ସେହି ରହସ୍ୟମୟ ହ୍ରଦ, ପ୍ରତି ଋତୁ ବଦଳିବା ସହ ବଦଳିଯାଏ ଏହିସବୁ ହ୍ରଦର ରଙ୍ଗ
ଆପଣ ଏଣ୍ଡୁଅ ରଙ୍ଗ ବଦଳାଇବା କଥା ନିଶ୍ଚୟ ଭାବରେ ଶୁଣିଥିବେ କିନ୍ତୁ ଆପଣ କେବେ ଶୁଣିଛନ୍ତି କି ହ୍ରଦ ରଙ୍ଗ ପରିବର୍ତ୍ତନ କରେ? ହଁ ଆଜ୍ଞା, ସାରା ବିଶ୍ୱରେ ଏପରି ହ୍ରଦ ଅଛି ଯାହା ଋତୁ ଏବଂ ସମୟ ସହିତ ରଙ୍ଗ ପରିବର୍ତ୍ତନ କରେ । ଆଜି ଆମେ ଆପଣଙ୍କୁ ଏପରି ହ୍ରଦ ବିଷୟରେ କହିବୁ ଯାହା ପାଗ…