Browsing Tag

lalu prasad yadav

ବିଗିଡ଼ିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା, ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍‌ସକୁ…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର ହେଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବା ପରେ ଏମ୍‌ସ୍‌ ସ୍ଥାନାନ୍ତର ହୋଇଛି । ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଛି । ସେ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ, ରିମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି

ପାଟନା : ରାଷ୍ଟ୍ରୀୟ ଜନତା ଦଳ ସଭାପତି ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ଅଛନ୍ତି । ତାଙ୍କୁ ରିମ୍‌ସ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଫୁସ୍‌ଫୁସ୍‌ରେ ନିମୁନିଆ ପ୍ୟାଚେସ୍‌ ଥିବା ଦେଖାଯାଇଛି । ଶୁକ୍ରବାର ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟରେ କିଛିଟା…

ବିଗିଡିବାରେ ଲାଗିଛି ଲାଲୁଙ୍କ ସ୍ବାସ୍ଥ୍ଯବସ୍ଥା, ବାରମ୍ବାର କିଡନୀ ହେଉଛି ଖରାପ, ଡାକ୍ତର କହିଲେ ସ୍ଥିତି ଠିକ୍ ନାହିଁ

ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପ୍ରମୁଖ ଲାଲୁ ଯାଦବଙ୍କ ସ୍ବାସ୍ଥ୍ଯକୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଲାଲୁଙ୍କ କିଡନୀ ଦିନକୁ ଦିନ ଦୁର୍ବଳ…

ଆର୍‌ଜେଡି ନେତା ଲାଲୁଙ୍କୁ ନେଇ ଚିନ୍ତା ବଢ଼ିଲା, ସୁରକ୍ଷାରେ ଥିବା ୯ ଯବାନ୍‌ କରୋନା ପଜେଟିଭ୍‌

ରାଞ୍ଚି : ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଲାଲୁଙ୍କ ସୁରକ୍ଷାରେ ଥିବା ୯ ଯବାନ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ନୂଆ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ଅଗଷ୍ଟରେ ଲାଲୁଙ୍କୁ ରାଞ୍ଚି ରିମ୍ସ…

ଚାରା ଘୋଟାଲା ମାମଲା, ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ

ରାଞ୍ଚି: ଚାରା ଘୋଟାଲା ମାମଲାରେ ସଂପୃକ୍ତି ନେଇ ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ସିବିଆଇ ଅଦାଲତ ପକ୍ଷରୁ ତାଙ୍କୁ ୩୪ଟି ପ୍ରଶ୍ନ କରାଯାଇଥିଲା । ଏସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ଲାଲୁ । ପ୍ରାୟ ୨ ଘଣ୍ଟା ଧରି ବୟାନ ରେକର୍ଡ…

ନେତା ନୁହେଁ ଡାକ୍ତର ହେବାକୁ ଚାହୁଁଥିଲେ ଲାଲୁ ଯାଦବ, କିନ୍ତୁ ହେଙ୍ଗୁ ବିକ୍ରି କରିବା ବାଲା ବଦଳାଇଦେଲା ଜୀବନ

ଲାଲୁ ପ୍ରସାଦ ଯାଦବ । ଯାହାଙ୍କ ନାମ ହିଁ ତାଙ୍କ ପରିଚୟ । ୧୧ ଜୁନ୍‌ ୧୯୪୮ରେ ଜନ୍ମ ହୋଇଥିବା ଲାଲୁ ଆଜି ୭୨ ବର୍ଷରେ ପାଦ ଦେଇଛନ୍ତି । ବିଧାୟକ, ଦୁଇ ଥର ମୁଖ୍ୟମନ୍ତ୍ରୀ, ଲୋକସଭା ସାସଂଦ, ରାଜ୍ୟସଭା ସାଂସଦ ଏବଂ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ରୂପରେ ସେବା ଦେଇସାରିଥିବା ଲାଲୁ ଯାଦବ…

ଲାଲୁ ଯାଦବଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ଲାଲୁ ଯାଦବଙ୍କୁ ଝଟକା । ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଚାରା ଘୋଟାଲାରେ ସଜା କାଟୁ ଥିବା ଲାଲୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ରେ ଚିକିତ୍ସାଧୀନ ଅଛନ୍ତି ।…

ପୁଣି ଜେଲ ଫେରିବେ ଲାଲୁ : ଆଜି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହେବେ ହାଜର

ଝାଡ଼ଖଣ୍ଡ (କେନ୍ୟୁଜ୍) : ଆଜି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଆଜି ସୁଦ୍ଧା ହାଜର ହେବାକୁ ଲାଲୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୩ ମାସ ଜାମିନ ବୃଦ୍ଧି ପାଇଁ ସେ ଆବେଦନ କରିଥିଲେ ।…

ଆଇଆରସିଟିସି ହୋଟେଲ ଲିଜ୍ ଦୁର୍ନୀତି ମାମଲା : ଲାଲୁଙ୍କ ପରିବାରକୁ ଦିଲ୍ଲୀ କୋର୍ଟଙ୍କ ସମନ୍

ନୂଆଦିଲ୍ଲୀ : ଲାଲୁ ଯାଦବଙ୍କୁ ଦିଲ୍ଲୀ କୋର୍ଟର ସମନ୍ । ବେସରକାରୀ ସଂସ୍ଥାକୁ ଆଇଆରସିଟିସି ହୋଟେଲ ଲିଜ୍ ଦୁର୍ନୀତି ମାମଲାରେ ଲାଲୁଙ୍କ ସମେତ ପୂରା ପରିବାର ଫସିଛି । ଏହି ମାମଲାରେ ଲାଲୁଙ୍କ ସମେତ ପୁଅ ତେଜସ୍ୱୀ ଯାଦବ, ପତ୍ନୀ ରାବଡ଼ି ଦେବୀ ଏବଂ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଦିଲ୍ଲୀ କୋର୍ଟ…