କୋରାପୁଟ ମାଛକୁଣ୍ଡ ପୋଲିସ୍ ଦ୍ବାରା ୭ ଲକ୍ଷ ଟଙ୍କାର ଗଂଜେଇ ଜବତ
କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଦ୍ବାରା ୭ ଲକ୍ଷ ଟଙ୍କାର ଗଂଜେଇ ଜବତ । ଗଂଜେଇ ଚାଲାଣ କରୁଥୁବା ୱାଗନର କାର ସହ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ବ୍ଯକ୍ତି ଜଣଙ୍କ ଘର ବିହାର ବୋଲି ପୋଲିସ କହିଛି। ୱ୍ବାଗନର କାରରେ ଗଂଜେଇ ଆନ୍ଧ୍ର ସୀମାନ୍ତରୁ ବିହାର ଚାଲାଣ ହେଉଥୁବାବେଳେ…