ରାଜସ୍ଥାନ କୋଟାରେ ଗ୍ୟାସ୍ ଲିକ୍, ୧୩ ସ୍କୁଲ ଛାତ୍ର ଅଚେତ୍, ହସପିଟାଲରେ ଭର୍ତ୍ତି
ରାଜସ୍ଥାନ କୋଟାର ଚମ୍ବଲରେ ଥିବା ଫର୍ଟିଲାଇଜର୍ସ କେମିକାଲ ଲିମିଟେଡରେ ଗ୍ୟାସ୍ ଲିକ୍ । ଏହି ଗ୍ୟାସ ଲିକର ଶିକାର ହୋଇଛନ୍ତି ସ୍କୁଲ ପିଲା । ୧୩ ଜଣ ସ୍କୁଲ ପିଲା ଅଚେତ ହୋଇପଡିଥିଲେ । ଏମାନଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।…