ଚଳନ୍ତା ଟ୍ରେନରେ ଆକ୍ରମଣ : ୧୦ ଆହତ, ୨ ଗିରଫ
ଲଣ୍ଡନ : ଲଣ୍ଡନ ଯାଉଥିବା ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଉପରେ ଆକ୍ରମଣ । ଶନିବାର ସନ୍ଧ୍ୟାରେ ଏହି ଘଟଣା ଯୋଗୁଁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଚଳନ୍ତା ଟ୍ରେନରେ ଏପରି ଘଟଣା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ…