କୃଷ୍ଣ ଭଜନରେ ଲୀନ ହେଲେ ପାଣ୍ଡ୍ୟା ବ୍ରଦର୍ସ, ଭିଡିଓ ଭାଇରଲ
ଆଇପିଏଲ୍ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଆଇପିଏଲର ପ୍ରଥମ ୩ଟି ମ୍ୟାଚ ହାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଗୋଟିଏ ମ୍ୟାଚ ଜିତିଛି ମୁମ୍ବାଇ । ଲଗାତାର ୩ଟି ମ୍ୟାଚ ହାରିବା ପରେ…