Browsing Tag

koraput accident

ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସିଲା ଅଟୋ, ଜଣେ ମୃତ

କୋରାପୁଟ (କେନ୍ୟୁଜ) : ଦଶ ଫୁଟ ତଳକୁ ଓଲଟିଲା ଅଟୋ । ଅଟୋ ଓଲଟି ଜଣଙ୍କର ମୃତ୍ୟୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଲୁଗୁମ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସିଲା ଅଟୋ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତ ବ୍ୟକ୍ତି ଜଣକ…

ରାସ୍ତା କଡ଼ରେ ଠିଆ ହୋଇଥିବା ଟିପ୍ପରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍: ୧୦ ଜଣ ଯାତ୍ରୀ ଅ‍ାହତ, ଜଣେ ଗୁରୁତର

କୋରାପୁଟ(କେନ୍ୟୁଜ୍): ୨୬ ନଂ ଜାତୀୟ ରାଜପଥର ଶୁଣ୍ଢି ପୁଙ୍ଗାର ନିକଟରେ ସଡ଼କ ଦୁର୍ଘଟଣା। ଟିପ୍ପରକୁ ଧକ୍କା ଦେଲା ବସ୍ । ୧୦ ଜଣ ଯାତ୍ରୀ ଅ‍ାହତ, ଜାଣେ ଗୁରୁତର । ବିଶାଖାପାଟଣା ଠାରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ସରକାରୀ ଯାତ୍ରୀବାହି ବସ୍ ଦୁର୍ଘଟଣା ହୋଇଛି। ଭୋର ପ୍ରାୟ ୪ଟା…

ବରଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଦେଓ ଘାଟିରେ ବସ୍‌ ସହ ଟ୍ରେଲର ମୁହାଁମୁହିଁ ଧକ୍କା: ଜଣେ ମୃତ, ୭ ଆହତ

କୋରାପୁଟ(କେନ୍ୟୁଜ): ଘାଟିରେ ଓଲଟିଲା ବସ୍‌। ବସ୍‌-ଟ୍ରେଲର ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୭ ଆହତ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବରଯାତ୍ରୀଙ୍କୁ ନେଇ ଅର୍ଣ୍ଣପୂର୍ଣ୍ଣା ନାମକ ଘରୋଇ ବସ୍‌ଟି କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବାବେଳେ ଦେଓ ଘାଟିରେ ଟ୍ରେଲର ସହ…

ଟିପ୍ପର ଧକ୍କାରେ ବାଇକ ଚାଳକ ମୃତ, କୋରାପୁଟ କାକିରିଗୁମା ଓ ଦାମନଜୋଡି ରାସ୍ତାରେ ଗାଡି ଚଳାଚଳ ବନ୍ଦ

କୋରାପୁଟ(କେନ୍ଯୁଜ୍): ଟିପ୍ପର ଧକ୍କାରେ ବାଇକ ଚାଳକ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ କୋରାପୁଟ ଜିଲ୍ଲା କାକିରିଗୁମା ଓ ଦାମନଜୋଡି ରାସ୍ତାରେ ଗାଡି ଚଳାଚଳ ବନ୍ଦ ଥିଲା । କାକିରିଗୁମା ଥାନା ଗୌଡଗୁଡା…

କୋରାପୁଟ-ଜୟପୁର ରାସ୍ତାର ଦେଓ ଘାଟିରେ ୨ ଟ୍ରକ ମୁହାଁମୁହିଁ ଧକ୍କା, ୨ ଆହତ

କେନ୍ୟୁଜ୍(ବ୍ୟୁରୋ): ପୁଣି ଘାଟିରେ ଦୁର୍ଘଟଣା । ୨ ଟ୍ରକ ମୁହାଁମୁହିଁ ଧକ୍କା । କୋରାପୁଟ-ଜୟପୁର ରାସ୍ତାର ଦେଓ ଘାଟିରେ ଓଲଟିଲା ଟ୍ରକ୍‌ । ଡ୍ରାଇଭର ଓ ହେଲଭର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ପହଂଚିଛନ୍ତି ଓଡ୍ରାଫ୍‌, ଅଗ୍ନିଶମବାହିନୀ…

ରଖେ ହରି ତ ମାରେ କିଏ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯୁବକ, ବସ୍‌ ଚକା ତଳେ ରହିଗଲା ପ୍ରାଣ

କୋରାପୁଟ: ଦୁର୍ଘଟଣାରୁ ଏମିତି ବଞ୍ଚିଯାଏ ଜୀବନ । ବସ୍‌ ଚକା ତଳେ ଅଳ୍ପକେ ରହିଗଲା ପ୍ରାଣ । ଆଉ ଇଞ୍ଚେ ଗଡ଼ିଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ ବସ୍‌ ଅଟକିଗଲା । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ବସ୍‌ ଚକା ତଳେ ପଡ଼ି ଛଟପଛ ହେଲେ ଯୁବକ । ଦୁର୍ଘଟଣା ଘଟିଛି କୋରାପୁଟ ସୁନାବେଡ଼ା ଅଞ୍ଚଳରେ…

କାଳ ହେଲା ପିକନିକ, ଭାରସାମ୍ୟ ହରାଇ କେନାଲକୁ ପଶିଗଲା କାର୍, ଜଣେ ମୃତ

ଜୟପୁର(କେ ନ୍ୟୁଜ):  ପିକନିକ ହେଲା କାଳ । ଜୟପୁର ମୁଖ୍ୟ କେନାଲ ଭିତରକୁ ପଶିଗଲା କାର୍‌ । ୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ ଜଣେ ଗାଡି ମଧ୍ୟରେ ଆଉ ଜଣେ ଫସି ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଜୟପୁର ଟାଉନ୍‌…

ଘନ କୁହୁଡି ହେଲା କାଳ: ସିମେଣ୍ଟ ବୋଝେଇ ଟ୍ରକ୍ ସହ ମକା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ଜଣଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ ସିପାଇପୁଟ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପଟାଙ୍ଗି ବ୍ଲକ ଆମ୍ପବାଲି ସିମେଣ୍ଟ କାରଖାନାରୁ କୋରାପୁଟ ନିମନ୍ତେ ସିମେଣ୍ଟ ବଝେଇ ଟ୍ରକ ଗାଡି ନଂ OD10G7629ଯାଉଥିବା ବେଳେ ଅପରପାର୍ଶ୍ୱରେ ଉମରକୋଟ ଠାରୁ…

ପାତାଳି ନଦୀ ଦୁର୍ଘଟଣା ମାମଲା : ଉଦ୍ଧାର ହେଲା ନିଖୋଜ କାର, ଲାଗିଛି ଆନ୍ଧ୍ରପ୍ରଦେଶ ନମ୍ବର ପ୍ଲେଟ

କୋରାପୁଟ(କେ ନ୍ୟୁଜ): କୋରାପୁଟ ଜିଲ୍ଲା ପୁଜାରିପୁଟ ପାତାଳି ନଦୀ ମଧ୍ୟରେ ପଶି ନିଖୋଜ ହୋଇଥିବା କାର ଟିକୁ ଉଦ୍ଧାର କରାଯାଇଛି । ପୂର୍ବରୁ ଦୁର୍ଘଟଣାସ୍ଥଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…

କୋରାପୁଟ ପାଡୁଆ ଡାକବଙ୍ଗଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୪ ନାବାଳକଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୪ ଜୀବନ। ମୃତକମାନେ ସମସ୍ତେ ପାଡୁଆ ଗାଁର। ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍‌ରେ ୪ଜଣ ଗାଁକୁ ଫେରୁଥିବାବେଳେ ଭାରସାମ୍ଯ ହରାଇ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡାକବଙ୍ଗଳା…