Browsing Tag

koffee with karan

କଫି ଓ୍ଵିଥ୍‌ କରନ୍‌ରେ ମିସେସ୍ କିଙ୍ଗ ଖାନ୍, ଆର୍ଯ୍ୟନଙ୍କ ଜେଲ ଯିବା ମାମଲାରେ ଖୋଲିଲେ ମୁହଁ

ମୁମ୍ବାଇ: କରନ୍‌ ଜୋହରଙ୍କ ଚାଟ୍‌ ଶୋ’ କଫି ଓ୍ଵିଥ୍‌ କରନ୍‌ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ଖାସ୍‌ କରି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ପତ୍ନୀ ଗୌରୀଙ୍କୁ ଦେଖିବା ପାଇଁ ଏଥରକ ଅଧିକ ଉତ୍ସାହିତ ଅଛନ୍ତି ଫ୍ୟାନ୍‌। ଚଳିତ ସିଜନ୍‌ରେ ଗୌରୀ ଖାନ୍‌ କରନ୍‌ଙ୍କ ଶୋ’ରେ ଆସୁଛନ୍ତି।…

ବିବାହ ପାଇଁ ଭିକି କୌଶଲ ମୋ ରାଡରରେ ନଥିଲେ: କ୍ୟାଟ୍ରିନା କୈଫ୍‌ , କଫି ୱିଥ କରନରେ କହିଲେ ଏପରି କଥା…

କରନ ଜୋହରଙ୍କ ରିଆଲିଟି ଶୋ କଫି ୱିଥ୍ କରନ ସିଜନ ୭ର ୧୦ମ ଏପିସୋଡରେ କ୍ୟାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ ତାଙ୍କ 'ଫୋନ୍ ଭୁତ୍‌'ର ସହ-ତାରକା ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ରହିବେ। ସେ ଏହି ଏପିସୋଡ୍‌ରେ ସବୁ ମଜ୍ଜାଳିଆ କଥାର ଖୁଲାସା କରିବେ। ଯାହାର ପ୍ରମୋ…

ଦିଶାଙ୍କ ସହିତ ବ୍ରେକ ଅପ୍‌ ପରେ ଡେଟ୍‌ ପାଇଁ ନୂଆ ସାଥି ଖୋଜୁଛନ୍ତି ଟାଇଗର ଶ୍ରଫ, କଫି ଓ୍ଵିଥ କରନ ଶୋ’ରେ କଲେ ଖୁଲାସା

ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍‌ ନେଇ ଇଣ୍ଡଷ୍ଟ୍ରୀରେ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ୬ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ରେକ ଅପ୍‌ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଟାଇଗର ଏମିତି କିଛି କହିଛନ୍ତି, ଯାହା ଦିଶାଙ୍କୁ…

ମୋ ସେକ୍ସ ଲାଇଫ୍‌ ଏତେ ଆକର୍ଷଣୀୟ ନୁହେଁ, କରଣ ତାଙ୍କ ଶୋ’କୁ ମୋତେ କାହିଁକି ଡାକିବେ : ଏମିତି କହିଲେ ତାପସୀ ପନ୍ନୁ

ବଲିଉଡ୍ ଅଭିନେତ୍ରୀ ତାପସୀ ପାନ୍ନୁ ଖୁବଶୀଘ୍ର ଫିଲ୍ମ ‘ଦୋବାରା’ରେ ନଜର ଆସିବେ। ଜଣେ ଭଲ ଅଭିନେତ୍ରୀ ଭାବେ ଉଭୟ ଟଲିଉଡ୍‌ ଏବଂ ବଲିଉଡ୍‌ରେ ବେଶ୍‌ ନାଁ କମାଇଛନ୍ତି ତାପସୀ । ସେ ଏବେ ନିଜର ଏହି ନୂଆ ଫିଲ୍ମର ଜବରଦସ୍ତ ପ୍ରମୋସନ କରୁଛନ୍ତି। ଆଉ ଫିଲ୍ମ ପ୍ରମୋସନ ପାଇଁ କଫି ଉଇଥ କରନ ଶୋ’କୁ…

କରନଙ୍କ ଶୋ ‘କଫି ଉଇଥ କରନ’ ରେ ନଜର ଆସିବେ କ୍ୟାଟ୍ରିନା, ହେଲେ ସାଙ୍ଗରେ ଆସିବେନି ବିକ୍କି କୌଶଲ

କରନ ଜୋହରଙ୍କ ରିଆଲିଟ ଶୋ ‘ କଫି ଉଇଥ କରନ ୭’ରେ ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି। ଶୋ’ର ପୂର୍ବ ଏପିସୋଡରେ ଲାଇଗର ଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଆସିଥିଲେ। ଏହି ଏପିସୋଡରେ ବଲିଉଡ ସେଲିବ୍ରିଟିଙ୍କ ରିଲେସନସିପକୁ ନେଇ ଅନେକ ସିକ୍ରେଟ ବିଷୟରେ କହିଥିଲେ। ତେବେ ଏହା…

ସାମନ୍ଥାଙ୍କ ପରେ ‘କଫି ଉଇଥ କରନ’ରେ ନଜର ଆସିବେ ନାଗା ଚୈତନ୍ୟ, କହିବେ ନିଜ ମନର କଥା

ସାମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ନିଜ ନିଜ ଲାଇଫରେ ବ୍ୟସ୍ତ ରହିଛନ୍ତି। କିନ୍ତୁ ଏବେ କିଛି ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସାମନ୍ଥା ଏବଂ ନାଗା ଚୈତନ୍ୟ। ନିକଟରେ ସାମନ୍ଥା କରନ ଜୋହରଙ୍କ ଟକ୍‌ ଶୋ ‘କଫି ଉଇଥ୍‌ କରନ’କୁ ଯାଇଥିଲେ। ଆକ୍ସନ ଷ୍ଟାର…

ବନ୍ଦ ହେଲା ବିବାଦୀୟ ଶୋ’କଫି ଓ୍ଵିଥ୍‌ କରନ୍‌, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଲେ କରନ୍‌ ଜୋହର

ବଲିଉଡ୍‌ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଶୋ’ କଫି ଓ୍ଵିଥ୍‌ କରନ୍‌ର ଫ୍ୟାନ୍‌ଙ୍କ ପାଇଁ ଦୁଃଖଦ ଖବର। ଆଉ ଟିଭିରେ ପ୍ରସାରିତ ହେବନି ଏହି ସେଲିବ୍ରିଟି ଚାଟ୍‌ ଶୋ’। ଏହି ଶୋ’ ଏବେ ବନ୍ଦ ହୋଇଛି। ସବୁ ବେଳେ ବଲିଉଡ୍‌ ଠାରୁ ଆରମ୍ଭ କରି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ସେଲିବ୍ରିଟି ଏହି…

ଆସୁଛି କଫି ଓ୍ଵିଥ୍‌ କରନ୍‌ର ୭ମ ସିଜନ୍‌: ପୁଣି ଖୋଲିବ ରାଜ୍‌, ଜନ୍ମ ନେବ ନୂଆ କାହାଣୀ

କରନ୍‌ ଜୋହରଙ୍କ ଶୋ’ କଫି ଓ୍ଵିଥ୍‌ କରନ୍‌ ଖୁବ୍‌ ଲୋକପ୍ରିୟତା ହାସଲ କରିଛି। ଏହା ଦେଶର ଏକ ଲୋକପ୍ରିୟ ଚାଟ୍‌ ଶୋ’। ଏହି ଶୋ’ ଅନେକ ସେଲିବ୍ରିଟିଙ୍କ ଗୁମର ଖୋଲିଛି। ଏଣୁ ଶୋ’କୁ ଦର୍ଶକଙ୍କର ଭରପୂର ଭଲ ପାଇବା ମିଳିଛି। ତେବେ ପୁଣିଥରେ ଧୁମ୍‌ ମଚାଇବାକୁ ଆସୁଛି କଫି ଓ୍ଵିଥ୍‌ କରନ୍‌। ଶୋ’ର ୭ମ…

କରଣ ଜୋହରଙ୍କ ପ୍ରତି ବଢ଼ୁଛି ୟୁଜର୍ସଙ୍କ ଆକ୍ରୋଶ, ‘କଫି ଓ୍ଵିଥ୍‌ କରଣ’ ବ୍ୟାନ୍‌ କରିବାକୁ ସାଇନ୍‌ କରାଯାଉଛି…

ଥମିବାର ନଁ ଧରୁନି ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବିବାଦ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ନେପୋଟିଜମ୍‌କୁ ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା। ତା’ପରେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ତାଙ୍କ ବିରୋଧରେ ଫିଲ୍ମ ଟାଇଟଲ ଚୋରି କରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।…

ମହିଳାଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ଏମିତି କଥା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଡା କାର୍ଯ୍ୟାନୁଷ୍ଠାନ ନେଇପାରେ…

ଅଡୁଆରେ ହାର୍ଦ୍ଦିକ୍ ପାଣ୍ଡ୍ୟା । ବିସିସିଆଇର କଡା କାର୍ଯ୍ୟାନୁଷ୍ଠାନର ସାମ୍ନା କରିପାରନ୍ତି ଭାରତୀୟ କ୍ରିକେଟ୍ ଟିମର ଏହି ଅଲରାଉଣ୍ଡର । ନିକଟରେ ଲୋକପ୍ରିୟ ଟକ୍ ସୋ କଫି ୱିଥ୍ କରନରେ ଯେଉଁ ବୟାନ୍ ଦେଇଛନ୍ତି ହାର୍ଦ୍ଦିକ୍ ତାହା ଏବେ ତାଙ୍କୁ ଟାଣି ଆଣିଛି ବିବାଦ ଘେରକୁ । ବୟାନ୍ ପରେ ଯଦିଓ…