Browsing Tag

ladakh

Ladakh Earthquake: ଲେହରେ ଭୂକମ୍ପ ଝଟକା, ତୀବ୍ରତା ୫.୫

ଲଦାଖ : ଆଜି ସକାଳେ ଲଦାଖର ଲେହରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୫ ଥିବା ଜଣାପଡିଛି । ଫଳରେ ଲୋକ ଭୟରେ ଘରୁ ବାହାରକୁ ଦୌଡି ଆସିଥିଲେ । ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୫ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା NSC ପକ୍ଷରୁ ସୂଚନା ମିଳିଛି ।  ଏହାର…

ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ

ଲଦାଖ: ଲଦାଖରେ ବଡ ଧରଣର ହିମସ୍ଖଳନ। ଶ୍ରୀନଗର -ଲେହ ଜାତୀୟ ରାଜପଥରେ ଏକ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ବରଫ ଭିତରେ ବହୁ ଗାଡି ଫସି ରହିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବାରୁ ମୃତ୍ୟୁ…

ଲଦାଖରେ ବିରଳ ଦୃଶ୍ୟ : ଲାଲ୍ ରଙ୍ଗରେ ପରିଣତ ହେଲା ଆକାଶ, ଭାରତକୁ ଦେଲା ଚେତାବନୀ

ଲଦାଖ : ଜାନୁଆରୀ ୧୯-୨୦ ରାତିରେ ଲଦାଖର ହାନଲେରେ ଆକାଶ ଲାଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଯାହା ଭାରତର ସାଟାଲାଇଟ୍ସ, ପାୱାର ଗ୍ରୀଡ୍, GPS ଏବଂ ଡିଜିଟାଲ ସିଷ୍ଟମରେ ବିପଦ ସୃଷ୍ଟି କରୁଛି । ସାଧାରଣତଃ, ନୀଳ ଆକାଶରେ କେବଳ ତାରା ଏବଂ ଛାୟାପଥ ଭାବରେ ଦୃଶ୍ୟମାନ ହୁଏ, କିନ୍ତୁ ଏହି…

ସୋନମ ୱାଙ୍ଗଚୁକଙ୍କ ପାକିସ୍ତାନୀ ଲିଙ୍କ, ବିଦେଶୀ ପାଣ୍ଠିକୁ ନେଇ ହେଉଛି ତଦନ୍ତ

ଲଦାଖ : ସୀମା ପାର ହୋଇ ୱାଙ୍ଗଚୁକଙ୍କ ପ୍ରତିବାଦର ଭିଡିଓ ପଠାଉଥିବା ଜଣେ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟଙ୍କୁ ଗତ ମାସରେ ଗିରଫ କରାଯାଇଛି ।  ଏହା ପରେ ଲଦାଖର ପୋଲିସ ମହାନିର୍ଦ୍ଦେଶକ ଏସ.ଡି. ସିଂହ ଜାମୱାଲ କହିଛନ୍ତି ଯେ ସୋନମ ୱାଙ୍ଗଚୁକଙ୍କ ପାକିସ୍ତାନ ସହିତ ସମ୍ପର୍କ ଥିବା ନେଇ ତଦନ୍ତ…

ସୋନମ ୱାଙ୍ଗଚୁକ ଗିରଫ,ସୁରକ୍ଷାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ଲଦାଖ : ଲେହ ହିଂସା ମାମଲାରେ ସୋନମ ୱାଙ୍ଗଚୁକ ଗିରଫ । ଜାତୀୟ ସୁରକ୍ଷା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ କେନ୍ଦ୍ର ଶାସିତ ଅଞ୍ଚଳର ଲଦାଖକୁ  ପୂର୍ଣ୍ଣ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗ ରହିଛି । ଡିଜିପି ଏସଡି ସିଂ ଜାମୱାଲଙ୍କ…

ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର, ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ

ଲଦାଖ : ଥମିଛି ଲଦାଖ ହିଂସା ।  ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଲଦାଖ ଓ ଲେହରେ ଜାରି ହୋଇଛି କର୍ଫ୍ୟୁ ।  ଲଦାଖ ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର। ଗତକାଲି ଲଦାଖକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ସହ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ସାମିଲ ଦାବିରେ ବନ୍ଦ ପାଳନ ବେଳେ…

ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି, ୪ ମୃତ, ୭୨ ଜଣ ଆହତ

ଲଦାଖ : ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି ହୋଇଛି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ଲେହ, କାରଗିଲ ଭଳି ସମ୍ବେଦନଶୀଳ ଅଞ୍ଚଳରେ…

ଲଦାଖରେ ଜେନ-ଜିଙ୍କ ବିକ୍ଷୋଭ, ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି, ଅଫିସ ଓ ପୋଲିସ ଗାଡ଼ିରେ ଲଗାଇଲେ ନିଆଁ

ଲଦାଖ : ଲଦାଖରେ ନେପାଳ ଭଳି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ଯୁବପିଢ଼ି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ପୋଲିସ ଗାଡ଼ିକୁ ପୋଡ଼ି…

ସେନା ଗାଡ଼ି ଉପରେ ଖସିଲା ପଥର, ୩ ଯବାନ ସହିଦ, ୩ ଗୁରୁତର

ଲଦାଖ : ଲଦାଖରେ ଭାରତୀୟ ସେନାର ଗାଡ଼ି ଉପରେ ପଡିଲା ପଥର । ଘଟଣାରେ ଜଣେ ଅଧିକାରୀଙ୍କ ସହିତ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ମୁତାବକ, ଲଦାଖର ଦୁରବୁକରେ ଭାରତୀୟ ସେନାର ଏକ ଗାଡ଼ି ଉପରେ ପଥର ଖସିପଡିଥିଲା । ଫଳରେ ଏଥିରେ ଥିବା ଜଣେ ଅଧିକାରୀଙ୍କ…

ରାତି ଅଧରେ ଥରିଲା ଲଦାଖ, ୫.୨ ତୀବ୍ରତାର ଭୂକମ୍ପ ଝଟକା

ଭୂକମ୍ପ ଝଟକାରେ ଥରିଲା ଲଦାଖ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି । କେବଳ ଲଦାଖ ନୁହେଁ ଜମ୍ମୁ କଶ୍ମୀରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ଗଭୀରତା ୧୫ କିଲୋମିଟର ଥିବା ଜଣାପଡ଼ିଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଭୂକମ୍ପଟି ବିଳମ୍ବିତ…

ଭାରତର ସବୁଠାରୁ ଥଣ୍ଡା ସହର, ମାଇନସ୍ ୪୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ ତାପମାତ୍ରା

ଭାରତ ହେଉଛି ବିବିଧତାର ଦେଶ । ଏଠାରେ ବିଭିନ୍ନ ସହରରେ ବିଭିନ୍ନ ପ୍ରକାରର ପାଣିପାଗ ଅନୁଭୂତ ହୋଇଥାଏ । କୌଣସି ସ୍ଥାନରେ ପ୍ରଚଣ୍ଡ ଖରା, କୌଣସି ସ୍ଥାନରେ ବର୍ଷା ତ ଆଉ କୌଣସି ସ୍ଥାନରେ ଅତ୍ୟନ୍ତ ଥଣ୍ଡା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଦେଶର ସବୁଠାରୁ ଶୀତଳ ସ୍ଥାନ ବିଷୟରେ ଜଣାଇବୁ । ଆପଣ…

ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କଲା ଭାରତ

ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କଲା ଭାରତ ।  ଖୁବ ଶୀଘ୍ର ଦେପସାଙ୍ଗରେ ପାଟ୍ରୋଲିଂ ଆରମ୍ଭ ହେବ ।  ଏହି ସୂଚନା ଦେଇଛି ଭାରତୀୟ ସେନା ।  ୨୦୨୦ ମସିହାରେ ଗଲୱାନ ଘାଟିରେ ସଂଘର୍ଷ ପରେ ପୂର୍ବ ଲଦାଖର ଏହି ଦୁଇଟି ପଏଣ୍ଟକୁ ନେଇ ଭାରତ- ଚୀନ ବିବାଦ ସୃଷ୍ଟି ହୋଇଥିଲା ।…