Browsing Tag

labour

ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ମନା

ଭୁବନେଶ୍ୱର (କେନ୍ୟୁଜ):  ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ ।  ତତଲା କଡେଇରେ ସିଝୁଛି ଅଧା ଓଡ଼ିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିଲାଣି ତାପମାତ୍ରା । ଅସ୍ତବ୍ୟସ୍ତ ହେଲାଣି ଜୀବନ । ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ତେବେ ଏହାର ମୁକାବିଲା ନିମନ୍ତେ ସରକାର…

ପେଟପାଟଣା ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ ଗୋଟିଏ ଗାଁର ୬ ଜଣ

ନବରଙ୍ଗପୁର : କାନ୍ଦ ବୋବାଳିରେ ଫାଟି ଫଡ଼ୁଛି ଗାଁ ଶ୍ମଶାନ । ଜଣେ ନୁହେଁ ପରିବାରକୁ ଉଚ୍ଛନ୍ନ କରି ୬ ଜଣ ଚାଲି ଯାଇଛନ୍ତି ଆରପାରିକୁ । ସେଇମାନଙ୍କ ଶବ ଥୁଆ ହୋଇଛି ଶ୍ମଶାନରେ। ଶବକୁ ଘେରି ରହିଛନ୍ତି ପରିବାର ଆତ୍ମୀୟସ୍ୱଜନ । ଯେଉଁ ଦୃଶ୍ୟ ଦେଖି ଆପଣ ବି ପାଇଁ ସ୍ତବ୍ଧ ହୋଇ ରହିଯିବେ । ଆଉ…

ଭାରତ-ଚୀନ ସୀମାରେ ରାସ୍ତା କାମ କରୁଥିବା ୧୮ ଜଣ ଶ୍ରମିକ ନିଖୋଜ, ଜଣେ ମୃତ

ଅରୁଣାଚଳପ୍ରଦେଶରେ ଭାରତ-ଚୀନ ସୀମା ନିକଟରେ ଏକ ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ଏହି ଶ୍ରମିକମାନେ କୁରୁଙ୍ଗା କୁମେ ଜିଲ୍ଲାରେ ଏକ ରାସ୍ତା ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୫ଜୁଲାଇ ପରେ ଏହି ୧୯ ଶ୍ରମିକଙ୍କ କୌଣସି ପତ୍ତା କେହି…

ଭୋକ ଉପାସରେ ହାଇଦ୍ରାବାଦରେ ଫସି ରହିଛନ୍ତି ସମ୍ବଲପୁରର ୨୮ଜଣ ଶ୍ରମିକ, ଭାଇରାଲ ହେଉଛି ଭିଡିଓ

ସମ୍ବଲପୁର: ହାଇଦ୍ରାବାଦରେ ଫସିଛନ୍ତି ସମ୍ବଲପୁରର ୨୮ଜଣ ଶ୍ରମିକ । ଗତ ୩ଦିନ ହେଲା ଶ୍ରମିକ ମାନେ ହାଇଦ୍ରାବାଦର ଗାନ୍ଧୀ ବସଷ୍ଟାଣ୍ଡରେ ଭୋକ ଉପାସରେ ଫସି ରହିଥିବା ଭିଡିଓ ଭାଇରାଲ ହେଉଛି । ସମ୍ବଲପୁର ଧମା ଅଞ୍ଚଳରୁ ଶ୍ରମିକ ମାନେ ଇଟା ଭାଟିରେ କାମ କରିବାକୁ ସିକନ୍ଦାରାବାଦ ଯାଇଥିଲେ ।…

ସପ୍ତାହରେ ଏଣିକି ୪ ଦିନ କାମ, ୩ ଦିନ ଛୁଟି ! ଜାଣନ୍ତୁ ମୋଦି ସରକାର କେଉଁ ସର୍ତ୍ତ ସହିତ ଜାରି କରିପାରନ୍ତି ଅଧିସୂଚନା

କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ୩ ଦିନ ଛୁଟି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରୁଛନ୍ତି। ଏ ନେଇ ସରକାରଙ୍କ ତରଫରୁ ଖୁବ୍‌ଶୀଘ୍ର ଅଧିସୂଚନା ଜାରି ହୋଇପାରେ। କହି ରଖୁଛୁ, ଗତବର୍ଷ ସଂସଦରେ କର୍ମଚାରୀଙ୍କ ସହ ଜଡ଼ିତ ୪ଟି ବିଲ୍‌ ପାରିତ ହୋଇଥିଲା। ପାରିତ ବିଲ୍‌ରେ ବେତନ…

ବାଟବଣା ହେଲେ ପ୍ରବାସୀ ଶ୍ରମିକ, ବାଲେଶ୍ୱରରେ ବୁଲୁଛନ୍ତି ବାହାର ରାଜ୍ୟର ୪୦ ଜଣ ଶ୍ରମିକ

ବାଲେଶ୍ୱର (କେ.ନ୍ୟୁଜ): ସହର ଭିତରେ ବାଟବଣା ହୋଇଗଲେ ଶ୍ରମିକ। ଶ୍ରମିକମାନଙ୍କ ଏଣେତେଣେ ବୁଲିବା ଦେଖି ବାଲେଶ୍ବର ସହରବାସୀ ଭୟଭୀତ। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଦିନ ସାଢ଼େ ୧୨ଟା ବେଳେ। ସମସ୍ତ ଶ୍ରମିକ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।…

ଉଦ୍ଧାର ପାଇଲେ ବଂଶଧାରା ନଦୀ ବନ୍ୟା ଜଳରେ ଫସିଥିବା ୫୩ ଜଣ ଶ୍ରମିକ

ଆନ୍ଧ୍ର ପ୍ରଦେଶ: ଉଦ୍ଧାର ପାଇଲେ ବଂଶଧାରା ନଦୀ ବନ୍ୟା ଜଳରେ ଫସିଥିବା ୫୩ ଜଣ ଶ୍ରମିକ। ବଂଶଧାରା ନଦୀର ଆନ୍ଧ୍ର ପ୍ରଦେଶ ଗଟା ବ୍ୟାରେଜରେ ବନ୍ୟା ଜଳ ନିଷ୍କାସନ ପାଇଁ ୨୨ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲାଯିବା ପରେ ଶ୍ରୀକାକୁଲମ ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ବାଲି ଖାଦାନରେ ଫସି ଯାଇଥିଲେ…