛି ସୁନାର ଭଣ୍ଡାର

ସୁନା, ଗହଣା, ହୀରା , ମୋତି ମାଣିକ ହେଉଛି ବହୁମୂଲ୍ୟ ଧାତୁ । ସେଥିପାଇଁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଥାଏ । ତେଣୁ  ଯେଉଁଠି ବି ଏପରି ମୂଲ୍ୟବାନ ଧାତୁ ର ଖଣି ଥାଏ । ସେହି ସ୍ଥାନକୁ ସରକାର ନିଜ ଅକ୍ତିଆରରେ ରଖିଥାଆନ୍ତି । ଆମ ଦେଶରେ କିଛି ସ୍ଥାନରେ ଏହି ସବୁ ମୂଲ୍ୟବାନ ପଦାର୍ଥ ମାନଙ୍କର…

ଓମିକ୍ରନ ଭାରିଏଣ୍ଟ : ଭାରତରେ ଓମିକ୍ରନ ର ପ୍ରଥମ ରୋଗୀଙ୍କ ଠାରେ ଦେଖାଗଲା ଏହି ଲକ୍ଷଣ, ଆପଣ ହୋଇଯାଆନ୍ତୁ ସତର୍କ

ଭାରତର କର୍ଣ୍ଣାଟକ ରାଜ୍ୟରେ କୋରୋନା ଭାଇରସ ର ଓମିକ୍ରନ ଭାରିଏଣ୍ଟର ଦୁଅଟି ମାମଲା ଆସିବା ପରେ ଲୋକଙ୍କ ଚିନ୍ତା ବଢିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ ନଡରିବା ପାଇଁ ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହି ଓମିକ୍ରନ ଭାରିଏଣ୍ଟ ଆସିବା ପରେ…

ନୀତି ଆୟୋଗର ନୂଆ ଘୋଷଣା, ଭାରତରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ବ୍ୟାଙ୍କ

ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମ ଅଧିକ ମାତ୍ରାରେ ଚାଲୁଛି । ସବୁ କାମ ବର୍ତ୍ତମାନ ଡିଜିଟାଲାଇଜ୍ଡ ହୋଇ ଗଲାଣି । ତେଣୁ ଲୋକମାନେ ଘରେ ରହି ମଧ୍ୟ ସବୁ କାମକୁ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ କରିବା ପାଇଁ ସକ୍ଷମ ହେଉଛନ୍ତି । ଏହା କେବଳ ସମ୍ଭବ ହୋଇଛି ଡିଜିଟାଲ ପ୍ଲାଟଫର୍ମ ପାଇଁ । ତେବେ…

କେନ୍ୟୁଜ ଡିଜିଟାଲ ପୋର୍ଟାଲର ଶୁଭ ଉଦଘାଟନ କଲେ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, ଯୋଗ ଦେଲେ ବହୁ ବିଶିଷ୍ଟ…

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଟିଭିର ଡିଜିଟାଲ ଶାଖା କଳିଙ୍ଗ ଟିଭି ପୋର୍ଟାଲ ଏବଂ କେ ନ୍ୟୁଜ୍‌ ଓଡ଼ିଶାର ଡିଜିଟାଲ ନ୍ୟୁଜ୍‌ ଡେସ୍କର ଆଜି ଉଦ୍‌ଘାଟନ ହୋଇଛି । ସନ୍ଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ…

କଳିଙ୍ଗ ଟିଭିର ପଞ୍ଚମ ପ୍ରତିଷ୍ଠା ଦିବସ, ଯୋଗଦେଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି

ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ସହଜ ନୁହଁ। ଏହି ପଥ ଅନୁସରଣ କରିବା ବଡ଼ ଚ୍ୟାଲେଞ୍ଜିଂ। କଳିଙ୍ଗ ଟିଭିର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରେ ଏହା କହିଛନ୍ତି, ବରିଷ୍ଠ ସାମ୍ବାଦିକ ତଥା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡାଇରେକ୍ଟର ପ୍ରଭୁ ଚାୱଲା। ଏହି ଉତ୍ସବରେ, କଳିଙ୍ଗ ଟିଭିର…