Browsing Tag

Lamborghini

ଟିମ୍‌ ଇଣ୍ଡିଆ ଅଧିନାୟକ କିଣିଲେ Lamborghini Urus, ଦାମ୍‌ ୩.୧୫ କୋଟି ଟଙ୍କା

ଭାରତରେ ଦାମୀ ଓ ବିଳାସପୂର୍ଣ୍ଣ କାର ମଧ୍ୟରେ Lamborghini ନାଁ ଶୀର୍ଷରେ ରହିଛି। ଏହି କାର ଏପର୍ଯ୍ୟନ୍ତ ରଣବୀର ସିଂ, କାର୍ତ୍ତିକ ଆର୍ଯ୍ୟନ ଏବଂ ରୋହିତ ସେଟ୍ଟୀ ପୂର୍ବରୁ କିଣିସାରିଛନ୍ତି। ଏବେ  Lamborghini Urus କାର ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା କିଣିଛନ୍ତି। ଏହି…

କରୋନାରୁ ସୁସ୍ଥ ହୋଇ ଫେରିଲେ କାର୍ତ୍ତିକ ଆର‍୍ୟନ୍‌, ଫ୍ୟାନ୍ସଙ୍କୁ ଦେଲେ କିଛି ଏମିତି ସରପ୍ରାଇଜ

ବଲିଉଡ ଅଭିନେତା କାର୍ତ୍ତିକ ଆର‍୍ୟନ୍‌ କରୋନା ପଜିଟିଭ ହେଲାପରେ ଫ୍ରାନ୍ସମାନେ ଦୁଃଖି ହୋଇଯାଇଥିଲେ। ତାଙ୍କର ସୁସ୍ଥ ହେବା ଖବରକୁ ସମସ୍ତେ ଚାହିଁ ବସିଥିଲେ। କିଛି ଦିନ ପୂର୍ବରୁ କାର୍ତ୍ତିକ ଆର‍୍ୟନ୍‌ଙ୍କ କରୋନା ନେଗେଟିଭ ଖବର ସାମ୍ନାକୁ ଆସିଥିଲ।ା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହି…

ଦୀର୍ଘଦିନର ସ୍ୱପ୍ନ ପୂରଣ କଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ, କିଣିଲେ ୬ କୋଟିର ଲାମ୍ବୋରଗିନି

ନିଜ ଡ୍ରିମ୍‌ କାର କିଣିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସଙ୍କର ଫ୍ୟାନ୍‌ ଫଲୋୟର୍ସ ସଂଖ୍ୟା ବହୁତ ଅଧିକ। ବାହୁବଳୀ ଫିଲ୍ମ ପରେ ତାଙ୍କ ଫ୍ୟାନ୍‌ ସଂଖ୍ୟା ଆହୁରି ବଢ଼ିଯାଇଛି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ହଜାର ହଜାର ଫ୍ୟାନ୍‌ ଅଛନ୍ତି।…

ପାଣିରେ ଚାଲିବ ଏହି ‘ସୁପରକାର୍’, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ଏଭଳି ଏକ ସାନଦାର୍ ‘ସୁପରକାର୍’ ଆସିଛି, ଯାହା ପାଣି ଉପରେ ଚାଲୁଛି। ଆଜ୍ଞା ହଁ ଏକଥା ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ଯ ବିଲକୁଲ୍ ସତ। ବାସ୍ତବରେ ଏହା ଏକ ଡଙ୍ଗା, ଯାହା ଦେଖିବାକୁ ବିଲକୁଲ୍ ସୁପରକାର୍ ଭଳି। ଏହି କାର୍ ଇଟାଲୀର ଦିଗ୍ଗଜ କମ୍ପାନୀ Lamborghini ନିର୍ମାଣ କରିଛି। ଏହା କମ୍ପାନୀର…

ଲାମ୍ବୋରଗିନି କାରରେ ହେଉଛି ଆମ୍ବ ଡେଲିଭରୀ ଏବଂ ମାଗଣାରେ ମିଳୁଛି ବୁଲିବାର ସୁଯୋଗ

ଆମ୍ବକୁ ଫଳ ରାଜା ଭାବେ ଜଣାଯାଏ। ତେଣୁ ଏହାକୁ ରାଜା ଭଳି ଟ୍ରିଟ୍‌ମେଣ୍ଟ ମଧ୍ୟ ମିଳିବା ଉଚିତ ନା ? ଆପଣ ଭାବୁଥିବେ ଆମେ କାଇଁ ଏମିତି ପଚାରୁଛୁ। କିନ୍ତୁ କେବେ ଶୁଣିଛନ୍ତି, ବିଶ୍ୱର ଅନ୍ୟତମ ବିଳାସମୟ କାର୍ ଲାମ୍ବୋରଗିନିରେ ଆମ୍ବର ହୋମ୍ ଡେଲିଭରି ବିଷୟରେ ? ଦୁବାଇରେ ଏମିତି ଘଟଣା ଦେଖିବାକୁ…